Browsing Category

Odisha

ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ; ୨ ମୃତ; ୭ ଗୁରୁତର

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକମାନେ…
Read More...

ପଦ୍ମଭୂଷଣ ମନୋଜ ଦାସଙ୍କୁ ମିଳିଲା ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ପଦ୍ମଭୂଷଣ ମନୋଜ ଦାସଙ୍କୁ ମିଳିଲା ‘କଳିଙ୍ଗ ସାହିତ୍ୟ ସମ୍ମାନ । ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ…
Read More...

ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ  ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତିବୈଠକ

ଭୁବନେଶ୍ୱର : ଆସନ୍ତାମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କଜନୟନ୍ତୀରୁସପ୍ତାହବ୍ୟପୀକାର୍ଯ୍ୟକ୍ରମ ଆୟୋଜନ ପାଇଁବିଜୁଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେଏହିକାର୍ଯ୍ୟକ୍ରମକୁସଫଳକରିବା ପାଇଁ ଆଜିବିଜୁ…
Read More...

ସିଏଏ ନାଗରିକତା ଦେବ, ଛଡ଼ାଇବ ନାହିଁ : କେନ୍ଦ୍ରମନ୍ତ୍ରୀ ଅଠାୱଲେ

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ । ଆଜି…
Read More...

ମଝି ଚିଲିକାରେ ଫସିଲା ଭସାପୋଲ; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ବ୍ରହ୍ମଗିରି: ପ୍ରବଳ ପବନ ଯୋଗୁଁ ମଝି ଚିଲିକାରେ ଫସିଲା ଭସାପୋଲ । ଅଳ୍ପକେ ବର୍ତିଲେ ୭୦ରୁ ଅଧିକ ଯାତ୍ରୀ । ଜନୀକୁଦା ଘାଟରୁ ସାତପଡା ଅଭିମୁଖେ ଭସାପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା ।ଖବର ପାଇ…
Read More...

୨ଦିନିଆ କନ୍ଧମାଳ ଗସ୍ତରେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: ୨ଦିନିଆ କନ୍ଧମାନ ଗସ୍ତରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି ସମୟରେ ଫୁଲବାଣୀର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କନ୍ଧମାଳ…
Read More...

୨ ଦିନ ବର୍ଷିବ; ୧୦ରୁ ବଢ଼ିବ ଶୀତ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ କାରଣରୁ ରାଜ୍ୟର କିଛି ସ୍ଥାନରେ ୨ ଦିନ ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗି ରହିବ । ଏହାସହ ୩୦ ରୁ ୪୦ ପବନ ହେବା ସହ ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ଏହାପରଠାରୁ ଅର୍ଥାତ୍ ୧୦ ତାରିଖ…
Read More...

କାର୍ଯ୍ୟରେ ଅବହେଳା କାରଣରୁ ନିଳମ୍ବିତ ହେଲେ ଅଇଁଠାପାଲି ଏସଆଇ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୋଲିସ ଏସଆଇ । ସମ୍ବଲପୁର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସା’ଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ । ଏକ ହତ୍ୟା ମାମଲାର ଚାର୍ଜ ସିଟ…
Read More...

ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାରେ ତୈଳ ଉଦ୍ୟୋଗଗୁଡ଼ିକ ପକ୍ଷରୁ ବ୍ୟାପକ ନାଗରିକ ସୁବିଧା

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଜୋରନ୍ଦାଠାରେ ଆରମ୍ଭ ହୋଇଥିବା ମାଘ ମେଳାରେ ପରିମଳ, ପାନୀୟ ଜଳ, ବିଶ୍ରାମାଗାର, ମେଡ଼ିକାଲ ସୁବିଧା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଦିଗରେ ତୈଳ ଉଦ୍ୟୋଗଗୁଡ଼ିକ ଆଗେଇ ଆସିଛନ୍ତି ।…
Read More...

ଓଡ଼ିଶାରେ ନାହିଁ କୋରୋନା ଭୟ; ଏସସିବିରେ ଭର୍ତି ହୋଇଥିବା ଛାତ୍ରୀଙ୍କ ରକ୍ତ ନମୁନା ନେଗେଟିଭ୍‌

କଟକ: ଓଡ଼ିଶାରେ କୋରୋନା ଭାଇରସ୍ ର ଭୟ ନାହିଁ । କାରଣ କୋରୋନା ଭାଇରସ୍ ସନ୍ଦିଗ୍ଧ ଛାତ୍ରୀଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି ।ଗତ ରବିବାର ଦିନ କୋରୋନା ସନ୍ଦିଗ୍ଧ ଛାତ୍ରୀ ଏସସିବିରେ ଭର୍ତି ହୋଇଥିଲେ । କୋରୋନା…
Read More...

ମାଲକାନଗିରିରେ ମାଓ କ୍ୟାମ୍ପ ଧ୍ବଂସ, ଜବତ ହେଲା ବିପୁଳ ମାଓ ସାମଗ୍ରୀ

ମାଲକାନଗିରି: ଜାନୁଆରୀ ୮ରୁ ୧୩ତାରିଖ ମାଲକାନଗିରିରେ ମାଓ ଅପରେସନ। ଘନ ଘନ ଗୁଳିର ତୁହାକୁ ତୁହା ବର୍ଷଣ । ୫ଦିନ ଓ ୪ରାତିର ମିଳିତ ଅପରେସନ। ଘାଟି ପରେ ଘାଟି ପାଦଚଲା ବାଟ ଦେଇ ଜଙ୍ଗଲ ଭିତରେ ୩୦୦ କମାଣ୍ଡ ଜାରି ରଖିଥିଲେ ମାଓ…
Read More...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଭଙ୍ଗା ହେଲା “ରଙ୍ଗଶାଳା”

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ(ଭିଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳରଙ୍କ ସନ୍ଦେହଜନକ ମୃତ୍ୟୁଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ “ରଙ୍ଗଶାଳା” ପରିଶେଷରେ ଭଙ୍ଗା ଯାଇଛି । ବର୍ତମାନ…
Read More...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ରଙ୍ଗଶାଳା ଭାଙ୍ଗିବାକୁ ନେଇ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଚାଂୟତ ପିଇଓ(ଭୁଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ…
Read More...

କେନାଲରେ ଭାସିଯାଉଥିଲେ ଜଣେ ବ୍ୟକ୍ତି; ଉଦ୍ଧାର କଲେ ୨ଜଣ ବାଳକ

ଜୟପୁର: ଏକ କେନାଲରେ ଜଣେ ବ୍ୟକ୍ତି ଭାସିଯାଉଥିବା ସମୟରେ ୨ଜଣ ଯୁବକ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏଭଳି ଘଟଣା ଘଟିଛି ଜୟପୁରର ସ୍ଥାନୀୟ ବାଇପାସ୍ କେନାଲ ରୋଡ ଅଂଚଳରେ ।ଭାସି ଯାଉଥିବା ବ୍ୟକ୍ତିଜଣକ ହେଉଛନ୍ତି…
Read More...