Browsing Category

Odisha

ଆଜି ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୈାଦ୍ଧ: ୩ ଦଫା ଦାବୀରେ ବୈାଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି । କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁ କାମ ଓ ସହରରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀ…
Read More...

ହୀରାକୁଦରେ ରୋପ ୱେ ସେବା ଆରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିକାଶ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ହୀରାକୁଦରେ ଆରମ୍ଭ ହେଲା ରୋପ ୱେ ସେବା । ଏଣିକି ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଡ୍ୟାମ ବୁଲିବା ସହ ରୋପ ୱେର ମଧ୍ୟ ମଜା ନେଇପାରିବେ ।…
Read More...

ଘନ କୁହୁଡ଼ି : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଜାରି ରହିଛି ଘନ କୁହୁଡ଼ି। ଲଗାତାର ତିନି ଦିନ ହେଲା ରଜ୍ୟର ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ‌ଠିକ୍‌ ଭାବେ…
Read More...

ଉଦଘାଟନ ହେବ ଇସ୍ରୋର ପ୍ରଥମ ଇନୋଭେସନ ସେଣ୍ଟର

ସମ୍ବଲପୁର : ଆସନ୍ତା ୩୦ ତାରିଖ କେବଳ ସମ୍ବଲପୁର କି ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ପ୍ରଥମ ଇନୋଭେସନ ସେଣ୍ଟର ବୁର୍ଲାସ୍ଥିତ ବୀର…
Read More...

୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍‌

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୧ ମସିହା ଜାନୁଆରିରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଏ ନେଇ କେନ୍ଦ୍ର ମାନବ…
Read More...

ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ବର : ତାଳ, ମୁଦ୍ରା ଓ କମନୀୟ ଅଙ୍ଗଭଙ୍ଗୀରେ ମଜିବେ ଦର୍ଶକ। ଏସିଆର ସର୍ବବୃହତ୍‌ ବାଲୁକା କଳାରେ ବିଭୋର ହେବେ ପର୍ଯ୍ୟଟକ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠୁ ନେଇ ସମ୍ପୂର୍ଣ୍ଣ ପରିବେଶ ଆଲୋକମାଳାରେ ଝଲସିବ।…
Read More...

ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାର ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ବିଧାନସଭାର…
Read More...

ଓଡ଼ିଶା ମୁଖ୍ୟ ସଚିବ ଖାଇଲେ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ

ଭବାନୀପାଟଣା: ଓଡ଼ିଶା ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଗାନ୍ଧୀଛକ ନିକଟସ୍ଥ ଆହାର କେନ୍ଦ୍ର କିପରି ଚାଲିଛି,…
Read More...

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ଅନେକ ସମୟରେ ବିଦ୍ୟାଳୟ ଗୁଡ଼ିକରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ଆସେ । ତେବେ ଏଥିରେ ସୁଧାର ଆଣିବା ପାଇଁ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକଙ୍କୁ ମୁକ୍ତ କରାଯାଇଛି । ଏହି…
Read More...

ପୁଣି ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି । ନୂତନ ମୋଟର ଯାନ ନିୟମକୁ କଡ଼ାକଡ଼ି ପାଳନ ନ କରିବାକୁ ପୁଣି ବଢିଲା ଅବଧି । ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଯାଞ୍ଚ ନେଇ ୩ମାସର  କଣ୍ଟ ପୁରିବା ପୂର୍ବରୁ ପୁଣି ୩ ମାସ କୋହଳ କରିଛନ୍ତି…
Read More...

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନାଁରେ ନକଲି ଫେସ୍‌ବୁକ୍ ଆଇଡି

କେନ୍ଦ୍ରାପଡ଼ା : ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ନକଲି ଫେସ୍‌ବୁକ୍ ଆକାଉଣ୍ଟ୍‌ ଖୋଲାଯାଇଛି। ଆଜି ଏ ନେଇ ଜିଲ୍ଲାପାଳ ଶ୍ରୀ ବର୍ମା ଏସ୍‌ପି ନିତି ଶେଖରଙ୍କ ନିକଟରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି।…
Read More...

ଓଟିଇଟି ପରୀକ୍ଷା ଅନୁମତି ପାଇଁ ଦାବି ଘଟଣା:୩ଦିନ ହୋଇଥିଲେ ବି ଚୁପ୍ ଅଛି ପ୍ରଶାସନ

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ୩ୟ ଦିନରେ ପହଁଚିଛି। ଶତାଧିକ ବି.ଇଡି ଏବଂ ଏମ.ଇଡିର ଛାତ୍ରଛାତ୍ରୀ ୩ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ଶିକ୍ଷକ…
Read More...

ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ । ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି । ସରକାରୀ ବେସରକାରୀ ଅଫିସ ସହ…
Read More...

ଅସ୍ତ୍ରୋପଚାରବେଳେ ମହିଳାଙ୍କର ମୃତ୍ୟୁ

ଭଦ୍ରକ: ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ସହରର ମୋଟେଲ ଛକ ନିକଟରେ…
Read More...