Browsing Category
Odisha
ଆଜିଠୁ ଲିଙ୍ଗରାଜ ମନ୍ଦିରର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର: ପୁରୀ ପରେ ଏବେ ଭୁବନେଶ୍ୱର ପାଳି । ଗୋଟିଏ ପଟେ ଶ୍ରୀମନ୍ଦିରର ଚାରିପାଖ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଆଜିଠାରୁ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ।…
Read More...
Read More...
ବରଗଡ଼ SDCC ବ୍ୟାଙ୍କରେ ନକଲି ଚେକ
ବରଗଡ଼ : ବରଗଡ଼ SDCC ବ୍ୟାଙ୍କର ଗୋଟିଏ ନମ୍ବର ର ଦୁଇଟି ଚେକ ଗୋଟିଏ ଅସଲି ଅନ୍ୟଟି ନକଲି।ନକଲି ଚେକ ରେ ଉଠିଲା ଟଙ୍କା । ବ୍ୟାଙ୍କ ବାଲା ମଧ୍ୟ ନକଲି ଚେକ କୁ ଚିନ୍ହି ନପାରି , ନକଲି ଚେକ ରେ ୬ ଲକ୍ଷ ୮୨ ହଜାର ଟଙ୍କା…
Read More...
Read More...
ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ…
Read More...
Read More...
ଶିକ୍ଷାନୁଷ୍ଠାନକୁ ଶିଖରରେ ପହଞ୍ଚାଇବ ଛାତ୍ର-ଶିକ୍ଷକଙ୍କ ସୁସମ୍ପର୍କ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉଦଯାପିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି । ଏହି ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ…
Read More...
Read More...
ବିଚ୍ଛିନ୍ନାଞ୍ଚଳବାସୀକୁ ପ୍ରଥମ କରି ଚାଲିଲା ୱାଟର ଆମ୍ବୁଲାନ୍ସ
ମାଲକାନଗିରି: ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଅନେକ ବର୍ଷ ପରେ ବିକାଶର ସ୍ଵାଦ ଚାଖିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା…
Read More...
Read More...
ଗରିବ ପିଲାକୁ ଉଚ୍ଚଶିକ୍ଷିତ କରିବାରେ ପ୍ରୟୋଗଶାଳା ହେଉ ଉତ୍କଳ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଦାରିଦ୍ର୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି ଶିକ୍ଷାରେ ଅଛି । ତେଣୁ ଆଜିର ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ ବୋଲି ରବିବାର ଉତ୍କଳ…
Read More...
Read More...
ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ: ରାଷ୍ଟ୍ରପତି
ଭୁବନେଶ୍ୱର: ଆଜି ବାଣୀବିହାର ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉଦଯାପନୀ ଉତ୍ସବ । ଏହି ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ଯୋଗ ଦେଇ ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚିତ କରିଛନ୍ତି । ଦେଶର ଉଚ୍ଚଶିକ୍ଷା…
Read More...
Read More...
ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ – ଧର୍ମେନ୍ଦ୍ର ପ୍ରଧାନ
ଖୋର୍ଦ୍ଧା : ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର ଖୋର୍ଦ୍ଧା ବରୁଣେଇ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ହେବା ଅବସରରେ କହିଛନ୍ତି…
Read More...
Read More...
ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ ଦାବୀ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି । ଏହି ଅବସରରେ ଆଜି ରାଷ୍ଟପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳ ଶିଳାନ୍ୟାସ କରିଛନ୍ତି । ସେଠାରେ ନିଜ ଅଭିଭାଷଣ ଦେଇ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ…
Read More...
Read More...
ଲିଙ୍ଗରାଜଙ୍କ ଦର୍ଶନ କଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ
ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ। ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସବିତା କୋବିନ୍ଦଙ୍କୁ ସ୍ବାଗତ…
Read More...
Read More...
ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର-ରବିବାର ରାତି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ବାସ ଭବନରେ ଶ୍ରୀ ମହାନ୍ତି ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି । ସ୍ୱର୍ଗତ ଭାଗବତ…
Read More...
Read More...
ପାଇକ ବିଦ୍ରୋହ ସ୍ମାରକୀ ଆଗାମୀ ପିଢ଼ି ଲାଗି ପ୍ରେରଣା ପ୍ରଦାନ କରିବ: ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଏହା ଆଗାମୀ ପିଢ଼ି ଲାଗି ପ୍ରେରଣା ପ୍ରଦାନ କରିବ। ସେ କହିଛନ୍ତି ଯେ ଏହା ପ୍ରତିଷ୍ଠିତ…
Read More...
Read More...
ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ : ରାସ୍ତାରେ ନିଆଁ ଜାଳି ଉଠା ଦୋକାନୀଙ୍କ ପ୍ରତିବାଦ
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ରାସ୍ତା ଓସାର ପାଇଁ ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଛି। ହେଲେ ବଡ଼ ଧରଣର ଉଚ୍ଛେଦ…
Read More...
Read More...
ବରୁଣେଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବେ। ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ…
Read More...
Read More...
