Browsing Category

Odisha

ଜେଲରୁ ବାହାରିଲେ ଆଇଏଏ ବିଜୟ କେତନ

ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଆଜି ଜେଲରୁ ବାହାରିଛନ୍ତି । ଗତକାଲି ସର୍ତମୂଳକ ଜାମିନ ମିଳିବା ପରେ ଝାରପଡା ଜେଲରୁ ବାହାରିଛନ୍ତି ।…
Read More...

ଦୁବାଇରେ ଫସିଥିବା ଓଡ଼ିଆ ଯୁବକମାନଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୀର୍ଘ ୨ମାସ ଉଦ୍ୟମ ପରେ ଦୁବାଇରେ ଫସିଥିବା ଯାଜପୁର ଅଂଚଳର ୪ଜଣ ଯୁବକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ତରଫରୁ ଆଜି ଭୋର ୨.୧୫ରେ କୋଲକତା ଏୟାରପୋର୍ଟରେ…
Read More...

କୋଣାର୍କ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ କ୍ୟାନସର ଦିବସ ପାଳିତ

ଭୁବନେଶ୍ୱର: କୋଣାର୍କ କ୍ୟାନସର ଫାଉଣ୍ଡେସନ ଦ୍ୱାରା ବିଶ୍ୱ କ୍ୟାନସର ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ କ୍ୟାନସର…
Read More...

ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର: ପୁଣିଥରେ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ୧୫ଦିନ ପାଇଁ ଏହି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ପୂର୍ବରୁ ଫେବ୍ରୁଆରି ୫ ତାରିଖକୁ ଡେଡଲାଇନ୍ ଘୋଷଣା…
Read More...

ପିଲାଙ୍କୁ ଥଣ୍ଡା-କାଶ ହେଲେ ଚିକିତ୍ସା ବ୍ୟବସ୍ଥା କରିବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରି କାୟା ମେଲାଉଥିବା କୋରୋନା ଭାଇରସର ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ଏଣିକି ସ୍କୁଲ ଗୁଡିକରେ ମଧ୍ୟ ଥଣ୍ଡା କାଶ, ଜ୍ଵର ହେଲେ…
Read More...

ଓଡ଼ିଶାରେ ନାହିଁ କୋରୋନା ଭୟ;ଫୁଲବାଣୀ ଛାତ୍ରୀଙ୍କ ରକ୍ତ ନମୁନା ନେଗେଟିଭ୍‌

କଟକ: ଏଯାବତ୍ ଓଡ଼ିଶାରେ କୋରୋନା ଭୟ ନ ଥିବା ଜଣାପଡିଛି । କାରଣ ଫୁଲବାଣୀ ଛାତ୍ରଙ୍କ ୫ ରକ୍ତ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଏ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।ଓଡ଼ିଶାରେ ଏବେ ସୁଦ୍ଧା ୬…
Read More...

ବାଲେଶ୍ୱର ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଦିନିକିଆ ଗସ୍ତରେ ଯାଇ ପୋଲିସ ମହାନିର୍ଦ୍ଦେଶକ “୫ଟି” ଓ “ମୋ ସରକାର” ସଫଳତା ଉପରେ ସମୀକ୍ଷା କରିଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ଆଇଜି…
Read More...

ଆଜି ମଧ୍ୟ ବରଗଡ ବନ୍ଦ

ବରଗଡ: ବରଗଡରେ ସିଟି ହସ୍ପିଟାଲ ଦାବିରେ ଦୀର୍ଘ ୪ଦିନ ଧରି ସହର ବନ୍ଦ କରାଯାଇଥିଲା । ତେବେ ଗତକାଲି ଏହି ବନ୍ଦ ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନ ପରେ କୌଣସି ସମାଧାନ ହୋଇ ନ…
Read More...

ଏସସିବିରେ ମୃତ ଯୁବତୀଙ୍କ କିଡନୀ ଦେଲା ଆଉ ଗୋଟିଏ ନୂଆ ଜୀବନ

କଟକ: ଓଡ଼ିଶାରେ ଇତିହାସ ରଚିଲା କଟକସ୍ଥିତ ଏସସିବି ମେଡିକାଲ କଲେଜ । ପ୍ରଥମ କରି ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ଅନ୍ୟ ଜଣେ ରୋଗୀଙ୍କ ଶରୀରେ ପ୍ରତିରୋପଣ କରାଯାଇଛି । କିଡନୀ ହରାଇଥିବା ଜଣେ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ…
Read More...

ଆଜି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସଚେତନତା କରାଇବା ପାଇଁ ବିଶ୍ୱବ୍ୟାପି ଏହି ଦିନଟିକୁ ପ୍ରତିବର୍ଷ ପାଳନ କରାଯାଉଛି ।ରାଜ୍ୟରେ ମଧ୍ୟ ଦିନକୁ ଦିନ…
Read More...

ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ…
Read More...

୧୯ରୁ ମାଟ୍ରିକ ପରୀକ୍ଷା: ଏଥର ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରୀ

କଟକ: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ୧୯ରୁ ଆରମ୍ଭ ହେବାକୁ ଯାଉଛି । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଏଥର ମାଟ୍ରିକ ପରୀକ୍ଷା ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରର ପରୀକ୍ଷା ଦେବେ । ଏଥିପାଇଁ…
Read More...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର…
Read More...

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ସିଂହଦ୍ବାର ଥାନାରେ ଏତଲା

ପୁରୀ: ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତ୍ରୀବ ହେଉଛି ବିରୋଧ । ଏହି କ୍ରମରେ ଆଜି ପୁଣି ଥରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ…
Read More...