Browsing Category

Odisha

ଆଜି ଉଚ୍ଛେଦ ହେବ ସାନ ଛତା ମଠ

ପୁରୀ: ପୁରୀରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଗତକାଲି ଭଙ୍ଗା ଯାଇଥିବା ବଡ଼ ଆଖଡ଼ା ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି। ଗତକାଲି ବଡ଼ ଆଖଡ଼ା ମଠର ୫୦ ପ୍ରତିଶତ ଭଙ୍ଗାଯାଇଥିଲା। ତେବେ ଏହି ଉଚ୍ଛେଦ ବେଳେ ମଠର…
Read More...

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର:ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି ।ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ…
Read More...

ପାଂଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ପାଂଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସାଉଦିଆରବର ଜିଦ୍ହା ଠାରେ ସେଠାକାର ଶକ୍ତି ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲ ଅଜୀଜ ସଲମାନଙ୍କୁ ସାକ୍ଷାତ୍ କରିଛନ୍ତି । ଏହି…
Read More...

୩ ନିଖୋଜ ଛାତ୍ରଙ୍କ ସନ୍ଧାନ ମିଳିଲା

ବାଲେଶ୍ୱର:ଗତକାଲିଠାରୁ ନିଖୋଜ ଥିବା ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ତିନି ଛାତ୍ରଙ୍କ ସନ୍ଧାନ ମିଳିଛି । ମେରାଇନ୍‌ ଥାନା ଡୁଗୁଲାଗଡ଼ି ଆନନ୍ଦପୁର ସମୁଦ୍ର କୂଳରୁ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ…
Read More...

ସ୍ପାଇସ୍‌ ଜେଟ୍‌ ଯାତ୍ରୀଙ୍କର ମୃତ୍ୟୁ, ଭୁବନେଶ୍ୱରରେ କଲା ଜରୁରୀ ଅବତରଣ

ଭୁବନେଶ୍ୱର: ଚେନ୍ନାଇରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ ଭୁବନେଶ୍ୱରରେ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ସେଥିରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାଁ ହେଲା ଅଶ୍ୱଥାମ୍ମା ଶର୍ମା ।…
Read More...

୧୭ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସିଂଘାଖୁଣ୍ଟା ଗାଁରେ ୧୭ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ବନ କର୍ମଚାରୀ, ସ୍ନେକ ହେଲପଲାଇନ୍ ସଦସ୍ୟ ଓ ଗାଁଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ କୁଲଡିହା ଅଭୟାରଣ୍ୟରେ…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର:ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ…
Read More...

ଟ୍ରାଫିକ୍‌ ନିୟମ ଭାଙ୍ଗି ଜରିମାନା ଗଣିଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାରୁ ବିଧାୟକଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡ଼ିଛି । ଟ୍ରାଫିକ୍‌ ନିୟମ ବାବଦରେ ଲୋକଙ୍କୁ ସଚେତନତା କରିବାକୁ ଯାଇଥିବା ବିଧାୟକ ଜରିମାନା ଦେଇଛନ୍ତି । ସେ ହେଉଛନ୍ତି ମଧ୍ୟ…
Read More...

ଏସ୍‌ସିବିରେ ଜଗା-ବଳିଆ

କଟକ : ଜଗା ହାତ ମିଳାଉଛି। ହିନ୍ଦୀରେ କଥା ହେଉଛି, ସାଧାରଣ ପିଲାଙ୍କ ଭଳି ଦୁଷ୍ଟାମୀ ବି କରୁଛି। ଜଗା ଫିଟ୍‌ ଥିବାବେଳେ ବଳିଆ କିନ୍ତୁ ଶୋଇ ରହୁଛି। ତେଣୁ ଗଠନ ହୋଇଥିବା ୧୪ ଜଣିଆ ଡାକ୍ତରୀ ଦଳ ଜଗା-ବଳିଆଙ୍କ ଚିକିତ୍ସା…
Read More...

ଆଜିଠାରୁ ଅନ୍‌ଲାଇନ୍‌ରେ ମିଳିବ ପୋଲିସ ଗାଡ଼ିର କାଗଜପତ୍ର

ଭୁବନେଶ୍ୱର: ପୋଲିସ ନିଜେ ଆଇନ ଉଲ୍ଲଂଘନ କରୁଥିବାବେଳେ ସାଧାରଣ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ସନ୍ଦେହକୁ ଦୂର କରିବାକୁ କମିଶନରେଟ୍‌ ପୋଲିସ ଏକ ଅଭିନବ ପଦକ୍ଷେପ ଆପଣାଇଛି । ଏଣିକି ଅନଲାଇନ୍‌ରେ ପୋଲିସ…
Read More...

ଆଦିବାସୀ ଝିଅ ଉଡ଼ାଇଲେ ବିମାନ

ମାଲକାନଗିରି : ମାଲକାନଗିରି ଏକଦା ମାଓବାଦୀ ମାଳଭୂମି ପଛୁଆ ଜିଲା ଭାବେ ପରିଚିତ ଥିଲା। ବର୍ତ୍ତମାନ ଭାରତ ମାନଚିତ୍ରରେ ଏହି ଜିଲାର ପରିଚୟ ବଦଳିଛି। ଆଦିବାସୀ ଅଞ୍ଚଳର ଯୁବକଯୁବତୀ ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ ସଫଳତା…
Read More...

ପୁଣି ଖୋଲିଲା ହୀରାକୁଦର ୬ ଗେଟ୍‌

ସମ୍ବଲପୁର: ହୀରାକୁଦ ବନ୍ଧର ୬ଟି ଗେଟ୍‌ ଶନିବାର ସକାଳେ ବନ୍ଦ କରାଯିବା ପରେ ସଂଧ୍ୟାରେ ପୁଣି ଥରେ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ ଶୁକ୍ରବାର ୧୨ଟି ଗେଟ୍‌ ଖୋଲା ଥିଲାବେଳେ ଶନିବାର ରାତି ୯ଟା ବେଳକୁ ମଧ୍ୟ ୧୨ଟି ଗେଟ୍‌…
Read More...

ମ୍ୟାଲେରିଆମୁକ୍ତ ଓଡ଼ିଶା ପାଇଁ ‘ମ୍ୟାକ୍‌’ର ଶୁଭାରମ୍ଭ

ଭୁବନେଶ୍ବର : ଓଡ଼ିଶାକୁ ମ୍ୟାଲେରିଆମୁକ୍ତ କରିବା ଲକ୍ଷ୍ୟ ନେଇ ‘ମ୍ୟାଲେରିଆ ନୋ ମୋର୍‌ ଇଣ୍ଡିଆ’ ପକ୍ଷରୁ ମ୍ୟାଲେରିଆ କାର୍ଯ୍ୟାନ୍ବୟନ ମେଣ୍ଟ ବା ମ୍ୟାକ୍‌ର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି…
Read More...

ବଡ଼ ଆଖଡ଼ା ମଠର ଉଚ୍ଛେଦ ଆରମ୍ଭ

ପୁରୀ:ଆମିକସ୍‌ କ୍ୟୁରୀଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଆଜିଠାରୁ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଲଙ୍ଗୁଳି ମଠ ପଟରୁ ଭଙ୍ଗା ଯାଉଛି । ମଠ ପରିସରରେ ଥିବା ସମସ୍ତ ୩୭ଟି ଦୋକାନ ଘର ଉଚ୍ଛେଦ…
Read More...