Browsing Category

Odisha

ବିଜେଡିର ସଦସ୍ୟ ସଂଗ୍ରହ ପାଇଁ ୭ ନେତାଙ୍କୁ ଜିଲ୍ଲା ବଣ୍ଟନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନିତ କରିବା ପାଇଁ ୭ ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏହି ନେତା ମାନେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ…
Read More...

ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ତାଙ୍କର ନିଯୁକ୍ତି ଏବଂ ପାହ୍ୟା ସମ୍ପର୍କରେ ଆଜି ସରକାରୀ ବିଜ୍ଞପ୍ତି…
Read More...

ରାଜ୍ୟ ସରକାର ନିଜର ବ୍ୟବସ୍ଥାକୁ ଆଗ ସଜାଡନ୍ତୁ :ବିଜେପି

ଭୁବନେଶ୍ୱର: ସରକାର ଏବେ ଆଣିଥିବା ନୁଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି । କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡିବା ଓ…
Read More...

ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ

ବାଲେଶ୍ୱର: ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ। ସେମାନେ ଆସୁଥିବା ରାଜଧାନୀ ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛି। ଆଉ କିଛି ସମୟ ପରେ ଜଗା କାଳିଆ କଟକରେ ଆସି ପହଞ୍ଚିବେ। ଜଗା-କାଳିଆଙ୍କ ରହିବା ପାଇଁ…
Read More...

ଗାଡ଼ି ତନଖି ବେଳେ ରାଜମହଲ ଛକରେ ପୁଲିସ-ଜନତା ମୁହାମୁହିଁ

ଭୁବନେଶ୍ୱର: ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ନୂତନ ଯାନବାହନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ବେଳେ ଏହି ଉତ୍ତେଜନା ଦେଖା ଦେଇଛି। ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି।…
Read More...

୨୦୨୨ ସୁଦ୍ଧା ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନାକ୍‌ ମାନ୍ୟତା

ଭୁବନେଶ୍ବର : ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ୨୦୨୨ ସୁଦ୍ଧା ନାକ୍‌ ମାନ୍ୟତା ହାସଲ କରିବେ। ମାନ୍ୟତା ପାଇବା ଲାଗି ଯେଉଁ ମାନଦଣ୍ଡ ରଖାଯାଇଛି ସେହି ଆବଶ୍ୟକତା ପୂରଣ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ…
Read More...

ଗାଡ଼ି ଚାଳକ ଦେଖାଇପାରିବେ ଡିଜିଟାଲ କାଗଜପତ୍ର

ଭୁବନେଶ୍ବର : ଗାଡ଼ି ଯାଞ୍ଚ ବେଳେ ଚାଳକମାନେ ବିଭିନ୍ନ ପ୍ରକାର ଦସ୍ତାବିଜ୍‌ ଯଥା ପଞ୍ଜୀକରଣ ପ୍ରମାଣପତ୍ର, ବୀମା, ଫିଟ୍‌ନେସ୍ ଏବଂ ପର୍‌ମିଟ୍, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଆବଶ୍ୟକ…
Read More...

ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୬ଟି ଗେଟ୍

ସମ୍ବଲପୁର:ଆଜି ହୀରାକୁଦ ଡ୍ୟାମର ୬ଟି ଗେଟ୍ ବନ୍ଦ ହୋଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ଏବେ ୬ଟି ଗେଟ୍ ବନ୍ଦ ହେବା ପରେ ଏବେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ଉପରମୁଣ୍ଡରେ ପ୍ରବଳ ବର୍ଷା…
Read More...

ପ୍ରଦୂଷଣ ଯାଞ୍ଚ ଏକ ମାସ ପାଇଁ କୋହଳ, ଡ୍ରାଇଭିଂ ପରୀକ୍ଷା ପାଇଁ ୧୭ଟି ସ୍ଥାନରେ ବ୍ୟବସ୍ଥା

ଭୁବନେଶ୍ବର : ପ୍ରଦୂଷଣ ଯାଞ୍ଚ ଅବଧିକୁ ମାସେ ପାଇଁ ରାଜ୍ୟ ସରକାର କୋହଳ କରିଛନ୍ତି। ଆଜି ଏ ନେଇ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି, ନୂଆ ମୋଟର ଯାନ ଆଇନରେ ପ୍ରଦୂଷଣ…
Read More...

ଲଗାଣ ବର୍ଷାରେ ଓଡ଼ିଶା ବେହାଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷକରି ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...

ପୁରୀ ଉଚ୍ଛେଦ ପ୍ରକ୍ରିୟା ସରକାରଙ୍କ ଠିକ୍ ନିଷ୍ପତି: ଆମିକସ୍ କ୍ୟୁରୀ

ଭୁବନେଶ୍ୱର :ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଆମିକସ କ୍ୟୁରୀଙ୍କ ବୈଠକ ଶେଷ ହୋଇଛି ।  ଐତିହ୍ୟ ସ୍ଥଳର ଏହି କାର‌୍ୟ୍ୟକୁ ସ୍ୱାଗତ କରି…
Read More...

୬ ଜଣ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ଝାରସୁଗୁଡା : ୬ ଜଣ ଏଟିଏମ ଲୁଟେରା ଗ୍ୟାଙ୍ଗ କୁ ଧରିଲା ଝାରସୁଗୁଡା ପୋଲିସ। ବେଳପାହାଡର ଏକ ହୋଟେଲରେ ରହି ଏଟିଏମ ଲୁଟ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଧରିଲା।ସେମାନନ୍କ ନିକଟରୁ ଗୋଟିଏ ନମ୍ବର ବିହୀନ…
Read More...

ପାଂଚଦିନିଆ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି ।…
Read More...

ରେଭେନ୍ସା ଛାତ୍ରୀ ଦୁର୍ଘଟଣା ମାମଲା: କର୍ତବ୍ୟରେ ଅବହେଳା ପାଇଁ ସସପେଣ୍ଡ ହେଲେ ୨ ପୋଲିସ କର୍ମଚାରୀ

କଟକ: କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କର୍ତବ୍ୟରେ ଅବହେଲା ପ୍ରଦର୍ଶନ କରିଥିବା କାରଣରୁ ୨ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଛି ।…
Read More...