Browsing Category

Odisha

ବଡ ଆଖଡା ମଠ ଉଚ୍ଛେଦକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ

ପୁରୀ: ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ । ଉଚ୍ଛେଦକୁ ଅଖିଳ ଭାରତୀୟ ସାଧୁସନ୍ଥ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ହେବାରୁ ଆଜି ପାଇଁ ବନ୍ଦ ରହିଲା ଉଚ୍ଛେଦ ପ୍ରକ୍ରିୟା । ତେବେ…
Read More...

ଅନ୍ନ ଦାତା ହେବେ ଉର୍ଜା ଦାତା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟର ବଡ ନିଷ୍ପତିନୂଆଦିଲ୍ଲୀ : ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର…
Read More...

ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଜରିଆରେ ନୂଆଁଖାଇ ଅଭିନନ୍ଦନ…
Read More...

ରାଜଧାନୀରେ ଠାବ ହେଲା ନକଲି ଖାଇବା ତେଲ କାରଖାନା: ୩ଗିରଫ

ଭୁବନେଶ୍ୱର:କଟକ ପରେ ଏବେ ପୁଣି ରାଜଧାନୀ ଭୁବନେଶ୍ୱରରେ  ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ପୋଲିସ ଲକ୍ଷ୍ମୀ ସାଗର ଅଂଚଳରେ ଚଢାଉ କରି ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ନକଲି ଓ…
Read More...

ଡାକ୍ତରଖାନାକୁ ଅନୁଭବଙ୍କ ଅଚାନକ ଗସ୍ତ, ପରଖିଲେ ପରିସ୍ଥିତି

କେନ୍ଦ୍ରାପଡା: ସ୍ବାସ୍ଥ୍ୟସେବାକୁ ନେଇ ତତ୍ପର ସାଂସଦ ଅନୁଭବ ମହାନ୍ତି । ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ସେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ପ୍ରକାରର…
Read More...

ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୂଆଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟର ଜରିଆରେ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଏକ ସର୍ବପୁରାତନ ପର୍ବ ନୂଆଖାଇର…
Read More...

ରାଜଧାନୀ ଡ୍ରେନ୍‌ରେ ଭାସିଗଲେ ୩ ଯୁବକ !

ଭୁବନେଶ୍ୱର:  ସ୍ମାର୍ଟ ସିଟି ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଖୁବ୍‌ ସ୍ମାର୍ଟ। ଅସରାଏ ବର୍ଷା ହେଲେ ଏଠି ପାଣିର ସୁଅ ଚାଲେ। କେଉଁଠି ରାସ୍ତା କେଉଁଠି ଡ୍ରେନ ଜାଣିବା ଅସମ୍ଭବ। ଏପରି ସ୍ଥିତିରେ ରାଜଧାନୀର ମୁକୁଳା…
Read More...

ପୁରୀ ବେଳାଭୂମିରେ ନୂଆଁଖାଇକୁ ନେଇ ବାଲୁକା କଳା

ପୁରୀ: ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଦୂରଦୂରାନ୍ତ ରହୁଥିବା…
Read More...

ଆଜି ନୂଆଁଖାଇ

ସମ୍ବଲପୁର:ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ । ଓଡିଶାର ପଶ୍ଚିମାଂଚଳର ଲୋକପର୍ବ ନୁଆଁଖାଇ ବା ନବାନ୍ନ ଏକ କୃଷି ଭିତିକ ଧାର୍ମିକ ଉତ୍ସବ । ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ପକ୍ଷ ପଂଚମୀ ତିଥୀ ଅର୍ଥାତ ଗଣେଶ ପୂଜା…
Read More...

ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ମା’ ସମଲେଇ, ମା’ପାଟଣେଶ୍ୱରୀ,…
Read More...

କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓଙ୍କ ପରଲୋକ

କଳାହାଣ୍ଡି: କଳାହାଣ୍ଡିର ରାଜା ଉଦିତ ପ୍ରତାପ ଦେଓଙ୍କର ସୋମବାର ସଂଧ୍ୟାରେ ୭୧ ବର୍ଷ ବୟସରେ ହେହାନ୍ତ ହୋଇଛି। କିଛି ଦିନ ତଳୁ ସେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଥିଲେ।…
Read More...

ଆସନ୍ତାକାଲି ନୂଆଁଖାଇ

ବଲାଙ୍ଗିର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବ। ତା’ପୂର୍ବରୁ ବେଶ୍‌ ଉତ୍ସାହର ସହ ପାହୁର ଯାତ୍ରା ପାଳିତ ହେଉଛି। ନୂଆଁଖାଇ ପୂର୍ବ ଦିନ ଏହି ନିଆରା ‘ପାହୁର ପାଳନ’ କରାଯାଇଥାଏ।…
Read More...

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ:ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଯାଏଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ର୍ରିିୟାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…
Read More...