Browsing Category

Odisha

ଓଡିଶାକୁ ନବଜାଗରଣ କରିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ସର୍ଦ୍ଦାର ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀରେ ୧ ନମ୍ବର ହୋଇସାରିଥାନ୍ତା: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ଠାରେ ମଧ୍ୟ ପତକା ଉଡାଇ…
Read More...

ଓଡ଼ିଶାରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ; ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର :ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଏହି ଦିନଟି ରାଷ୍ଟ୍ରୀୟ ଏକତା ଦିବସ ଭାବରେ ମଧ୍ୟ ସାରା ଦେଶରେ ପାଳିତ ହେଉଛି । ସେଥିପାଇଁ ଦେଶବ୍ୟାପୀ ଆଜି ‘ଏକତା…
Read More...

ରନ୍ ଫର ୟୁନିଟି କାର୍ଯ୍ୟକ୍ରମ:ଦୌଡ଼ିଲେ ନେତା, ମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଆଜିର ଦିନକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ ବା ରନ୍ ଫର ୟୁନିଟି…
Read More...

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଆଜି କଂଗ୍ରେସର ଧାରଣା

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଆସନ୍ତାକାଲି କଂଗ୍ରେସ ରାଜଭବନ ସମ୍ମୁଖରେ…
Read More...

୨୧ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଅଫିସର୍‌ଙ୍କ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରିଛି। କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ପ୍ରଶାସନ) ଶିବ…
Read More...

ଘରକୁ ଫେରିଲେ ଆଣ୍ଡାମାନ ନାବିକ ଅମ୍ରିତ କୁଜୁର

ପୁରୀ : ସମୁଦ୍ର ଭିତରେ ୫୮ ଦିନର ସଂଘର୍ଷ କରି ବଂଚିଯାଇଥିବା ଆଣ୍ଡାମାନର ନାବିକ ଅମ୍ରିତ କୁଜୁର ଆଜି ଘରକୁ ଫେରିଛନ୍ତି। ଆଜି ଅପରାହ୍ଣ ୩ଟାରେ ଅମ୍ରିତ ପୁରୀ ଛାଡ଼ିଥିଲେ, ତାଙ୍କୁ ପ୍ରଶାସନ ପକ୍ଷରୁ ବିଦାୟ ଦିଆଯାଇଥିଲା।…
Read More...

ଗଞ୍ଜେଇ ଦାବିରେ ଜେଲ୍‌ରେ ୨୫୦ କଏଦୀଙ୍କ ଅନଶନ

ବରଗଡ଼ : ବରଗଡ଼ ଉପକାରାଗାରରେ ବୁଧବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିଛି କୁଖ୍ୟାତ ଅପରାଧୀ ଗଞ୍ଜେଇ ପିଇବାକୁ ଦାବି କରି ଅନଶନରେ ବସିବାରୁ ଅନ୍ୟ ଅଢ଼େଇ ଶହ ଅନ୍ତେବାସୀଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଛି।…
Read More...

ସିଏସ୍ଆର୍ କ୍ଷେତ୍ରରେ ଉତ୍କର୍ଷ ପାଇଁ ଜାତୀୟ ସିଏସ୍ଆର୍ ସମ୍ମାନ ପ୍ରଦାନ ସମାରୋହରେ ନାଲ୍କୋ ସମ୍ମାନିତ

ଭୁବନେଶ୍ୱର : ନାଲ୍କୋର ଅଲିଅଳି ଝିଅ ଭଳି କାର୍ଯ୍ୟକ୍ରମ ତଥା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଭାରତର କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ…
Read More...

କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ: ବିଜେଡି

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ ହୋଇପଡିଛି । ଗତକାଲି ଚାଷୀମାନଙ୍କୁ କାଳିଆ ଯୋଜନାର ୨ୟ କସ୍ତି ଅର୍ଥ ଦେବାପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ…
Read More...

ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ଶିଶୁମାନଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ୩୦ଟି ଜିଲ୍ଲାର ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି…
Read More...

ହସ୍ପିଟାଲ ଦାୟିତ୍ୱ ବୁଝିବେ ବରିଷ୍ଠ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର | ପ୍ରଦର୍ଶନ ବୃଦ୍ଧି ପାଇଁ ଆଇଏଏସଙ୍କୁ ହସ୍ପିଟାଲ ସଂଯୋଜକ ଦାୟିତ୍ୱ ଦିଆଯାଇଛି | କୃଷି ଉତ୍ପାଦନ କମିଶନର…
Read More...

ବିଜେଡି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ : ଲୋକଙ୍କ ସେବା କରିବାକୁ ନେତାଙ୍କୁ ଦେଲେ ଆହ୍ଵାନ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର (ଅକ୍ଟୋବର ୩୧)ରେ ଶେଷ ହେବ। ଏହି ଅବସରରେ ବୁଧବାର ଭୁବନେଶ୍ୱର ମଧ୍ୟ ନିର୍ବାଚନ…
Read More...

ଅମରେଶ ନାୟକ ହତ୍ୟାକାଣ୍ଡ: ଫେରାର ଦୁଇ ମୁଖ୍ୟ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ ସୁରାକ । ହତ୍ୟାକାଣ୍ଡର ୩ ଦିନ ପରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ।…
Read More...