Browsing Category

Odisha

୫ଟିରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର: ୫ଟିରେ ସାମିଲ ହେଲା ଆଉ ୨ ବିଭାଗ । ସେଗୁଡିକ ହେଲା: କୃଷି ଓ ଉଚ୍ଚଶିକ୍ଷା ବିଭାଗ ।ରାଜ୍ୟ ସରକାରଙ୍କ ୫ଟି ରେ ଉଚ୍ଚଶିକ୍ଷା ବିଭାଗ ଆସିବା ପରେ ୧୭ ସୂତ୍ର ଯୁକ୍ତ ଆକ୍ସନ ପ୍ଲାନ ତିଆରି ହେବା ସହ ନୋଡାଲ ଅଫିସର…
Read More...

ଉଦ୍ଧାର ହେଲେ ୩୨ଜଣ ଦାଦନ ଶ୍ରମିକ

କଂଟାବାଞ୍ଜି: ରାଜ୍ୟରେ ସଚେତନତା ପରେ ବି ବେଆଇନ ଭାବେ ଦାଦନ ଶ୍ରମିକଙ୍କ ଚାଲାଣ କମିବାର ନାମ ନେଉନି । ଆଜି ବେଆଇନ ଭାବେ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସମସ୍ତ…
Read More...

ମେଳା ବୁଲିଲେ, ଜିନିଷ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ଯାଇ ବୁଲିଲେ । ଏଥିସହ ସେଠାରେ ଗହଣା ବାକ୍ସ ଏବଂ ସବାଇ ଘାସରେ ତିଆରି ବ୍ୟାଗ କିଣି ପଇସା ମଧ୍ୟ ଦେଇଛନ୍ତି ।ପରିଦର୍ଶନ ବେଳେ ମହିଳାମାନଙ୍କ…
Read More...

ଓଡ଼ିଆ ପୁଅଙ୍କ ଉଦ୍ଭାବନଙ୍କୁ ପ୍ରଂଶସା କଲେ ରୁଷ୍ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଆ ପୁଅଙ୍କ ଉଦ୍ଭାବନଙ୍କୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଂଶସା କରିଛନ୍ତି । ବ୍ରହ୍ମପୁରର ଜଣେ ଏକାଦଶ ଶ୍ରେଣୀର ଛାତ୍ର ରୁଷର ସୋଚିଠାରେ ଆୟୋଜିତ ହୋଇଥିବା “ଡିପ୍ ଟେକ୍ନୋଲଜି ଏଜୁକେସନ୍…
Read More...

ହାଇକୋର୍ଟରୁ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ମିଳିଲା ଜାମିନ

କେନ୍ଦ୍ରାପଡା:ଆଜି ହାଇକୋର୍ଟରୁ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି । ତେବେ  ହାଇକୋର୍ଟଙ୍କ ଜାମିନ ଉପରେ ତଳକୋର୍ଟ ସର୍ତ୍ତ ରଖିପାରିବେ। ପ୍ରମୋଦ ସାହୁ…
Read More...

‘ଦୁଷ୍କର୍ମ ଏବଂ ହତ୍ୟା’ ଭଳି ନାରକୀୟ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି: ବିଜେପି

ଭୁବନେଶ୍ୱର : ରାଜ୍ୟରେ ନାରୀ ନିର‌୍ୟ୍ୟାତନା, ମହିଳା ଓ ନାବାଳିକା ଦୁ୍ଷ୍କର୍ମ ଭଳି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ବହୁ ଚର୍ଚ୍ଚିତ ସ୍ମିତାରାଣୀ, ବେବିନା, ଇତିଶ୍ରୀ ଆଦି ଅଧିକାଂଶ ଘଟଣାରେ ଶାସକ…
Read More...

ପୁରୀରେ ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଜାରି

ପୁରୀ: ଶ୍ରୀ ମନ୍ଦିରର ଚତୁଃପାଶ୍ୱର୍ରେ ଥିବା କୋଠାବାଡି ଭଙ୍ଗା କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଆଜି ଦୋଳବେଦୀ କୋଣରେ ଥିବା ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ ଗୃହମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡର ଗୃହମନ୍ତ୍ରୀ ଶ୍ରୀ ତାମ୍ରଧ୍ୱଜ ସାହୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ସାହୁ ଛତିଶଗଡ ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ନୃତ୍ୟ…
Read More...

ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଜଣ ଶିକ୍ଷକ ଓ ୮ଜଣ ଅଧ୍ୟକ୍ଷଙ୍କ ଗାର୍ମଦର୍ଶନ କାର୍ଯ୍ୟକ୍ରମ ଆଜି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…
Read More...

ସ୍କୁଲ ଯିବାକୁ ତାଗିଦ୍‌ କରିବାକୁ ଦେହରେ ନିଆଁ ଲଗାଇଦେଲେ ଛାତ୍ର

ମୟୁରଭଞ୍ଜ: ଜଣେ ଛାତ୍ରଙ୍କୁ ସ୍କୁଲ ଯିବାକୁ ତାଗିଦ୍‌ କରିବାରୁ ସେ ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ ।ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା…
Read More...

ବିଜୁବାବୁଙ୍କ ପ୍ରତିମୂର୍ତିକୁ ଭାଙ୍ଗିଲେ ଦୁର୍ବୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ କିଛି ଦୁର୍ବୃତ ଭାଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଖବର ପ୍ରଚାରିତ ହେବା ପରେ ବିଜୁପ୍ରେମୀଙ୍କ…
Read More...

ଧାନ ମଣ୍ଡିରେ ଘୋଟାଲା!

ବରଗଡ : ଧାନ କିଣାବିକାକୁ ନେଇ କେବେ ଆସିବ ସ୍ୱଚ୍ଛତା ତାକୁ ପରଖିବା ପାଇଁ ଦେଶର ୨ଟି ରାଜ୍ୟକୁ ଆମେ ନେବା ଉଦାହରଣ ସ୍ୱରୂପ । ପ୍ରଥମଟି ହେଲା ପଞ୍ଜାବ ଯେଉଁଠି ମାର୍କେଟ ବ୍ୟବସ୍ଥା ବା ମଣ୍ଡି ବ୍ୟବସ୍ଥା ସହ ଧାନ କିଣାରେ…
Read More...

ଆହାର କେନ୍ଦ୍ରରେ ଭୋଜନ କଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଆଇଏଏସ୍ ଅଫିସର କଥା ଗୃହ ସଚିବ ସଞ୍ଜୀବ ଚୋପ୍ରା ଘୁ.ଉଦୟଗିରି ଅପରାହ୍ନରେ ଆହାର କେନ୍ଦ୍ରରେ ପହଂଚିଥିଲେ । ସେଠାରେ ପହଂଚି ଗୃହ ସଚିବ ଆହାର କେନ୍ଦ୍ରରେ ମିଳୁଥିବା ୫…
Read More...

ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ କର ପୈଠ; ନହେଲେ କଟାଯିବ ଲାଇନ୍

ଭୁବନେଶ୍ୱର: ଆଗାମୀ ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ ପୈଠ ନ କଲେ ଲାଇନ୍ କଟାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେସୁର ବର୍ତ୍ତମାନ…
Read More...