Browsing Category

Odisha

ଆଜିଠାରୁ ଆରମ୍ଭ ହେଲା ପାର୍କ ଉତ୍ସବ; ଏଥର ରବିବାର ପାର୍କରେ ଜମିବ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ଆଜିଠାରୁ ରାଜଧାନୀର ବିଭିନ୍ନ ପାର୍କରେ ଆରମ୍ଭ ହେଲା ପାର୍କ ଉତ୍ସବ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ନୃତ୍ୟ,…
Read More...

କିଷାନ କଂଗ୍ରେସ ପକ୍ଷରୁ ୧୫ରୁ କିଷାନ କର୍ମଶାଳା

ଭୁବନେଶ୍ୱର: କିଷାନ କଂଗ୍ରେସ ପକ୍ଷରୁ ୧୫ ରୁ ପର୍ଯ୍ୟାୟ କ୍ରମେ କିଷାନ କର୍ମଶାଳା ଆୟୋଜନ କରାଯିବ । ସ୍ଥାନୀୟ କଂଗ୍ରେସ ଭବନରେ କିଷାନ୍ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

ବଜେଟ୍ ୨୦୨୦: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟର ଅନେକ ନିଷ୍ପତିକୁ ସ୍ବାଗତ କରିବା ସହ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।ବଜେଟରେ ସାମିଲ…
Read More...

ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ…
Read More...

ବସ୍ ଭଡା କମିଲା

ଭୁବନେଶ୍ୱର: ବସ୍ ଭଡା କମିଲା । କିଲୋମିଟର ପିଛା ୧ ରୁ ୨ ପଇସା ହ୍ରାସ ପାଇଛି । ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି।  ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯…
Read More...

ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆକାଂକ୍ଷାକୁ ପୁରା କରିବା ଭଳି ବଜେଟ :ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥ…
Read More...

ଓଡ଼ିଶାକୁ କୋରୋନା ଭୟ : ୫ରକ୍ତ ନମୁନାକୁ ପଠାଗଲା ପୁନେ

ଭୁବନେଶ୍ବର: ଓଡ଼ିଶାରେ କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା ୫ ଜଣଙ୍କ ରକ୍ତ ନମୁନା । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ଭର୍ତି କରାଯାଇଥିବାବେଳେ, ଅନ୍ୟ ୪ ଜଣକୁ ହୋମ ଆଇସୋଲେସନରେ ରଖାଯାଇଛି। ଏନେଇ…
Read More...

ମୃତ ଶିଶୁ ଜନ୍ମ ହେବା ନେଇ ବାରିପଦା ଡାକ୍ତରଖାନାରେ ଉତେଜନା

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ମହିଳାଙ୍କର ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ଉତେଜନା ଦେଖାଯାଇଛି । ବିଭାଗୀୟ ଚିକିତ୍ସକ ଏବଂ କର୍ମଚାରୀଙ୍କ…
Read More...

ଆଜି ପବିତ୍ର ମାଘ ସପ୍ତମୀ: ବୁଡ ପକାଇଲେ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋର ପ୍ରାୟ ୩ଟା ୫୦ ମିନିଟରେ ତ୍ରିବେଣୀଶ୍ବର ମହାଦେଶ, ସନ୍ଥପୁରର ଐଶାନ୍ୟଶ୍ବର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ବର ମହାଦେବଙ୍କ ମହାସ୍ନାନ…
Read More...

ଏବେ ହେବନି ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ସମବାୟ ସମିତି ଗୁଡିକର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ହେଁ ବର୍ତମାନ ସମବାୟ ସମିତି ନିର୍ବାଚନ ସମ୍ଭବ ନୁହେଁ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।ଯେଉଁ…
Read More...

ଓଜେଇଇ ପରୀକ୍ଷା ହେବ ଅନଲାଇନରେ

ଭୁବନେଶ୍ୱର: ଏଥର ଓଜେଇଇ ପରୀକ୍ଷା ଅନଲାଇନରେ ହେବ । ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି…
Read More...

ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ; ପାଟକୁରାର ସ୍ଥିତି ପରଖିଲେ ଅଧିକାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଗଠିତ ୩ଟି…
Read More...

ସିଏଏକୁ ନେଇ କଂଗ୍ରେସ ତା’ର ଏଜେଣ୍ଡା ସ୍ପଷ୍ଟ କରିବା ଦରକାର:ବିଜେପି

ନୟାଗଡ/ଭୁବନେଶ୍ୱର: ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର…
Read More...

ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ରୂପରେଖ ପରିବର୍ତନ କରାଯିବ । ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ । ପୁନର୍ଗଠନ କାମ ଏକ ପ୍ରକାର ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଂଚି ଯାଇଛି । ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ…
Read More...