Browsing Category

Odisha

ରାଜଧାନୀରୁ ୯୬ଜଣ ବାର୍ ଡ୍ୟାନ୍‌ସର୍‌ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା୧୧ଟି ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ କରି ୯୬ ଅଧିକ ବାର୍ ଡ୍ୟାନସରଙ୍କୁ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,…
Read More...

ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ଵର : ଧୋକା ଦେଲା ମୌସୁମୀ। ଫଳରେ ରାଜ୍ୟରେ ମରୁଡିର ପଦଧ୍ଵନୀ ଶୁଣିବାକୁ ମିଳିଲାଣି। ଯେଉଁ ସମୟରେ ତଳି ପକାଇବା ଏବଂ ବେଉଷଣ ପାଇଁ ଫୁରସତ ମିଳେ ନାହିଁ ସେଠାରେ ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ…
Read More...

୪୮ ଓଏଏସ ଅଫିସରଙ୍କ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ…
Read More...

୧୨ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଅନୁଗୁଳ:ଅନୁଗୁଳ ୧୨ ବର୍ଷର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ମିଳିଛି । ଦୋଷୀକୁ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା…
Read More...

କ୍ରାଇମବ୍ରାଞ୍ଚ ନଜରରେ ରହିବେ ସାରଥୀ

ଭୁବନେଶ୍ୱର: ଜେଲରୁ ବାହାରିବା ପରେ ସନ୍ତୋଷ ରାଉଳ ତଥା ଭଣ୍ଡବାବା ସାରଥିଙ୍କ ଉପରେ କ୍ରାଇମବ୍ରାଞ୍ଚର କଡ଼ା ନଜର ରହିବ। ଚେଷ୍ଟା କଲେ ବି ଆତ୍ମଘୋଷିତ ବାବା ସାରଥି ଖସିପାରିବେ ନାହିଁ । ସାରଥିଙ୍କ ସମସ୍ତ ଗତିବିଧି ଉପରେ ନଜର…
Read More...

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

ପୁରୀ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବା ପରେ ଶ୍ରୀହୀନ ହୋଇଛି ତିନିରଥ । ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପାଇବା ପରେ ଆଜି ଠାରୁ ବିଧିବଦ୍ଧ ଭାବେ ରଥ ଭଙ୍ଗା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । …
Read More...

କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୪ ଜଣଙ୍କ ପରିବାରଙ୍କ ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ପରିବାରବର୍ଗଙ୍କୁ ୫ ଲକ୍ଷ…
Read More...

କୋଇଲାଖଣିରେ ମାଟି ଧସିବା ଘଟଣା:ମିଳିଲା ଆଉ ଦୁଇ ଜଣଙ୍କ ମୃତଦେହ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ପମ୍ପ ଅପରେଟର୍‌ ରାଜକିଶୋର ମହାପାତ୍ର ଓ ସୁପରଭାଇଜର…
Read More...

ଥାନା ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ ଲୋକେ

ଜଳେଶ୍ୱର: ଜଣେ ନାବାଳକର ମୃତ୍ୟୁକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼େଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।ଆଜି ସକାଳେ ଜିଲ୍ଲାର ବାଲିଆପାଳ…
Read More...

ସାରଥୀ ବାବା ଜେଲରୁ ବାହାରି କେଉଁଠି ରହୁଛନ୍ତି, ଜାଣିଛନ୍ତି କି?

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମକୁ ନ ଯିବା ପାଇଁ ହାଇକୋର୍ଟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନିର୍ଦେଶ ଦେବା ପରେ ଏବେ ସେ ଭୁବନେଶ୍ୱରର କୌଣସି ଅଜ୍ଞାତ ଅଞ୍ଚଳରେ ରହୁଥିବା ବିଶେଷସୂତ୍ରରୁ…
Read More...

ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷାରେ ସାରା ଓଡିଶା ଭିଜିବାରେ ଲାଗିଛି ।ଗତ କିଛିଦିନ ଧରି ରାଜ୍ୟରେ…
Read More...

ବିଧାନସଭାରେ ଆସନ୍ନ ମରୁଡିକୁ ନେଇ ଉଦବେଗ

ଭୁବନେଶ୍ୱର : ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର‌୍ୟ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି ଆଁ କଲାଣି। ବର୍ଷା ହେଲେ ବି ଆଉ ଚାଷ ହେବା ସମ୍ଭବ…
Read More...

ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ରେଳ ଲାଇନର…

ଖୋର୍ଦ୍ଧା : ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କି.ମି. ବିଶିଷ୍ଟ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ୧୨ କି.ମି. ରେଳ ଲାଇନ କୁ ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ…
Read More...

ଜେଲରୁ ମୁକୁଳିଲେ ବାବା ସାରଥୀ, ଜାଣନ୍ତୁ କାହାକୁ କଲେ ପ୍ରଥମ ପ୍ରଣାମ

କଟକ : ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଜେଲର ରହିବାର ଦୀର୍ଘ ୪ ବର୍ଷ ପରେ ଆଜି ସେ…
Read More...