Browsing Category

Odisha

ପୁଷ୍ଟିସଂପନ୍ନ ଶିଶୁ, କିଶୋରୀ, ମହିଳା ହେଉଛନ୍ତି ସମାଜ ପାଇଁ ଅମୂଲ୍ୟ ସଂପଦ : ମନ୍ତ୍ରୀ ଶ୍ରୀମତୀ ସାହୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଉଭୟ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଶିଶୁ, କିଶୋରୀ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନ ଙ୍କ ପୁଷ୍ଟି ଆବ ଶ୍ୟକତା ପରିପୂର ଣ ଦିଗରେ ଦ୍ରୁତ ଅଭିବୃଦ୍ଧି ଘଟିଛି…
Read More...

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଯତ୍ନଶୀଳ ହେବା ଦରକାର ଏବଂ ଏହିସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବା ଉଚିତ୍ ବୋଲି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ଗଣମାଧ୍ୟମକୁ…
Read More...

ପୁରୀ ବିଶ୍ୱ ଐତିହ୍ୟ ନଗରୀ ପକଳ୍ପ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଐତିହ୍ୟ ସୁରକ୍ଷା ଜୋନ୍,…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନଠାରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ।ଏହି ୩ଟି…
Read More...

ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ କଲୋନୀରେ ଗୁରୁଦିବନ ପାଳନ

ଭୁବନେଶ୍ୱର: ଆଜି ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ. କଲୋନୀ, ଚନ୍ଦ୍ରଶେଖର, ଭୁବନେଶ୍ୱରରେ ଗୁରୁଦିବସ ମହାସମାରୋହରେ ପାଳନ କରାଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ…
Read More...

ଗୁରୁ ଦିବସ: ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସମସ୍ତ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ସର୍ବପଲ୍ଲୀ…
Read More...

ବିଦ୍ୟୁତ୍ ଚୋରି ଖବର ଦେଲେ ପୁରସ୍କାର ଦେବ ସେସୁ

ଭୁବନେଶ୍ବର : ବିଦ୍ୟୁତ ଚୋରି ରୋକିବାକୁ ସେସୁ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏଣିକି ବିଦ୍ୟୁତ ଚୋରିର ଖବର ଦେଲେ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ମିଳିବ। ଆଦାୟ ହୋଇଥିବା ଜରିମାନାର ଦଶ ପ୍ରତିଶତ ଅର୍ଥ ରାଶିକୁ…
Read More...

ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା ବୋଲି ଭୁବନେଶ୍ୱର ଠାରେ ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ…
Read More...

ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ, ଫେରାଇ ଆଣିବାକୁ ଗୁହାରି

ବାଲୁଗାଁ  : ପେଟ ପାଟଣା ପାଇଁ ବର୍ଷେ ପୂର୍ବେ କାମ କରିବାକୁ ସୁଦୂର ଦୁବାଇ ପଳାଇଥିଲେ । ହେଲେ ଠିକାଦାର ଚୁକ୍ତି ମୁତାବକ ଦରମା ଦେଇନଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ  ନିକଟରେ ଅଭିଯୋଗ କରିବାରୁ ସେ ଚାକିରିରୁ ବାହାର…
Read More...

୧୦୬ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୬ଜଣ ନବନିଯୁକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି। ଏହି ନିଯୁକ୍ତିପତ୍ର ଦେବା ଅବସରରେ…
Read More...

କାଲିଠାରୁ ୨ଦିନିଆ ପୁରୀ ଗସ୍ତରେ ଆସିବେ ଆମିକସ୍ କ୍ୟୁରୀ

ପୁରୀ:ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ୨ଦିନିଆ ଗସ୍ତରେ ଆସିବେ ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମକ୍ସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ…
Read More...

ଆସନ୍ତାକାଲି ଓଡ଼ିଶା ଫେରିବେ ଜଗାକାଳିଆ

ଭୁବନେଶ୍ୱର:ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ କାଲି ଓଡ଼ିଶା ଫେରିପାରନ୍ତି ।  ଓଡ଼ିଶା ଏସସିବିର ଦୁଇଜଣିଆ ଡାକ୍ତରୀ ଟିମ ଆଜି ଦିଲ୍ଲୀରେ ପହଂଚିଛନ୍ତି ।…
Read More...

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ନିକଟରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତା ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା…
Read More...

୪୬ ଗୁରୁଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି, ଓଡ଼ିଶାର ପବିତ୍ରମୋହନ ଦାଶ ପାଇବେ ଜାତୀୟ ଶିକ୍ଷକ ସମ୍ମାନ

ନୂଆଦିଲ୍ଲୀ:ଶିକ୍ଷାର ଗୁଣାବତ୍ତା, ପାଠକୁ ରୋଚକ କରିବାକୁ ନୂତନ ଶିକ୍ଷା ପଦ୍ଧତି ଅବଲମ୍ବନ କରିବା ଏବଂ ପିଲାଙ୍କୁ ସଠିକ୍‌ ମାର୍ଗରେ ପରିଚାଳିତ କରୁଥିବା ଶିକ୍ଷକମାନଙ୍କୁ ଆଜି ପବିତ୍ର ଗୁରୁ ଦିବସରେ ସମ୍ମାନିତ କରାଯିବ ।…
Read More...

ଆଜି ଗୁରୁ ଦିବସ

ଭୁବନେଶ୍ୱର: ଆଜି ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଜି ଜନ୍ମଦିନ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ…
Read More...