Browsing Category
Odisha
ଫୋନିି କ୍ଷତିଗ୍ରସ୍ତଙ୍କ ଘର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୭.୫୮ କୋଟି
ଭୁବନେଶ୍ୱର : ବାତ୍ୟା ଫାନିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ପୁରୀ ଜିଲ୍ଲାର ୮ ହଜାର କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ!-->…
Read More...
Read More...
ବାତ୍ୟା ଫୋନି ମୁକାବିଲା ବିଶ୍ୱସ୍ତରୀୟ-ଏନଡିଏମ
ଭୁବନେଶ୍ୱର : ପ୍ରାକୃତିକ ବିପଯ୍ୟୟର ସଠିକ ପରିଚାଳନା ଓ ପୁନୋରଦ୍ଧାର ଲାଗି ରାଜ୍ୟକୁ ପୁଣି କେନ୍ଦ୍ରର ସାଟିଫିକେଟ । ବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ସଠିକ ପରିଚାଳନା ଓ ପରବର୍ତ୍ତୀ ସ୍ଥିତି ମୁକାବିଲା ଲାଗି କେନ୍ଦ୍ରୀୟ!-->…
Read More...
Read More...
ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍
ପୁରୀ: ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ଏମର୍ଜେନ୍ସି ଟ୍ରେନ୍ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ!-->…
Read More...
Read More...
ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍
ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଲାଗୁ କରାଯିବ। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା!-->…
Read More...
Read More...
ଜୁଲାଇ ୮ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର : ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ରାମାଶିଷ ହାଜରା ଗୁରୁବାର ସୂଚନା ଦେଇଛନ୍ତି।ପ୍ରକାଶଯୋଗ୍ୟ, ଚଳିତ ବର୍ଷ ମେ ୨୧!-->…
Read More...
Read More...
ରଜ ପରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।ରାଜ୍ୟରେ ମୋଟ ୩,୬୫,୮୨୬!-->!-->!-->…
Read More...
Read More...
ସରିଲା ଅଖ ହଣା କାମ
ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଆସନ୍ତା ମାସ ୪ତାରିଖରେ ପୁରୀ ସମେତ ଅନେକ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ପୁରୀରେ ରଥ ପ୍ରସ୍ତୁତି କାର୍ଯ୍ୟ ଶ୍ରୀଘ୍ର କରାଯିବ ବୋଲି ବିଶ୍ୱକର୍ମା!-->…
Read More...
Read More...
ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ
ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ବହୁବା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ!-->…
Read More...
Read More...
ଏବର୍ଷ ବଢିବନି ବିଜୁଳି ଦର
ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଏ ବର୍ଷ ବଢ଼ବନି ବିଦ୍ୟୁତ୍ ଦର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ!-->…
Read More...
Read More...
କାଠମାଣ୍ଡୁରେ ସଡ଼କ ଦୁର୍ଘଟଣା ଘଟଣା: ସାହାଯ୍ୟ ପାଇଁ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ/ଭୁବନେଶ୍ୱର: ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶଭ୍ରମଣ୍ୟମ ଜୟଶଙ୍କରଙ୍କ!-->…
Read More...
Read More...
ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା
ଭୁବନେଶ୍ୱର: ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ । ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ.ଶ୍ରୀନିବାସନ୍ଙ୍କର!-->…
Read More...
Read More...
ସବୁ ଚ୍ୟାନେଲକୁ ପୁରୀ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି
ପୁରୀ : ପୁରୀ ରଥ ଯାତ୍ରାର ଟିଭି ଟେଲିକାଷ୍ଟ ନେଇ
ଉପଜିଥିବା ବିବାଦର ସମାଧାନ ସୂତ୍ର ବାହାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ଟିଭି
ଚ୍ୟାନେଲ ପୂର୍ବଭଳି ରଥଯାତ୍ରାର ସିଧାପ୍ରସାରଣ କରିପାରିବେ। ତେବେ ଟିଭି!-->…
Read More...
Read More...
ମୋଦି- ନବୀନ ଭେଟଘାଟ : ଆୟୁଷମାନ ଯୋଜନା ଓ ଉପବାଚସ୍ପତି କଥା ଉଠିଲାନି
ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର କେଲେ ଦାବିନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ!-->!-->!-->…
Read More...
Read More...
ସଚିବାଳୟରେ ମନ୍ତ୍ରୀଙ୍କ ଅଫିସରେ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି ?
ଭୁବନେଶ୍ବର : ନବୀନ ପଟ୍ଟନାୟକ
ସରକାରର ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ବହୁ ବରିଷ୍ଠ ଓ ନୂଆ ବିଧାୟକ । ତେବେ
ମନ୍ତ୍ରୀ ହେବା ପରେ ସରାକାରଙ୍କ ପକ୍ଷରୁ ସେମାନଙ୍କ ବିଭାଗ ବଣ୍ଟନ ସହ ଦପ୍ତର ମଧ୍ୟ ଆବଣ୍ଟନ!-->…
Read More...
Read More...
