Browsing Category

Odisha

ଆଜି ବିଶ୍ୱ ମାନବାଧିକାର ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ମାନବାଧିକାର ଦିବସ। ମାନବାଧିକାରର ସୁରକ୍ଷା ପ୍ରତି ଲୋକମାନଙ୍କୁ ‌ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୮ ମସିହାରେ ମିଳିତ ଜାତସିଂଘ ପକ୍ଷରୁ ମାନବାଧିକାର ନେଇ…
Read More...

ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଘଟଣା: ଅସନ୍ତୋଷ ବୃଦ୍ଧି ପାଇବାରୁ ବନ୍ଦ ହେଲା କାର୍ଯ୍ୟ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷ ବୃଦ୍ଧି ପାଇବାରୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିବା ଜଣାପଡିଛି । ତେବେ ଏହାକୁ ନେଇ…
Read More...

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟସରକାର ।  କଟକ ରାଜସ୍ୱ ପରିଷଦ ସଦସ୍ୟଙ୍କ ଅଧୀନରେ ଥିବା ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାର ବରିଷ୍ଠ ଓଏଏସ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ରିଭିଜନାଲ କୋର୍ଟର…
Read More...

ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଓଡ଼ିଶାରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ

ଭୁବନେଶ୍ୱର: ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି । ତେବେ ଦୁଷ୍କର୍ମକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ…
Read More...

ଆଗାମୀ ବର୍ଷ ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଅଗାମାୀ ବର୍ଷ ଅର୍ଥାତ୍ ୨୦୨୦ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ । ଏଥିସହିତ ଜୁନ୍ ୧୫ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶ କରିବେ । ବିଶ୍ୱ…
Read More...

୫ଟି ସଚିବଙ୍କ ଭଦ୍ରକ ମେଡିକାଲ ଗସ୍ତ, ଶିଶୁ ଯତ୍ନ କେନ୍ଦ୍ରରେ ପିଲାମାନଙ୍କ ସହ କଲେ ଭୋଜନ

ଭଦ୍ରକ: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ପାଣ୍ଡିଆନଙ୍କ ସହ ୩ ଜଣିଆ ଟିମ ଅଚାନକ ଗ୍ରସ୍ତ କରିଛନ୍ତି । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି…
Read More...

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି

ଭୁବନେଶ୍ୱର: ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜୁ ଜନତା ଦଳ…
Read More...

ହୃଦଘାତରେ କୁଖ୍ୟାତ ମାଓନେତା ରାମନ୍ନା ମୃତ

ମାଲକାନଗିରି: ହୃଦଘାତରେ ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଜଙ୍ଗଲରେ କୁଖ୍ୟାତ ମାଓନେତା ରାମନ୍ନା ଓରଫ୍ କେ. ଶ୍ରୀନିବାସର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନାଯୋଗ୍ୟ, କୁଖ୍ୟାତ ମାଓନେତା ରାମନ୍ନା ଓରଫ…
Read More...

୬ବର୍ଷରେ ଫେଡକୋ ରାଜସ୍ୱ ୧୭ ଗୁଣା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଦ୍ୟୁତ୍ ବିତରଣ କମ୍ପାନି ତଥା ଫିଡବ୍ୟାକ୍ ଇନଫ୍ରାର ପୂର୍ଣ୍ଣ ସହଯୋଗୀ ସଂସ୍ଥା ଫିଡବ୍ୟାକ୍ ଏକର୍ଜି ଡିଷ୍ଟ୍ରିବ୍ୟୁସନ୍(ଫେଡକୋ) ୬ବର୍ଷ ଭିତରେ ନିଜ ରାଜସ୍ୱକୁ ୧୭ଗୁଣା ବଢ଼ାଇ ୭୭୦କୋଟି ଟଙ୍କା…
Read More...

ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ: କଟକ ପୋଲିସ କାର୍ଯ୍ୟାଳୟରେ ଆଜି ଅଭୟ ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ । କଟକ ମୁଖ୍ୟଳୟରେ ମଧ୍ୟବର୍ତିକାଳୀନ ଡିଜିପି ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ୍ ମହାନ୍ତିଙ୍କ ଠାରୁ ଅଭୟ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି…
Read More...

ଧରାପଡିଲେ ୪ ନକଲି ଶିକ୍ଷକ

କୋରାପୁଟ: ରାଜ୍ୟରେ ନକଲି ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ଲାଗିଥିବାବେଳେ ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନ ଥାଇ ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ବହୁଦିନ ଧରି ଚାକିରି…
Read More...

ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ ଜାରି

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଜବରଦଖଲ ଅଂଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୧୧ଟାରୁ ଏହା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଥମେ ମନ୍ଦିରର ଦୁଆର ପାଖରେ ଥିବା…
Read More...

ସମ୍ବଲପୁର ଗଣଦୁଷ୍କର୍ମ ମାମଲା: ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କଲା ପୋଲିସ

ସମ୍ବଲପୁର: ସମ୍ବଲପୁର ଗଣଦୁଷ୍କର୍ମ ମାମଲାକୁ ପୋଲିସ ଆଜି ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରିଛି । ଏହା ବ୍ୟତୀତ ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ ମହିଳା ଡିଏସପିଙ୍କୁ ଦିଆଯାଇଛି । ୨୦ଦିନ ଭିତରେ ଏହି ମାମଲାର ଚାର୍ଜସିଟ୍ ଦାଖଲ…
Read More...

ପୁରୀ ଗଣଦୁଷ୍କର୍ମ ଘଟଣା: ୬କୁ ବୃଦ୍ଧି ପାଇଲା ଗିରଫଙ୍କ ସଂଖ୍ୟା

ପୁରୀ: ପୁରୀ ଗଣଦୁଷ୍କର୍ମ ଘଟଣାରେ ସୋମବାର ଗିରଫଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ତିନି ଜଣଙ୍କୁ ଆଜି ଗିରଫ କରାଯାଇଛି । ସେମାନେ ହେଉଛନ୍ତି, ରଞ୍ଜିତ ପରିଡା,…
Read More...