Browsing Category

Odisha

ଆଜିଠୁ ୧୦ଟି ଟ୍ରାଫିକ୍‌ ନିୟମ ଉପରେ କଡ଼ା ନଜର

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଜିଠୁ ଆଉ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ…
Read More...

ରାଜ୍ୟର ୬ଟି ସହରରେ ସୁନା ଦୋକାନ ଉପରେ ଚଢ଼ଉ

ଭୁବନେଶ୍ବର: ଶନିବାର ରାଜ୍ୟର ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି  । ଚଢ଼ାଉ ସମୟରେ  ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି  କ୍ରମରେ ରାଜଧାନୀ ଭୁବନେଶ୍ୱରର ୧୦ଟି ପ୍ରତିଷ୍ଠିତ ସୁନା ଅଳଙ୍କାର…
Read More...

ସ୍ମିତାରାଣୀ ମୃତ୍ୟୁ ମାମଲା: ଜିଲ୍ଲାପାଳଙ୍କୁ ଝଟକା

ଭୁବନେଶ୍ଵର: ଯାଜପୁର ରଘୁଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳା ବହୁତ ଚର୍ଚ୍ଚାରେ ରହିଛି। ଏହି ରଙ୍ଗଶାଳାରେ ହିଁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିଲା। ଶାସକ ଦଳ ସହିତ…
Read More...

୭୫ ପ୍ରତିଶତରୁ କମ୍‌ ଉପସ୍ଥାନ ହେଲେ ପରୀକ୍ଷା ଦେଇପାରିବେନି କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ  ରାଜ୍ୟର ସମସ୍ତ ସରକାରୀ, ବେସରକାରୀ…
Read More...

ଆସନ୍ତାକାଲିଠାରୁ କୋଣାର୍କ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୦ ତମ କୋଣାର୍କ ଉତ୍ସବ। ଏହାସହ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ।ଏନେଇ ଆଜି ପର୍ଯ୍ୟଟନ ବିଭାଗ ସଚିବ…
Read More...

ନନ୍ଦନକାନନରେ ଆନାକୋଣ୍ଡା ମଡ଼କ

ଭୁବନେଶ୍ୱର: ନନ୍ଦନକାନନରେ ଆଖିବୁଜିଲା ଆଉ ଏକ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ତେବେ ଗତ ୩ ଦିନ ଭିତରେ ନନ୍ଦନକାନନରେ ୨ଟି ଆନାକୋଣ୍ଡା ଜୀବନ ହାରିଲେଣି । ଏବେ ଆଉ ୪ଟି…
Read More...

ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
Read More...

୨୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ବର ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ…
Read More...

ବାଲେଶ୍ୱରରେ ଗଣବିବାହ: ୭୫ ଯୋଡ଼ି ଯୁବକଯୁବତୀ ପାଲଟିଲେ ଜୀବନସାଥୀ

ବାଲେଶ୍ୱର: ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୁଳିହୁଳିରେ କମ୍ପି ଉଠିଲା ପରିବେଶ। ଏହାବ୍ୟତୀତ  ସିନ୍ଦୁର ପିନ୍ଧା ସହ ହାତଗଣ୍ଠି ମଧ୍ୟ ପଡ଼ିଲା। ବାପ ଘରୁ ବିଦା ହେବା ପରି ଗହଣାଗାଣ୍ଠି ଧରି ଶାଶୁ ଘରକୁ ଗଲେ ଝିଅ।…
Read More...

ଅଚାନକ ପେଟ୍ରୋଲ ପମ୍ପ କଲେ ଚଢ଼ାଉ, ସିଜ କରିବାକୁ ଦେଲେ ନିର୍ଦ୍ଦେଶ

ରାଉରକେଲା : ନିମ୍ନ ମାନର ପେଟ୍ରୋଲ ବିକ୍ରି କରି ଲୋକଙ୍କୁ ଠକୁଥିଲା ପେଟ୍ରୋଲ ପମ୍ପ | ତେବେ ଶୁକ୍ରବାର ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ପରେ ସିଜ ହୋଇଛି ପେଟ୍ରୋଲ ପମ୍ପ | ସୁନ୍ଦରଗଡ ଜିଲ୍ଲା କୋଇଡାରେ କିଛି ଏଭଳି ଘଟଣା…
Read More...

ଡିସେମ୍ବର ୪କୁ ବୃଦ୍ଧି ପାଇଲା ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆବେଦନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମପୂରଣ ଆସନ୍ତା ଡିସେମ୍ବର ୪ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ଲକ୍ ଶିକ୍ଷାଧିକାରୀ ଓ ସେକେଣ୍ଡାରି…
Read More...

ଡିସେମ୍ବର ପହିଲାରୁ ହ୍ରାସ ପାଇବ ‘ମୋ ବସ୍‌’ ଯାତ୍ରୀ ଭଡା

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ ‘ମୋ ବସ’ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। କ୍ୟାପିଟାଲ ରିଜିନ ଅରବାନ୍‌ ଟ୍ରାନ୍ସପୋର୍ଟ’ (କ୍ରୁଟ) ଆଗାମୀ ୨ ମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡାରେ ଅହେତୁକ ରିହାତି କରି…
Read More...

ନିର୍ଦ୍ଧାରିତ ଅବଧି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା ବନ୍ଦକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ନିର୍ଦ୍ଧାରିତ ଅବଧିର ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଛନ୍ତି | କଂଗ୍ରେସ ବିଧାୟକ ତାରା ବାହିନୀପତି…
Read More...

ରାଜଧାନୀରେ ମଣିଷ କଙ୍କାଳ ଠାବ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ମଣିଷ କଙ୍କାଳ ଠାବ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ମଣିଷ କଙ୍କାଳ ଠାବ ହୋଇଛି। ଏକ ପଲିଥିନରେ ହାଡ଼ ଓ ଖପୁରିବନ୍ଧା…
Read More...