Browsing Category
Odisha
ଗ୍ୟାଙ୍ଗ୍ଷ୍ଟର୍ ଟିଟୋ ଘରେ ଏସ୍ଆଇଟି ଚଢ଼ାଉ: ୩ ସହଯୋଗୀ ଗିରଫ
କେନ୍ଦ୍ରପଡ଼ା: ବୁଧବାର ଭୋର୍ ପାଞ୍ଚଟା ପରେ କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଦିଲରପୁର ଠାରେ ଥିବା ଗ୍ୟାଙ୍ଗ୍ଷ୍ଟର୍ ଟିଟୋ ଘରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ତା’ର ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି।ଦୁଇଟି!-->!-->!-->…
Read More...
Read More...
ବିପର୍ଯ୍ୟୟ ମୁକାବିଲା ପାଇଁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ
ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଅଭ୍ୟାସଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିପର୍ଯ୍ୟୟ!-->!-->!-->…
Read More...
Read More...
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢ଼ାଇଲେ ସରକାର
ଭୁବନେଶ୍ୱର: ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ!-->…
Read More...
Read More...
ବଢ଼ିଲା ଗ୍ରୀଷ୍ମ ଛୁଟି, ୧୯ରେ ନୁହେଁ ୨୬ରେ ଖୋଲିବ ସ୍କୁଲ
ଗଣଶିକ୍ଷା ବିଭାଗର ନିଷ୍ପତ୍ତିଭୁବନେଶ୍ବର : ବଢ଼ିଲା ଗ୍ରୀଷ୍ମ ଛୁଟି। ୧୯ରେ ନୁହେଁ ୨୬ରେ ଖୋଲିବ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ!-->!-->!-->…
Read More...
Read More...
ଏଆଇଆଇଏମ୍ଏସ୍ ଭୁବନେଶ୍ୱର ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
କିରୋସିନି ଢ଼ାଳି ସ୍ତ୍ରୀକୁ ମାରିଲା ସ୍ୱାମୀ
ମୟୁରଭଞ୍ଜ: ବର୍ଷକରୁ ଅଧିକ ଦିନ ବି ତିଷ୍ଠିଲାନି ବୈବାହିକ ଜୀବନ | ନିଜ ପତ୍ନୀଙ୍କୁ କିରୋସିନି ଢାଳି ହତ୍ୟା କଲେ ଅଭିଯୁକ୍ତ ସ୍ୱାମୀ | ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଅନ୍ତର୍ଗତ କୋଇଲିପାଳ ଗାଁରୁ ଏଭଳି ଏକ ହୃଦୟ!-->…
Read More...
Read More...
ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ
ପୁରୀ : ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ମହାପ୍ରଭୁ ଦର୍ଶନ ଦେବେ । ସେଥିପାଇଁ ଆଜି ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଧାଡ଼ି!-->…
Read More...
Read More...
ରାଜଧାନୀରେ ବିନା ହେଲମେଟରେ ଚଳାଇପାରିବେନି ବାଇକ୍
ଭୁବନେଶ୍ୱର: ଏଣିକି ରାଜଧାନୀରେ ବିନା ହେଲମେଟ୍ରେ ବାଇକ୍ ଚାଳନା ଉପରେ କଟକଣା ଲାଗିଛି। ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍ ପୁନିଆ ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ଖଣ୍ଡଗିରିରୁ ରସୁଲଗଡ଼ ଯାଏ!-->!-->!-->…
Read More...
Read More...
୫୦୦ ଏଏସ୍ଓଙ୍କ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି) ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍ ସେକ୍ସନ!-->…
Read More...
Read More...
ତୁଳସୀକ୍ଷେତ୍ରର ଉନ୍ନତି ପାଇଁ ୨ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନି ଠାକୁର ସ୍ନାନ ମଣ୍ଡପରେ ପୂଜା ପାଉଛନ୍ତି ।!-->…
Read More...
Read More...
ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ତୁଳସୀକ୍ଷେତ୍ର ପହଂଚିଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡା : ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ !-->…
Read More...
Read More...
୨୦ ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୈାସୁମୀ!
ଭୁବନେଶ୍ୱର: ଓଡ଼ିଶାରେ ତାତି କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ହେଉଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।ଚଳିତ ଥର ଓଡ଼ିଶାକୁ!-->!-->!-->…
Read More...
Read More...
ସଚେତନତା ରଥର ଶୁଭାରମ୍ଭ
ଭୁବନେଶ୍ୱର: ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କc ସୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ!-->…
Read More...
Read More...
ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ!-->…
Read More...
Read More...
