Browsing Category

Odisha

ପ୍ରକ୍ରିୟା ଆରମ୍ଭ କଲେ ୫ ଟି ସଚିବ: ଏସସିବି ମେଡିକାଲ ହେବ ବିଶ୍ୱ ସ୍ତରୀୟ

ଭୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ଚଳାଇଛନ୍ତି । ଆଜି ଏସସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍ ଅଞ୍ଚଳ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପରିଦର୍ଶନ…
Read More...

ବିମାନ କମ୍ପାନୀ ଅଧିକାରୀଙ୍କ ସହ କଲେ ଆଲୋଚନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିମାନ ସେବାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧ଟି ବିମାନ କମ୍ପାନୀର ପ୍ରତିନିଧି ଓ ୫ ଟି ବିମାନ କମ୍ପାନୀର…
Read More...

ପୌରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସମସ୍ତ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ…
Read More...

ଜେଲରେ ଅର୍ଥତତ୍ୱ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଚିଟଫଣ୍ଡ ଅର୍ଥତତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲରେ ଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲର…
Read More...

ରାସ୍ତାକାମକୁ ବିରୋଧ କରି ୪ ଗାଡି ପୋଡିଲେ ମାଓବାଦୀ

ରାୟଗଡା: ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି। ଦୁର୍ଗମ ଅଂଚଳରେ ରାସ୍ତା କାମକୁ ବିରୋଧ କରି ସର୍ବଦା ପୋଡା ଜଳା କରିଥାନ୍ତି ମାଓବାଦୀ । ଗତରାତିରେ…
Read More...

ଆକାଶରେ ଉଡିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆକାଶରେ ଉଡିଲେ ୪୮ ଜଣ ଦିବ୍ୟାଙ୍ଗ ଓ ଆଦିବାସୀ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଜାହାଜରେ ବସି ଆକାଶରେ ଉଡିବାର ମଜା ନେଲେ । ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ ବସ୍ତିରେ…
Read More...

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପ୍ରଂଶସା

ପୁରୀ: ଓଡ଼ିଶା ସରକାରଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଂଶସା କରାଯାଇଛି । ଆଜି ଇଂରାଜୀ ସମ୍ବାଦପତ୍ର “ଦି ଇକୋନମିକ୍ ଟାଇମ୍ସ” ରେ ଶ୍ରୀ ମନ୍ଦିର ୭୫ ମିଟର ଐତିହ୍ୟ କରିଡର ପାଇଁ ଜମି ଅଧିଗ୍ରହଣ ଓ ଏଥିପାଇଁ ଥିବା ଥଇଥାନ ଓ…
Read More...

ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଂଟା ପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଗୁପ୍ତନୀତି ହେତୁ ଆଜି ୪ ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କର ଏହି ଗୁପ୍ତନୀତି ଅନୁଷ୍ଠିତ ହେବ।ଅପରାହ୍ନ…
Read More...

କଟକରେ ୫ଟି ସଚିବ

କଟକ: ୫ଟି ସଚିବଙ୍କ କଟକ ଗସ୍ତ। ସକାଳୁ ସକାଳୁ କଟକ ଆସି ମହାନଦୀ ପଠାକୁ ଆସି କରିଛନ୍ତି ତର୍ଜମା। ହାଡିଆପଠାରେ ୪ ଶହ ଏକର ସ୍ଥାନକୁ ପରିଦର୍ଶନ କରିଛନ୍ତି ସେ। ତାଙ୍କ ସହ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଆରଡିସି, କଟକ…
Read More...

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ; ଦୁଇ ଦୋଷୀଙ୍କୁ ୨୦ ବର୍ଷ ଜେଲ

କନ୍ଧମାଳ: ବାଲିଗୁଡା ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସ କୋର୍ଟ । ଅଭିଯୁକ୍ତ ବାଲିଗୁଡା ଖଜୁରିନାଳ…
Read More...

ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତି କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ନିଷ୍ପତି ପାଇଁ ପିୟୂଷ ଗୋଏଲଙ୍କୁ…

ଭୁବନେଶ୍ୱର :  ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାର ନିଷ୍ପତି ନେଇ ପତ୍ରର ଅନୁରୋଧକୁ ରକ୍ଷା ରଖିଥିବାରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ…
Read More...

ଜାତୀୟ ସାହାସିକତା ପୁରସ୍କାର-୨୦୧୯ ଘୋଷଣା: ଓଡ଼ିଶାରୁ ପାଇବେ ୩ ଜଣ ଝିଅ

ଭୁବନେଶ୍ୱର: ଆଜି ଜାତୀୟ ସାହାସିକତା ପୁରସ୍କାର-୨୦୧୮ ଘୋଷଣା ହୋଇଛି । ଏହି ପୁରସ୍କାରରେ ଓଡ଼ିଶାର ୩ ଜଣ ଝିଅ ସମ୍ମାନିତ ହେବେ ।ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ୨୨ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ଦେଇ…
Read More...

ଫେବୃଆରୀ ୧୮ରେ ରାଜ୍ୟ ବଜେଟ

ଭୁବନେଶ୍ବର: ଫେବୃଆରୀ ୧୮ରେ ରାଜ୍ୟ ବଜେଟ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୧୪ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ।ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ…
Read More...

ସମନ୍ୱିତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: “ମୋ ସରକାର” ଏବଂ ୫ଟି ସୁତ୍ରର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ନିୟାମକ ଅଭିନବୀକରଣରେ ବିଶାଳତଥ୍ୟ (ବିଗ୍ ଡାଟା) ର ପ୍ରୟୋଗ ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ…
Read More...