Browsing Category

Odisha

ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଲେ ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ ଗତ ୩୦ ତାରିଖରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା ଜଣାଯାଇଛି।  ୧୯୮୫ ବ୍ୟାଚ୍‌ର ଆଇଏଏସ ଡ଼ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଜଣାଯାଇଛି | ସେ…
Read More...

ପୁରୀ ନବକଳେବରର ପରିକଳ୍ପିତ ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ପୁରୀ- ଓଡ଼ିଶାର ଆତ୍ମା । ଏପରି ଶୀର୍ଷକରେ ପ୍ରସ୍ତୁତ ଏକ କ୍ଷୁଦ୍ର ଭିଡିଓ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ଏହି ଭିଡିଓରେ ଭିତ୍ତିଭୂମି ବିକାଶ କରାଯାଇ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ କିଭଳି ବିଶ୍ବସ୍ତରୀୟ…
Read More...

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ପଞ୍ଜାବୀ ମଠକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସିଲ୍‌ କରିଛି।ଗତରାତିରେ ସେ ମଠର ଗୋଟାଏ ପ୍ରକୋଷ୍ଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର…
Read More...

ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ସବ୍‌-ଲେଫ୍‌ନାଣ୍ଟ୍‌

କୋଚି: ସୋମବାର ଦିନ ସବ୍‌-ଲେଫ୍ଟନାଣ୍ଟ୍‌ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହୋଇଛନ୍ତି। ବିହାରର ମୁଜାଫରପୁରରେ ଜନ୍ମିତା, ଶିବାଙ୍ଗୀ ପ୍ରାଥମିକ ତାଲିମ ଶେଷ କରିବା ପରେ ୨୦୧୮ରେ ଭାରତୀୟ ନୌସେନାରେ ସାମିଲ…
Read More...

ପଞ୍ଚାୟତରାଜ ବିଭାଗର କଡା ଆଭିମୁଖ୍ୟ, ମୋ ସରକାର ଲାଗୁ ହେବାର ୨୪ ଘଣ୍ଟାରେ ଗଡିଲା ୩ ମୁଣ୍ଡ

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗରେ ମୋ ସରକାର ଲାଗୁହେବ ପ୍ରଥମ ଦିନରେ ପ୍ରଥମ ଛାଟ ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ରେ ଜଣେ ବିଡିଓ ଓ ଦୁଇ ଜଣ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । ଆବାସ…
Read More...

୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦୁଇଟି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ୮ ତାରିଖ ସକାଳେ ବରୁଣେଇ ଠାରେ ବହୁ…
Read More...

ଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ

ଭୁବନେଶ୍ୱର: ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି । ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ…
Read More...

ବାଲୁକା କଳାରେ ଐତିହ୍ୟ କୀର୍ତିରାଜି

କୋଣାର୍କ : କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ୫ଦିନିଆ ଅର୍ନ୍ତଜାତୀୟ ବାଲୁକାକଳା ପ୍ରଦର୍ଶନୀ। ଭାରତ ସମେତ ୭ଟି ଦେଶର ୧୨୩ ବାଲୁକା ଶିଳ୍ପୀ ୪୪ ଟି ଷ୍ଟଲରେ ସେମାନଙ୍କ…
Read More...

୬ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‌

ଚନ୍ଦ୍ରଶେଖରପୁର : ଅକାଳରେ ବାପାଙ୍କ ମୃତ୍ୟୁ ହେବା ପରେ ହଠାତ୍ ମା’ ପକ୍ଷାଘାତର ଶିକାର ହେଲେ। ଏମିତି ପରିସ୍ଥିତିରେ ୬ଭଉଣୀଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଗଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ୬ଭଉଣୀଙ୍କୁ ସହାୟତାର ହାତ…
Read More...

ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ

ମାଲକାନଗିରି : ସୋମବାରଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର…
Read More...

‘କୋଣାର୍କ ଉତ୍ସବ-୨୦୧୯’ ଉଦ୍‌ଘାଟିତ

କୋଣାର୍କ: ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ରବିବାର ଉଦ୍‌ଘାଟିତ ହୋଇଛି। ପାଞ୍ଚ ଦିବସୀୟ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି ଓ…
Read More...

ରାଜଧାନୀରୁ ସେକ୍ସ ରାକେଟ୍ ଠାବ; ୬ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରର ଏକ ହୋଟେଲ୍‌ରୁ ସେକ୍ସ ରାକେଟ୍ ଠାବ ହୋଇଛି। ପୁଲିସ୍‌ ଆଜି କୌଣସି ସୂତ୍ରରୁ ଖବର ପାଇ ହୋଟେଲ୍ ଉପରେ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ଦୁଇ ଜଣ ଦଲାଲ…
Read More...

ଆଜିଠାରୁ ‘କୋଣାର୍କ ଉତ୍ସବ ୨୦୧୯’ ଆରମ୍ଭ

କୋଣାର୍କ : ଆଜିଠାରୁ ଶାତ୍ସୀୟବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ ୨୦୧୯’ ଆରମ୍ଭ ହେଉଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ…
Read More...

ଆଜି ବିଶ୍ୱ ଏଡ୍‌ସ ଦିବସ

ଭୁବନେଶ୍ବର : ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି। ଉଦ୍‌ବେଗର ବିଷୟ, ଗତ ୫ବର୍ଷରେ ରାଜ୍ୟରେ ୧୬ ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଏହି ସଂଖ୍ୟାରେ…
Read More...