Browsing Category

Odisha

ଟ୍ରଲର ବୁଡି ୩ ମତ୍ସ୍ୟଜିବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ:ଦଶହରା ଅବସରରେ ପାରାଦୀପରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି। ମହାନଦୀ ମୁହାଣରେ ଏକ ଟ୍ରଲର ବୁଡି ୩ ଜଣ ମତ୍ସ୍ୟଜିବୀ ନିଖୋଜ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।ପାରାଦୀପ ମହାନଦୀ ମୁହାଣରେ ଏକ ଟ୍ରଲର…
Read More...

ଦୁର୍ଦ୍ଦାନ୍ତ ଚିଆଁ ଗିରଫ

ବରଗଡ : ବିଭିନ୍ନ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁଙ୍କୁ ଗିରଫ କରିଛି ବରଗଡ଼ ପୁଲିସ୍‌। ଚିଆଁ ଘର ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଧୁଲୁଣ୍ଡା ଗାଁରେ । ଗତକାଲି ଚିଆଁ ୫୩ ନମ୍ବର…
Read More...

୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ବାଲେଶ୍ୱର:ବାଲେଶ୍ୱର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ପୋଲିସ ଓ ଅବକାରୀ ମିଳିତ ଭାବେ ୩୮ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।…
Read More...

ଦଶହରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଦେଶର କୋଣ ଅନୁକୋଣରେ ଚାଲିଛି ଜଗତ ଜନନୀ ମହିଷାମର୍ଦ୍ଦିନୀ ମା’ ଦୂର୍ଗାଙ୍କ ଆରାଧନା । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆଜି ବିଜୟା ଦଶମୀ

ଭୁବନେଶ୍ବର: ଆଜି ବିଜୟା ଦଶମୀ । ଓଡ଼ିଶାର ଗଣପର୍ବ ଦଶହରାର ଅନ୍ତିମ ବିବସ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ବିଜୟା ଦଶମୀ । ଆଜି ମହିଷାସୁରକୁ ବଧ କରିବେ ଦେବୀ ଦୁର୍ଗା । ଏହି ବିଜୟା ଦଶମୀ…
Read More...

ପ୍ରାଣ ହରାଇଲା ମାଈ ହାତୀ

କେନ୍ଦୁଝର:୧୦ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲା ମାଈ ହାତୀ । କେନ୍ଦୁଝର ଜିଲ୍ଲା ଉପରିସୁମଠ ଗ୍ରାମ ନିକଟରେ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଛି । ହାତୀ ଅସୁସ୍ଥ ହୋଇ ପଡି ରହିଥିବା ବେଳେ ଏହାର ଚିକିତ୍ସା ପାଇଁ…
Read More...

ଦୁର୍ଗାପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଆଜି ପବିତ୍ର ମହାନବମୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଟ ଟ୍ୱିଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ଦିନିଆ ମଙ୍ଗୋଲିଆ ଗସ୍ତ

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭ ତାରିଖ ଠାରୁ ତିନି ଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ। ତାଙ୍କ ସହ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବ୍ୟାବସାୟିକ ପ୍ରତିନିଧି ଦଳ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଗସ୍ତ…
Read More...

ପୋଲ ତଳକୁ ଖସିଲା ଟ୍ରକ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ରାତିରେ ତେଲ ନଦୀ ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡିଛି । ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର୍‌ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହଁ । ସେମାନେ ଟ୍ରକ୍…
Read More...

ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ନେଉ ସମାଜ – ଧର୍ମେନ୍ଦ୍ର ପ୍ରଧାନ

କଟକ: ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ‘ସମାଜ’ ନେଉ ବୋଲି ଦୈନିକ ଓଡିଆ ସମ୍ବାଦପତ୍ର ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି…
Read More...

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ

ଭୁବନେଶ୍ୱର:ରାଜଭବନ ଠାରେ ରବିବାର ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାୟୁଡୁଙ୍କ ଦ୍ୱାରା ବିଜେପି ନେତା ତଥା ସାମାଜିକ କାର୍ଯ୍ୟକର୍ତା କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ ହୋଇଯାଇଛି । ଏହି…
Read More...

ବଜ୍ରପାତରେ ୨ ମୃତ; ୨ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ରବିବାର ବଜ୍ରପାତରେ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା…
Read More...

୧୧ଟି ଟ୍ରକରୁ ଲୁଟି ନେଲେ ୫ଲକ୍ଷରୁ ଅଧିକ ଟଙ୍କା

ଟାଙ୍ଗି : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍ ପମ୍ପ୍ ନିକଟରେ କେତେକ ଅସାମାଜିକ ଯୁବକ ଡ୍ରାଇଭରମାନଙ୍କୁ ଆକ୍ରମଣ କରି ୧୧ଟି ଟ୍ରକରୁ ୫ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବାର…
Read More...

ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ: ଉପରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ କହି ଉପରାଷ୍ଟ୍ରପତି ନିଜର ଭାଷଣ ଆରମ୍ଭ କରିଥିଲେ।ସେ କହିଛନ୍ତି,…
Read More...