Browsing Category

Odisha

ବିଜେପୁର ଉପନିର୍ବାଚନ ପୂର୍ବରୁ କାର୍‌ରୁ ୧୯ ଲକ୍ଷ ଜବତ

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଗଲାଣି। ଏବେ ସେଠାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଭିଡ଼ ଜମାଇଲେଣି। ଏପରି ସ୍ଥିତିରେ ଗତକାଲି ରାତିରେ ବରଗଡ଼ ଜିଲ୍ଲା ବରାପାଲିରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ଫ୍ଳାଇଂ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ: ୭ ଲକ୍ଷ ଟଙ୍କା ଜବତ, ୧୫ ଜଣ ଗିରଫ

ଗଞ୍ଜାମ: ଗୁରୁବାର ରାତିରେ ବ୍ରହ୍ମପୁର ସହର ଥାନା ପୁଲିସ ଗୋଟାଏ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୭୬୮୭୧୦/- ଟଙ୍କା ଜବତ କରିଛି।ଭୀମରାଓପେଟା ଠାରେ ଚାଲିଥିବା ଏହି ଜୁଆ ଆଡ୍ଡାରୁ ୧୫ ଜଣକୁ ଗିରଫ କରାଯିବା ସହ ୧୦୪ ପଟ…
Read More...

ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣା, ଦୁଇ ବ୍ୟବସାୟୀ ଗିରଫ

ଭୁବନେଶ୍ୱର:ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣାରେ ସଂପୃକ୍ତ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଦୁଇ ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍‌ଏନଙ୍କୁ ପଚରାଉଚରା କରିବା ପରେ…
Read More...

ଇ-ସିଗାରେଟ ବିରୋଧରେ ଓଡ଼ିଶା ପୁଲିସ ଆରମ୍ଭ କରିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଇ-ସିଗାରେଟର ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇବାକୁ ଖୁବ ଶୀଘ୍ର ଓଡ଼ିଶା ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି | କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ମାସେ ବ୍ୟାପି…
Read More...

ବାଲୁକଳା ମାଧ୍ୟମରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ବଲିଉଡ୍‌ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍‌ଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ…
Read More...

ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଭଙ୍ଗା ହେବ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ବର : ରାଜଧାନୀରେ ଆବଶ୍ୟକ ସଂଖ୍ୟକ ସରକାରୀ କ୍ୱାର୍ଟର୍ସ ନାହିଁ। ଯାହା ଅଛି ‌ସେଥିମଧ୍ୟରୁ ଅନେକ କ୍ବାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସବୁ କ୍ବାର୍ଟର୍ସର ମରାମତି ତଥା ପନୁରୁଦ୍ଧାର କରିବା ସମ୍ଭବପର ହେଉନି।…
Read More...

ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନରୁ ୧୧କେଜି ସୁନା ଜବତ

ରାଉରକେଲା: ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୧ କେଜି ସୁନା ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ…
Read More...

ପୁଣି ୨ଅଫିସରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ୱର:ପୁଣି ୨ଜଣ ସରକାରୀ ଅଫିସରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର । ୨ଜଣ ଯନ୍ତ୍ରୀଙ୍କୁ ଆଜି ମିଳିଛି ବାଧ୍ୟତାମୂଳକ ଅବସର । ଦୁର୍ନୀତି ଅଭିଯୋଗରେ ଏହି ବାଧ୍ୟତାମୂଳକ ଅବସର ନେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ…
Read More...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ

ଭୁବନେଶ୍ୱର: ସୁରତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। କାରଣ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍‌ କରି ସୂଚନା…
Read More...

୩ ଓଡ଼ିଆ ଆଇଏଏସଙ୍କୁ କେନ୍ଦ୍ର ସଚିବ ପାହ୍ୟା

ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଆ ଆଇଏଏସଙ୍କ କୃତିତ୍ତ୍ବ । ୭୩ ଜଣ ଆଇଏଏସ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସଚିବ, ଅତିରିକ୍ତ ସଚିବ ଓ ସମାନ୍ତରାଳ ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ…
Read More...

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ପତ୍ତା ମିଳୁନି, ଉଦ୍ଧାର ଜାରି

କଟକ:କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିବା ଯୁବକଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ସେ ନିଖୋଜ ଥିବାରୁ ଆଜି ଦ୍ୱିତୀୟ ଦିନରେ ରେସ୍କ୍ୟୁ ଅପରେସନ ଜାରି କରାଯାଇଛି । ଆଜି ପୁଣି ଘଟଣାସ୍ଥଳରେ…
Read More...

କେନ୍ଦ୍ରାପଡ଼ା ସହର ଜଗିବ ସିସିଟିଭି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଏପରି ଏକ ସହର ଯେଉଁଠି ପ୍ରତି ମାସରେ ଗୁଳି ଫୁଟେ। ସହରରେ ଲୋକଙ୍କଠୁ ଅପରାଧୀଙ୍କ ସଂଖ୍ୟା ଅଧିକ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଏହି ସହରରେ ଏଣିକି ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି।…
Read More...

ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଭଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ। ତାଙ୍କ ନାଁ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ।ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ…
Read More...

କଟକ: ଜାରି ରହିଛି ଭସାଣି ଉତ୍ସବ

କଟକ: ସରିଲା ଶାରଦୀୟ ଦୁର୍ଗାପୂଜା । ଅନ୍ତିମ ପର୍ଯ୍ୟାୟରେ ମାଆ ନେଇଛନ୍ତି ମେଲାଣି । ଭୁବନେଶ୍ୱରର ଓ କଟକରେ ରାତି ସାରା ଭସାଣି ଚାଲିଥିଲା । ବିଳମ୍ବିତ ରାତି ଯାଏ ମାଆଙ୍କୁ ବିଦାୟ ଦେବାକୁ ଭିଡ଼ ଜମିଥିଲା । …
Read More...