Browsing Category

Odisha

ନେତା ନିର୍ବାଚିତ ହେଲେ ଫଡନାଭିସ, ଶିବସେନାକୁ ରାଜି କରାଇବେ ବୋଲି କହିଲେ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ଛକାପଞ୍ଝା ମଧ୍ୟରେ ଆଜି ନବ ନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସିଥିଲେ।…
Read More...

ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ଭାଇରାଲ ମାମଲା, ଫେସବୁକରେ କ୍ଷମା ମାଗିଲେ ଯୁବତୀ

ପୁରୀ:ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ଭାଇରାଲ କରିଥିବା ଯୁବତୀ ଆଜି ଫେସବୁକରେ କ୍ଷମା ମାଗିଛନ୍ତି । ଏପରି ଭୁଲ ଆଉ କେବେ କରିବେନି ବୋଲି ସେ କହିଛନ୍ତି ।ଗତ ୪ଦିନ ତଳେ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ ନେଇ ଜଣେ…
Read More...

କାଳିଆ ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନକୁ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ଵର :ରାଜ୍ୟରେ ଚାଷୀଙ୍କୁ କାଳିଆ ଯୋଜନା ଆଧାରରେ ପ୍ରଥମ ପର୍ଯ୍ୟାୟ କିସ୍ତି ଦିଆଯିବା ପରେ ଏବେ ଦ୍ଵିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିଲେ। ତେବେ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ…
Read More...

ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗ: ୧ରେ ବିଜେପି ବିଧାୟକଙ୍କ ପ୍ରତିନିଧୀ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କୁ ଦୁର୍ଷ୍କମ କରାଯାଇ ହତ୍ୟା…
Read More...

ଆସନ୍ତାକାଲି ବ୍ରହ୍ମଗିରୀଠାରେ ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି,…
Read More...

ନୋବେଲ୍‌ ବିଜେତାଙ୍କ ‘ଜେ-ପାଲ୍‌’ର ଅଂଶୀଦାର ହେବ ଓଡ଼ିଶା

ଭୁବନେଶ୍ୱର: ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ଏବଂ ଇସ୍‌ଥର୍‌ ଡଫ୍‌ଲୋଙ୍କ ସହ-ସଂସ୍ଥାପିତ ‘ଅବ୍‌ଦୁଲ୍‌ ଲତିଫ୍‌ ଜମୀଲ୍‌ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌’ର ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ…
Read More...

ଆଜି ଏକାମ୍ର ନିର୍ବାଚନମଣ୍ଡଳିର ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେବେ ନବୀନ

ଭୁବନେଶ୍ୱର:ବିଜେପୁର ଉପ ନିର୍ବାଚନରେ ବିଜୟୀ ହେବା ପରେ ବିଜେଡି ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି । ଦଳକୁ ଆହୁରି ସୁଦୃଢ କରିବା ପାଇଁ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ…
Read More...

କେନ୍ଦୁଝରରେ ଓଏମବିଏଡିସି ଅର୍ଥ ଖର୍ଚ୍ଚର ତଦାରଖ କଲା ସିଇସି ଟିମ୍

କେନ୍ଦୁଝର:ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଟିମ୍ ବା ସିଇସି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ଟିମର ସଦସ୍ୟମାନେ ଏଠାରେ ଓମବିଏଡିସି ପାଣ୍ଠିର ଖର୍ଚ୍ଚ ବାବଦରେ ତଦାରଖ କରିଛନ୍ତି । ଗତକାଲି ଟିମର…
Read More...

୨୨ ମାଓବାଦୀଙ୍କ ଫଟୋ ଜାରି

ଫୁଲବାଣୀ: କନ୍ଧମାଳରେ ମାଓମାଦୀ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି। ପୁଲିସ ତାର କମ୍ବିଂ ଅପରେସନ୍‌ ଚଳାଇଛି। ଯଦିଓ ଏହା ମଧ୍ୟରେ ମାଓବାଦୀ ସେମିତି କିଛି ଅଘଟଣ ଘଟାଇ ନାହାନ୍ତି, ତଥାପି କେଉଁଠି ପୋଷ୍ଟର ମାରି ତ…
Read More...

ସ୍ମିତାରାଣୀ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିରେ ୩୧ରେ କଂଗ୍ରେସର ଧାରଣା

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ଭିଏଲଡବ୍ଲ୍ୟୁ ସ୍ବର୍ଗତଃ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ସିବିଆଇ ତଦନ୍ତ ଦାବିରେ ଆସନ୍ତା…
Read More...

ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ୍‌ ଦେଶରେ ଦ୍ୱିତୀୟ: ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍‌ସ) ସ୍ୱଚ୍ଛତା କ୍ଷେତ୍ରରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲ୍‌ ଖାତାରେ ନାମ ଲେଖାଇ ପାରିଛି। ଏ ନେଇ ନିଜର ଖୁସି ବ୍ୟକ୍ତ…
Read More...

ପରିବେଶ ସଂକ୍ରାନ୍ତ ଗୃହ କମିଟିର ବିଶେଷଜ୍ଞ ସଦସ୍ୟ ହେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପରିବେଶ ସଂକ୍ରାନ୍ତ ଗୃହ କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମନୋନୀତ କରିଛନ୍ତି। ଏ ନେଇ ଆଜି ବିଧାନ ସଭା ପକ୍ଷରୁ…
Read More...

ଆସନ୍ତାକାଲି ୯ ଘଣ୍ଟା ବିଚ୍ଛିନ୍ନ ରହିବ ବିଦ୍ୟୁତ୍ ସରବରାହ

ଭୁବନେଶ୍ୱର: ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୩୧ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। କେନ୍ଦ୍ର‌ାପଡ଼ାର ମାର୍ଶାଘାଇ, କୋରୁଅ, ମହାକାଳପଡ଼ା, ଲୁଣା ଅଞ୍ଚଳରେ ସକାଳ ୮ଟାରୁ…
Read More...

ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆପଣାଉ ୫ଟି : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ରାଜ୍ୟ ସରକାର ଏବେ ସବୁ ବିଭାଗରେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ…
Read More...