Browsing Category

Odisha

କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ପୁଣି ରାମ ନବମୀଠାରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି…

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ…
Read More...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା; ଆଉ ୩ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ୧୦ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ । ଗତକାଲି ପ୍ରଥମ…
Read More...

ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ

ଗତକାଲି ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏଥିଯୋଗୁଁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି।…
Read More...

ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି

ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି । ପୂର୍ବ ବର୍ଷ ଅପେକ୍ଷା ୨୦୨୧-୨୨ରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।ଗତବର୍ଷ ଭୁବନେଶ୍ୱରରେ ୧୧୮ କୋଟି ଟଙ୍କା ଟ୍ୟାକ୍ସ ଆଦାୟ…
Read More...

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଓଡ଼ିଶାର ୨ଟି କୋଇଲା ଖଣି ସମେତ ୪ଟି ରାଜ୍ୟର ମୋଟ ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ ସମ୍ପନ୍ନ ହୋଇଛି । ଓଡ଼ିଶାର ୨ଟି କୋଇଲା ଖଣି ଉତ୍କଳ ବି-୧ ଓ ବି-୨କୁ ଟେଣ୍ଡର ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ…
Read More...

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣା; ସତ ମାନିଲେ ଅଭିଯୁକ୍ତ ନିରଞ୍ଜନ ସେଠୀ

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଶର୍ମିଷ୍ଠାଙ୍କ ପରେ ଏବେ ହତ୍ୟା ମାମଲାରେ ସତ ମାନିଛନ୍ତି ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ମାମଲାର…
Read More...

ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର

ଦେଶରେ ଅର୍ଥନୀତି ବିଗିଡ଼ି ଯାଇଥିବାରୁ ଶ୍ରୀଲଙ୍କାରେ ବିଦ୍ରୋହର ନିଆଁ ଜଳୁଛି। ସରକାରଙ୍କ ବିରୋଧରେ ସାରା ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଚେକିଛି। ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଣ୍ଟା ପାଇଁ ପୂରା ଦେଶରେ…
Read More...

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା; ପ୍ରଧାନଶିକ୍ଷକଙ୍କୁ ଗିରଫ କଲା ପୋଲିସ

ଯୌନ ପିପାଶୁ ପ୍ରଧାନଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଯୌନ ନିର୍ଯାତନାରେ ଅତିଷ୍ଠା ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା…
Read More...

ଓଡିଶା ରାଜପଥ ପାଇଁ କେନ୍ଦ୍ରର ୮୨୨.୬୨ କୋଟି ଟଙ୍କା ମଞ୍ଜୁରୀ

ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ୀକରଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଜି କେତେଗୁଡ଼ିଏ…
Read More...

ଦେଶରେ ପ୍ରଥମ ରାଜ୍ୟ ଓଡିଶା; ବିଦ୍ୟୁତ ଚାଳିତ ଗାଡ଼ି ସବ୍‍ସିଡି ପାଇଁ ଶୁଭାରମ୍ଭ ହେଲା ପୋର୍ଟାଲ

ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ 'ଓଡ଼ିଶା…
Read More...

ନୂତନ ଅବକାରୀ ନୀତି; ହ୍ରାସ ହେବ ମଦ

ମଦପ୍ରିୟ ଯୁବକଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି । ଅନ୍ୟପକ୍ଷରେ…
Read More...

ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲା; ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ତେବେ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନର୍ଦ୍ଦୋଷରେ ଖଲାସ କରିଥିବା…
Read More...

ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ନିଲମ୍ବନ ହେଲେ ପ୍ରଧାନଶିକ୍ଷକ

ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ପ୍ରମାଣ ଆଧାରରେ…
Read More...

ନୂଆ ଶତାବ୍ଦୀରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି

ଆଉ ୧୪ ବର୍ଷ ପରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଖୁସିର କଥା ସାରା ଓଡ଼ିଶା ଆଜି ଏକ ମନ, ଏକ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ସାରା ଓଡ଼ିଶାର ସ୍ବର ଦୃଢ଼ ହୋଇଛି। ମୋର ପୂରା ବିଶ୍ବାସ…
Read More...