Browsing Category

Odisha

ବୁଲବୁଲ୍ କ୍ଷୟକ୍ଷତି: ଓଡ଼ିଶାକୁ ୫୫୨ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା

ଭୁବନେଶ୍ଵର: ବାତ୍ୟା ବୁଲବୁଲ୍ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛି। ବୁଲବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଲାଗି କେନ୍ଦ୍ର ଏହି ସହାୟତା ଘୋଷଣା କରିଛି। ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କା ଓ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବ। ଦ୍ଵିପ୍ରହର ଧୂପ ପରେ ବନକଲାଗି ନୀତି ଆରମ୍ଭ ହେଉଥିବାରୁ ଦର୍ଶନ…
Read More...

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ…
Read More...

୭ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ ବିତାଇବେ ରାତି

ଭୁବନେଶ୍ୱର : ଆସନ୍ତା ୭ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ…
Read More...

ବୁଲବୁଲ ପାଇଁ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ସହାୟତା ଘୋଷଣା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ଭୁବନେଶ୍ୱର :  ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ…
Read More...

ଡିସେମ୍ବର୫ରୁ ରାଜଧାନୀରେ ହେବ ମିଶନ ଶକ୍ତି ମେଳା :

ଭୁବନେଶ୍ବର : ରାଜଧାନୀରେ ଗୋଟିଏ ସ୍ଥାନରେ ମିଳିବ ସାରା ରାଜ୍ୟର ସଂୟସହାୟକ ଗୋଷ୍ଠି ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଭିଭିନ୍ନ ସାମଗ୍ରୀକୁ କିଣିବାର ସୁଯୋଗ ସୃଷ୍ଟି…
Read More...

ସହଜ ହେବ ପାଠପଢା : ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  : ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ 'ମଧୁ' ଆପ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ 'ମଧୁ' ଆପ୍ ର ଶୁଭାରମ୍ଭ…
Read More...

ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ବର: ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେମାନଙ୍କ ଲାଗି ଭଲ ଖବର। ଏଥିପାଇଁ ଆରଟିଓ ଅଫିସରେ ଧାଡ଼ି ଦେବାକୁ ପଡ଼ିବ ନାହିଁ। ଏଣିକି ଲର୍ଣ୍ଣିଂ ଲାଇସେନ୍ସ ଅନଲାଇନରେ ମିଳିବ, କାଗଜ  ଆକାରରେ ମିଳିବ ନାହିଁ ।…
Read More...

ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଆଇଆଇସି ନିଲମ୍ବିତ

ମୟୁରଭଞ୍ଜ : ଝାରପୋଖରିଆ ଆଇଆଇସି ସସପେଣ୍ଡ୍। ରାଇରଙ୍ଗପୁର କଲେଜର ଜନୈକା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଦାୟିତ୍ଵରେ ଅବହେଳା କରିଥିବା କାରଣରୁ ଝାରପୋଖରିଆ ଥାନା ଅଧିକାରୀଙ୍କୁ ନିଲମ୍ଵିତ କରାଯାଇଛି। ଗତକାଲି ତାଙ୍କୁ…
Read More...

ସାରଥି ମାମଲାକୁ ନେଇ ରୋଚକ ତଥ୍ୟ ଦେଲେ ଅରୁଣ ବୋଥ୍ରା

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ଭଣ୍ଡ ସାରଥି ବାବା ଓରଫ ସନ୍ତୋଷ ରାଉଳକୁ ନେଇ ପୁଣି ଚର୍ଚ୍ଚା । କିଏ ଥିଲେ ସାରଥି । କଣ ଥିଲା ତାଙ୍କ ପାଖରେ ଦିବ୍ୟ ଶକ୍ତି । କଣ ପାଇଁ ଲୋକ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ । ତାହାକୁ ନେଇ…
Read More...

କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏସଆଇଟି ଟିମ୍

ଭୁବନେଶ୍ଵର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଏସଆଇଟି ଟିମର ଆଜି ପ୍ରଥମ ବୈଠକ ବସିଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସାାଇଟି ଟିମର ବୈଠକ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀୟ ରାୟ

କଟକ: ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ । ଦାୟିତ୍ୱ ନେବା ପରେ ଟ୍ରାନ୍ସପରେନ୍ସି ଓ ଟାଇମ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାନୁସାରେ, ସୁନୀଲ ରାୟ କଟକ…
Read More...

ରାଜ୍ୟର ୧୫୮ ଆହାର କେନ୍ଦ୍ର ଓ ୩୪ କେନ୍ଦ୍ରୀୟ ପାକଶାଳାକୁ ମିଳିଲା ଆଇଏସଓ ମାନ୍ୟତା

ଭୁବନେଶ୍ବର:  ଆହାର କେନ୍ଦ୍ରକୁ ମିଳିଛି  ଆଇଏସଓ ମାନ୍ୟତା । ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ପାକଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ  ସହରାଞ୍ଚଳ ବିକାଶ ବିଭାଗ, ଜିଲ୍ଲାପାଳ ଓ…
Read More...

ସ୍ପେନ ଝିଅ ସାଜିଲେ ଓଡ଼ିଆ ବୋହୂ

ଭୁବନେଶ୍ୱର: ବିଦେଶୀ ଝିଅ ସାଜିଲେ ଓଡ଼ିଆ ବୋହୂ | ମଥାରେ ସିନ୍ଦୁର ସହ ପାଦରେ ଅଳତା ନାଇଲେ ଆଉ ସାତ ଜନ୍ମ ପାଇଁ ଓଡ଼ିଆ ପୁଅଙ୍କ ସହ ରହିବାକୁ ଶପଥ ବି ନେଲେ | ଭୁବନେଶ୍ୱରର ଏକ ତାରକା ହୋଟେଲରେ ରବିବାର ଦିନ ଏମିତି ଏକ ବିବାହ…
Read More...