Browsing Category

Odisha

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

ବାଲିଅନ୍ତା : ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବା ସହ ବଜାରରେ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଛେନାଦର ବୃଦ୍ଧି ପାଇବା ଫଳରେ ପାହାଳ ମିଠା ବ୍ୟବସାୟ ପ୍ରଭାବିତ ହୋଇଛି। ଏଭଳି…
Read More...

କେନାଲରୁ କୁନିଝିଅକୁ ଉଦ୍ଧାର କଲା ୬ ବର୍ଷର ବାଳକ

ତେଲକୋଇ : ଜଣେ ୬ ବର୍ଷର ବାଳକ ଯୋଗୁଁ ଏକ ବଡ଼ଧରଣର ବିପଦ ଟଳିଗଲା। ଗାଁ କେନାଲରେ ବୁଡ଼ି ଯାଉଥିବା ୪ ବର୍ଷର କୁନିଝିଅ ରକ୍ଷା ପାଇଗଲା। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡ଼ା ଗ୍ରାମରେ।ଏହି ଗାଁ…
Read More...

ପୁଣି କଟକକୁ ଲେଉଟିଲା ଡେଙ୍ଗୁ

କଟକ : ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସ˚ଖ୍ୟା ହ୍ରାସ ପାଇଥିଲେ ବି ଏବେ ଦୁଇ ଦିନ ମଧ୍ୟରେ ପୁଣି ଏହି ସ˚ଖ୍ୟା ବଢିବାରେ ଲାଗିଛି। ବୁଧବାର ସୁଦ୍ଧା ଏସ୍‌ସିବି ମେଡିକାଲ୍‌ରେ ୧୦୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।…
Read More...

ଲାଲଗଡ଼ରେ ଖୋଲିବ ୧୩୩ ଡାକଘର

ଭୁବନେଶ୍ବର : ରାଜ୍ୟରେ ଡାକସେବାକୁ ତୃଣମୂଳସ୍ତରକୁ ନେବା ପାଇଁ ଯୋଜନା କରିଛି ଡାକ ବିଭାଗ। ବିଶେଷକରି ଲାଲଗଡ଼ରେ ‌ସମୁଦାୟ ୧୩୩ଟି ଡାକଘର ଖୋଲିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଟି କାର୍ଯ୍ୟ ଶେଷ ହୋଇଛି। ଏଥିରେ…
Read More...

ବରଗଡରେ ପୋଲିସଙ୍କୁ ଡିଜିପିଙ୍କ ୫ଟି ମନ୍ତ୍ର

ବରଗଡ:ବରଗଡରେ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ୫ଟି ପାଠ ପଢାଇଛନ୍ତି। ସାଧାରଣ ଲୋକଙ୍କର କିପରି ଭାବରେ ବିଶ୍ଵାସଭାଜନ କରିବାକୁ ହେବ ସେନେଇ ଡିଜିପି ପରାମର୍ଶ ଦେଇଛନ୍ତି। ଏହା ସହ କର୍ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି…
Read More...

ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି…
Read More...

ବିଚ୍‌ ବଜାରରେ ମହିଳାଙ୍କ ଚୁଟି ଟଣାଟଣି ଓ ମାରପିଟ

ବାଲେଶ୍ୱର: ବଜାର ମଝିରେ କିଛି ମହିଳାଙ୍କ ମଧ୍ୟରେ ଚାଲିଛି ଚୁଟି ଟଣାଟଣି। ଖାଲି ସେତିକି ନୁହେଁ, ଗୋଇଠା ଓ ବିଧା ମରାମରି ବି ହେଉଛି। ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।ଏହି ଭିଡିଓଟି…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୨ତମ ଜୟନ୍ତୀ । ସେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ…
Read More...

ବିଜେପୁର ଉପନିର୍ବାଚନ ପାଇଁ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ବରଗଡ ବିଜେପୁର ଉପନିର୍ବାଚନ ପାଇଁ ପୁଲିସର ସମୀକ୍ଷା ବୈଠକ । ବରଗଡ ପୁଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ…
Read More...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ପୁରୀ: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ବି ହେବ।…
Read More...

କାଠଯୋଡି ବ୍ରିଜ ତଳକୁ ଡେଇଁଲେ ଯୁବକ

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। ତେବେ ବାଇକ୍ ଅଟକାଇ ସେ ହଠାତ୍…
Read More...

ମାଲକାନାଗିରି ମେଡିକାଲ୍ ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

ମାଲକାନାଗିରି :ସରକାରୀ ମେଡିକାଲରେ ଠିକ୍ ଭାବରେ କାମ ହେଉଛି କି ନାହିଁ। ମେଡିକାଲରେ ରୋଗୀସେବା, ଭିତ୍ତିଭୂମି ଠିକ୍ ଅଛି କି ନାହିଁ ଏହି ସବୁ ସ୍ଥିତି ପରଖିବାକୁ ଆଜି ମାଲକାନାଗିରି ମେଡିକାଲରେ ପହଁଚିଛନ୍ତି ୫ଟି ସଚିବ…
Read More...

ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

କଟକ: ଓଡ଼ିଶା ପ୍ରସିଦ୍ଧ କଟକରେ ବିଜୟାଦଶମୀ ମଙ୍ଗଳବାର ଶେଷ ହୋଇଛି। ଆଜି ଭସାଣୀ। ଭସାଣୀକୁ ଠିକ ଭାବରେ ପରିଚାଳନା କରିବା ଏକ ପୁଲିସ ଓ ପ୍ରଶାସନ ଲାଗି ବଡ଼ ଚାଲେଞ୍ଜ। ଏଥି ପାଇଁ ଯୋରଦାର ପ୍ରସ୍ତୁତି କରିଛି …
Read More...

ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୧୯ବର୍ଷୀୟ ଯୁବକଙ୍କ ଜୀବନ ବଞ୍ଚାଇଲେ ଉଦ୍ଧାରକାରୀ ଦଳ

ପୁରୀ : ବିଭିନ୍ନ ଦର୍ଶନୀୟସ୍ଥାନମାନଙ୍କରେ ଥିବା ଉଦ୍ଧାରକାରୀ ଟିମ୍‌ ନିଜର ଦାୟିତ୍ୱ ଠିକ୍‌ ଭାବରେ ତୁଲାନ୍ତି ନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । କିନ୍ତୁ ପୁରୀ ସମୁଦ୍ର କୂଳରେ ମୁତୟନ ଥିବା ୩ଜଣ ଉଦ୍ଧାରକାରୀ…
Read More...