Browsing Category
Odisha
ନିର୍ଭୟା ପାଣ୍ଠିରୁ ୨୦୨୧-୨୨ ରେ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା
ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ 'ୱାନ ଷ୍ଟପ୍ ସେଣ୍ଟର' ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ…
Read More...
Read More...
୧୦ରୁ ଗଡିବ ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ
ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ ଆରମ୍ଭ କରିବ । ସମ୍ବଲପୁର-ପୁରୀ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା ୧୮୩୦୩ ସମ୍ବଲପୁର…
Read More...
Read More...
ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଘଟଣା; ଅଭିଯୁକ୍ତ ଜଗନ ମହାପାତ୍ର କହିଲା ଭାଙ୍ଗିବାର କାରଣ
ମହାପ୍ରଭୁଙ୍କ ରୋଷଶାଳା ଭାଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ଜଗନ ମହାପାତ୍ରକୁ ଗିରଫ କରିଥିଲା ପୁରୀ ପୁଲିସ୍। ଆଜି ତାକୁ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ତା' ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ…
Read More...
Read More...
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା; ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ମାନସ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ଚାରି ଅଭିଯୁକ୍ତ । ଗିରଫ ପରେ କ୍ରାଇମବ୍ରାଞ୍ଚ ଚାରି ଅଭିଯୁକ୍ତଙ୍କଠାରୁ ପାଇଛି ଅନେକ ଉତ୍ତର । ତଦନ୍ତରେ ଦିନକୁ ଦିନ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି…
Read More...
Read More...
୭ ଜିଲ୍ଲାରେ ଘଡଘଡି ସହ ବର୍ଷା !
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ଭିତରେ ୭ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ । ଏହି…
Read More...
Read More...
୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା
ହଟିଲା କଟକଣା, ଏବେ ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ । ସୂଚନା ଅନୁଯାୟୀ,…
Read More...
Read More...
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ…
Read More...
Read More...
ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି
ଭୋଟ ଗଣତି ପାଇଁ ୧୪୪ ଧାରା ଜାରି । ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ୫ ତାରିଖ ରାତି ୯ ରୁ ୭ ତାରିଖ ସକାଳ ୬ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା…
Read More...
Read More...
ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ
ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ନିର୍ମାଣ କାର୍ଯ୍ୟ…
Read More...
Read More...
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା; ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ
ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୋଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସିସିଟିଭି ଯାଞ୍ଚ ବେଳେ ଏହି ଘଟଣା ସମ୍ନାକୁ ଆସିଛି। ଅନ୍ୟପଟେ ଶ୍ରୀମନ୍ଦିର ରୋଷଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ପୁରୀ ଏସ୍ପି କେ. ବିଶାଲ…
Read More...
Read More...
ଏଣିକି ପୋଲିସ ଅଧିକାରୀମାନେ ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ କରିବେ ନାହିଁ
ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ…
Read More...
Read More...
ପଳାଶୁଣିରେ ସିରିଜି୍ ଦୁର୍ଘଟଣା: କାରକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ହାୱା ଟ୍ରକ । ଏହି ଦୁର୍ଘଟଣାରେ କାର ଡ୍ରାଇଭର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ଅଛି।ଭୁବନେଶ୍ବରରୁ କଟକ ଆଡକୁ ଯାଉଥିଲା କାର ଓ ଟ୍ରକ। ବର୍ତ୍ତମାନ…
Read More...
Read More...
ପୁଣି ଏକ ନୂଆ ରେକର୍ଡ କଲା ଓଡିଶା; ଜିଏସଟି ସଂଗ୍ରହରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା
ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ମାର୍ଚ୍ଚ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା…
Read More...
Read More...
ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା; ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ
ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ…
Read More...
Read More...
