Browsing Category

Odisha

ଜାଲରେ ପଡ଼ିଲା ମୟୂର ମାଛ, ମୂଲ୍ୟ ୨ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା:ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ । ମାଛ କିଲୋକୁ ୧୦ହଜାର ଟଙ୍କା । ଏପରି ଏକ ବିରଳ ମାଛ କେନ୍ଦ୍ରାପଡ଼ା ତାଳଚୁଆରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି । ସୂଚନାନୁସାରେ, କେନ୍ଦ୍ରାପଡ଼ା…
Read More...

ହକି ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍‌ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ…
Read More...

କାର୍ଯ୍ୟରେ ଅବହେଳା ପାଇଁ ୩ ଓଜେଏସ ବହିଷ୍କୃତ

ଭୁବନେଶ୍ବର:ସରକାରୀ ଅଧିକାରୀଙ୍କ ଉପରେ ଜାରି ରହିଛି ଚୋଟ। ଲଗାତାର ଭାବରେ କର୍ତ୍ତବ୍ୟ ରେ ଅବହେଳା ହେଉ କିମ୍ବା ଦୁର୍ନୀତି, ଅନିୟମିତତା ଘଟଣା ହେଉ ଅଫିସର ଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସରକାର।…
Read More...

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର

ଭୁବନେଶ୍ବର: ପ୍ରଥମ ଥର ଲାଗି ପ୍ରାଥମିକ ବିଦ୍ୟାଳୟ ପରୀକ୍ଷାରେ ରାଜ୍ୟ ସରକାର ସଂସ୍କାର ଆଣି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ଷାଣ୍ମାସିକ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ…
Read More...

ଭୋଗରାଇରେ ତିନି ତଲାକ୍‌ ପରେ ବିଷ ପିଆଇଲେ

ଭୋଗରାଇ: ଅଭାବନୀୟ! ଅପ୍ରତ୍ୟାଶିତ! ଜଣେ ମହିଳା ସ୍ବାମୀଙ୍କଠାରୁ ତିନି ତଲାକ ଶୁଣିଲେ। ଶାଶୂଘର ଲୋକ ତାଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କଲେ। ହେଲେ ସେଥିରେ ସଫଳ ହୋଇପାରିଲେ ନାହିଁ। ଶେଷ‌ରେ ସେମାନେ ସଂପୃକ୍ତ ମହିଳାଙ୍କୁ…
Read More...

ଆଜିଠାରୁ ବୋର୍ଡ ୱେବସାଇଟ୍‌ରେ ମିଳିବ ଏନ୍‌ଆର‌୍‌ଟିଏସ୍‌ ପ୍ରବେଶିକା ପତ୍ର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍‌ଆର‌୍‌ଟିଏସ୍‌) ପ୍ରବେଶିକା ପତ୍ର ନଭେମ୍ବର ୧ ତାରିଖରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ବୋର୍ଡର ନିଜସ୍ବ…
Read More...

ଉତର ଭୁବନେଶ୍ୱର ସାଲିଆ ସାହିରେ ଜନସମ୍ପର୍କ ପଦଯାତ୍ରା: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ(ବିଜେଡି)ର ଜନସମ୍ପର୍କ ପଦଯାତ୍ରା ଆଜି ଉଦ୍‌ଯାପିତ ହୋଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସାଲିଆସାହିଠାରେ ଅନୁଷ୍ଠିତ ପଦଯାତ୍ରାରେ…
Read More...

ଜେ-ପଲ୍‌ ସହ ରାଜ୍ୟ ସରକାରଙ୍କ ବୁଝାମଣା

ଭୁବନେଶ୍ବର:  ଓଡିଶା ସରକାର ଏବଂ Abdul Latif Jameel Poverty Action Lab ବା ଜେ-ପଲ୍‌ ଦକ୍ଷିଣ ଏସିଆ ମଧ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍‌ଧ ତଥ୍ୟର ଉପଯୋଗ ପାଇଁ ଏକ ବୁଝାମଣା ପତ୍ର ମୁଖ୍ୟମନ୍ତ୍ରୀ…
Read More...

ଗାନ୍ଧୀଙ୍କ ସର୍ବୋଦୟ ମୋଦିଙ୍କ ଗରିବ କଲ୍ୟାଣ : ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି: ମହାତ୍ମା ଗାନ୍ଧୀ ସ୍ୱରାଜ୍ୟ ପାଇଁ ଲଢେଇ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସୁରାଜ ପ୍ରତିଷ୍ଠା ପାଇଁ ଚେଷ୍ଟିତ । ଗାନ୍ଧୀଙ୍କ ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ବୋଲି…
Read More...

ପ୍ରସନ୍ନ ଆଚାର୍ଯ୍ୟ ହେଲେ ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ; ସ୍ୱାଧୀକାର କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟର ତିନି ରାଜ୍ୟସଭା ସାଂସଦଙ୍କୁ ଆଜି ପାର୍ଲାମେଣ୍ଟର ବିଭିନ୍ନ କମିଟିରେ ଅବସ୍ଥାପିତ କରାଯାଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ମିଳିଛି।…
Read More...

୨୧ ପର୍ଯ୍ୟନ୍ତ ବଢ଼ିଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୧୫ତାରିଖ ସୁଦ୍ଧା ସାରିବା ପାଇଁ ଦଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକୁ ଆଉ ୩…
Read More...

୫ ଆଇଏଏସ ଅଫିସରଙ୍କୁ ନୋଟିସ ଦେଲେ ଲୋକାୟୁକ୍ତ

ମୟୁରଭଞ୍ଜ: କାହିଁକି ରବର ଚାଷ ସଫଳ ହେଲା ନାହିଁ, ଏ ନେଇ ଜବାବ ଦେବା ପାଇଁ ୫ ଜଣ ଆଇଏଏସ ଅଫିସରଙ୍କୁ ନୋଟିସ ଜାରି କଲା ଓଡ଼ିଶା ଲୋକାୟୁକ୍ତ । ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଂଚଳରେ ରବର ଚାରା ରୋପଣ ପାଇଁ ୫…
Read More...

ଓଡ଼ିଶାର ୨୫ଜଣ ପୋଲିସ କର୍ମୀଙ୍କୁ ମିଳିବ ସ୍ପେଶାଲ ଅପେରେସନ ମେଡାଲ

ଭୁବନେଶ୍ୱର:ଓଡ଼ିଶାର ୨୫ଜଣ ପୋଲିସ କର୍ମଚାରୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମିଳିବ ସ୍ପେଶାଲ ଅପେରେସନ ମେଡାଲ । ଏଥିରେ ସମ୍ବଲପୁର ଏସପି କନୱାର ବିଶ୍ୱାଳ ସିଂହଙ୍କ ସମେତ ୨୫ଜଣ ଓଡ଼ିଶାର ପୋଲିସ ଅଫିସର ଏହି କେନ୍ଦ୍ର ମେଡାଲ…
Read More...

ମାତ୍ର ୧୭ ଦିନରେ ପୁରୀର ୫ ହଜାର ଲୋକଙ୍କୁ ୮୦.୬୮ କୋଟି ଋଣ ପ୍ରଦାନ କରାଯାଇଛି: ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଗତ ୧୪ ଅକ୍ଟୋବରରୁ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ମୋଟ ୪ ହଜାର ୮୮୨ ଜଣ କ୍ଷୁଦ୍ର, ମଧ୍ୟ ଓ ବଡ ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ୮୦ କୋଟି ୬୮ ଲକ୍ଷ ଟଙ୍କା ଋଣ ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଛି ବୋଲି ଗୁରୁବାର ପୁରୀ…
Read More...