Browsing Category

Odisha

ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

ଭୁବନେଶ୍ବର: ବାଣୀବିହାର ଛକରେ ସ୍କୁଲ ବସ ଦୁର୍ଘଟଣା । ଏନଏଚ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ସୁଦାନନ୍ଦ ସ୍କୁଲ ବସ। ପିଲାଙ୍କୁ ନେବାକୁ ଯାଉଥିବାବେଳେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ବସ । ଏହି ଦୁର୍ଘଟଣାରେ ବସ…
Read More...

ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଯୋରନ୍ଦା: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଜଗତର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ ଲାଗି ସାଧୁସନ୍ଥମାନେ ପ୍ରସ୍ତୁତ ହେଲେଣି ।ଏହି ମେଳାରେ…
Read More...

ସରକାରଙ୍କ ଇ-ମାର୍କେଟ ପ୍ଲେସ୍‌ ଜିଇଏମ୍‌ ପୋର୍ଟାଲ୍‌ର ବହୁଳ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ-ମାର୍କେଟ ପ୍ଲେସ୍‌ ଜିଇଏମ୍‌ (e-Market plus GeM) ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ…
Read More...

ଏସସିବିରେ କେନ୍ଦ୍ରୀୟ ଟିମ୍‌; କୋରୋନା ସ୍ଥିତି କଲେ ଅନୁଧ୍ୟାନ

କଟକ: ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଓଡ଼ିଶା ଆସି କୋରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଛନ୍ତି । ଏହି ଟିମ୍‌ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ…
Read More...

ମଦ୍ୟପ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବନ କଲେ ଏସପି

ମୟୂରଭଞ୍ଜ: ମଦ୍ୟପ ପୋଲିସ ଅଫିସରଙ୍କୁ କଡା ଦଣ୍ଡ । ନିଶାସକ୍ତ ଅବସ୍ଥାରେ ଭିଡିଓ ଭାଇରାଲ ପରେ ବିଦା ହେଲେ ସବ୍ ଇନ୍ସପେକ୍ଟର । ମଦ ନିଶାରେ ବେହୋସ ସବ ଇନ୍ସପେକ୍ଟରଙ୍କୁ ହୋସ ଉଡାଇଦେଲା ବହିଷ୍କାର ନିର୍ଦ୍ଦେଶ । ମୟୂରଭଞ୍ଜ…
Read More...

ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଉଥିଲେ ୪ଜଣ, ବଂଚାଇଲେ ଲାଇଫଗାର୍ଡ

ପୁରୀ: ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍ ଲହଡି ଆସିବାକୁ ୪ ଜଣ ଲୋକ ଭାସିଯାଉଥିଲେ । ଠିକ୍ ସେହି ସମୟରେ ଲାଇଫ୍ ଗାର୍ଡ ଆସି ୪ଜଣଙ୍କ ଜୀବନ ବଂଚାଇଥିଲେ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଭଇରାଲ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ…
Read More...

ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର: ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ ଓଇଆରସିରେ ଚାଲୁଥିବା ଶୁଣାଣି ତଥା ବିଭିନ୍ନ ବିଜୁଳି ବିତରକ କମ୍ପାନୀ ମାନେ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବା ଘଟଣାରେ ଦୃଢ ପ୍ରତିବାଦ…
Read More...

ଦାରିଙ୍ଗବାଡି ଘାଟିରେ ଓଲଟିଲା ବସ୍‌; ବର୍ତିଲେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବ୍ରହ୍ମପୁର: ଦାରିଙ୍ଗବାଡିରୁ ପିକନିକ୍ ସାରି ଏକ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ସମୟରେ ଦାରିଙ୍ଗବାଡି ଘାଟିରେ ଓଲଟିଲା ବସ୍ । ଫଳରେ ବସ୍ ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଳ୍ପକେ…
Read More...

ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଅଭୟ

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଅଭୟ। ଗୁରୁବାର ପୂର୍ବାହ୍ନ ୧୦. ୩୦ ସମୟରେ ପୋଲିସ ଡିଜି ଅଭୟ ଡିଆଇଜି ଅଫିସରେ ପହଂଚି ୫ଟି ଜିଲ୍ଲାର ଏସପିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିବେ ବୋଲି…
Read More...

ଏସସିବିରେ ପ୍ରଥମ ସାଇନ ଫ୍ଲୁ ରୋଗୀ ଚିହ୍ନଟ

କଟକ: ଏସସିବିରେ ପ୍ରଥମ ସାଇନ ଫ୍ଲୁ ରୋଗୀ ଚିହ୍ନଟ । ରୋଗୀଜଣଙ୍କ ଢେଙ୍କାନାଳ ଅଂଚଳର ବୋଲି ଜଣାପଡିଛି । ତେବେ ଗତ କିଛିଦିନ ପୂର୍ବରୁ ସ୍ବାଇନ ଫ୍ଲୁ ରୋଗ ସନ୍ଦେହରେ ତିନି ଜଣ ଏସସିବି ଆସିଥିଲେ । ତିନି ଜଣଙ୍କ ରକ୍ତ ନମୁନା…
Read More...

ଆଜି ଠାରୁ ଓଜେଇଇ ଆବେଦନ

ଭୁବନେଶ୍ବର: ଆଜି ଠାରୁ ଛାତ୍ରଛାତ୍ରୀ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୦ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ ।ତେବେ ଏପ୍ରିଲ ୨୦ରୁ…
Read More...

ରେଳ ବଜେଟ୍ ୨୦୨୦: ଓଡ଼ିଶାକୁ ମିଳିଲା ୪୩୭୩ କୋଟି

ଭୁବନେଶ୍ୱର: ୨୦୨୦ ବଜେଟରେ ଓଡ଼ିଶାକୁ ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତବର୍ଷ ଓଡ଼ିଶାକୁ ୪୫୯୩ କୋଟି ମିଳିଥିଲା । ମୋଟାମୋଟି କହିବାକୁ ଗଲେ ଚଳିତ ବଜେଟରେ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି…
Read More...