Browsing Category

Odisha

ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ:…

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ…
Read More...

ବେକାବୁ ହେଉଛି ବେକାରୀ :ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ବେକାବୁ ହେଉଛି ବେକାରୀ । ନିଯୁକ୍ତିର ସ୍ଥିତି ଯାହା ସେଥିରେ ରାଜ୍ୟର ବେକାର ଯୁବକ ଯୁବତୀ ନକ୍ସଲ ହେବା ବଡକଥା ନୁହେଁ । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ କୋଟିଏ ୧୪ ଲକ୍ଷ ଲୋକ ଦାଦନ ଖଟୁଛନ୍ତୁ ।…
Read More...

ଆଜି ଜେଲରୁ ବାହାରିବେ ବାବା !

କଟକ: ଆଜି ଜେଲ୍ ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। କେନ୍ଦ୍ରାପଡ଼ା SDJM କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ…
Read More...

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଜେଇଇ ଫଳ ପ୍ରକାଶ ପାଇଛି । ଆଜି ଠାରୁ ର‌୍ୟାଙ୍କଧାରୀ ମାନେ ନିଜ ଇଚ୍ଛାରେ କଲେଜ ଓ ବିଷୟ ଚଏସ ଫିଲିଂ କରିପାରିବେ ।ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ…
Read More...

ପାରାଦୀପରେ ଜଳସଙ୍କଟ: ଦିନକୁ ଥରେ ମିଳିବ ପାଣି

ପାରାଦୀପ:  ପାରାଦୀପରେ ଉତ୍କଟ ହେଲାଣି ପାରାଦୀପରେ ଜଳ ସଙ୍କଟ । ଏଣିକି ପାରାଦୀପରେ ଦିନକୁ ଥରେ ମାତ୍ର ମିଳିବ ପାଣି । ଟାଉନସିପ୍‌ ଲାଗି ମହଜୁଦ୍ ଥିବା ଜଳସ୍ତର  କମିବାରେ ଲାଗିଛି ।ଆଜିଠୁ ପାରାଦୀପ…
Read More...

ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଗୁରୁତର

ରାଉରକେଲା: ବୁଧବାର ରାତିରେ ଲାଠିକଟା ପୁଲିସ ସହ ଗୁଳି ବିନିମୟ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗରୁତର ଆହତ ହୋଇଛନ୍ତି।ଆହତ ଅପରାଧୀ ହେଉଛି ସୁନୀଲ ମାଝୀ। ତା’ର ଡାହଣ ଗୋଡ଼ରେ ଗୁଳି ଚୋଟ ଲାଗିଛି। ଗୁରୁତର…
Read More...

ତିନିଦିନ ଯାଏଁ ବର୍ଷିବ!

ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା…
Read More...

ଆଜି ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ଓଜେଇଇର ଫଳଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରେ ନିଜର ରେଜଲ୍ଟ ଜାଣିପାରିବେ ।ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ…
Read More...

ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଉଡ଼ନିଆ ଘାଟିରେ ନକ୍ସଲମାନେ ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକମାନେ ହେଲେ ମୁଣ୍ଡା ଡାଙ୍ଗୋ ଓ ବାଗୁନ ବୋଦ୍ରା। ସେମାନେ ମାଇଲପିଡ଼ି ଗାଁର…
Read More...

ବିଜୟୀ ପ୍ରାର୍ଥୀ ସାବିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ନବୀନ ଲେଖିଛନ୍ତି, ପାଟକୁରାରେ ବିଜେଡିକୁ ବିପୁଳ ଜନମତ…
Read More...

ଓଡ଼ିଶାରେ ରହିଛି ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଜାଲ ବିଶ୍ୱ ବିଦ୍ୟାଳୟ ତାଲିକାରେ ରହିଛି ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ । ଏହି  ୨ ଶିକ୍ଷାନୁଷ୍ଠାନ ହେଲା ବାରିପଦାରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଏବଂ ରାଉରକେଲାର…
Read More...

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ…
Read More...

କୋଇଲା ଖଣିରେ ଧସିଲା ମାଟି : ୧୦ ଶ୍ରମିକ ଆହତ, ଫସି ରହିଛନ୍ତି ୪

ଅନୁଗୋଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ବ୍ଲାଷ୍ଟିଂ  ହେଉଥିବା ବେଳେ ମାଟି ଧସି ଯାଇଛି।ଉକ୍ତ ସମୟରେ  ସେଠାରେ କାର୍ଯ୍ୟରତ  ପ୍ରାୟ ୫୦ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ମାଟି ତଳେ ଫସି…
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ : ଅନୁଗୁଳ ସହରରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସ୍ବରୂପ ୫୫ ନମ୍ବର ଜାତୀୟ ରାଜପଥର ହୁଲୁରିସିଂଘା ଛକ ଓ ତୁରଙ୍ଗ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ…
Read More...