Browsing Category
Odisha
ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ମନ୍ଦିରର ପରିସର ଥିବା ସ୍ୱର୍ଣ୍ଣକୂପର!-->…
Read More...
Read More...
ମାଲେସିଆରେ ଧୁମଧାମରେ ରଜ ପାଳିତ
କୁଆଲାଲମ୍ବର: ଚଳିତ ବର୍ଷ ଜୁନ ୧୫ ତାରିଖ ଦିନ ମାଲେସିଆରେ ଓଡିଆ କମ୍ୟୁମିନିଟି ତରଫରୁ ଧୁମଧାମରେ ରଜ ଉତ୍ସବ ପାଳନ କରାଯାଇଛି । ମାଲେସିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ରଜପର୍ବ ପାଇଁ ପ୍ରବଳ ଉତ୍ସାହ ଓ!-->…
Read More...
Read More...
ଆସନ୍ତା ୭ଦିନରେ ଓଡ଼ିଶା ଛୁଇଁବ ମୈାସୁମୀ!
ଭୁବନେଶ୍ୱର:: ଓଡ଼ିଶାରେ କିଛି ଦିନ ହେବ ତାତିରୁ ସାମାନ୍ୟ ନିସ୍ତାର ପାଇଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଚଳିତ ମାସ ୦୮ରେ ମୈାସୁମୀ!-->!-->!-->…
Read More...
Read More...
ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହେଲା ବିଚିତ୍ର ଶିଶୁ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ବିଚିତ୍ର ଧରଣର ଶିଶୁ ଜନ୍ମ ହୋଇଛି । ଶିଶୁଟିର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇ ଯାଇଛି । ଫଳରେ ଜନ୍ମିତ!-->…
Read More...
Read More...
ଜୁଲାଇ ୫ରେ ରାଜ୍ୟ ସଭା ଉପ- ନିର୍ବାଚନ
ଓଡ଼ିଶାର ୩ ସିଟ ସହ ୬ ଆସନ ଖାଲିଭୁବନେଶ୍ବର : ଓଡିଶା ବିହାର ଓ ଗୁଜରାଟର ୬ ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଏକ!-->!-->!-->…
Read More...
Read More...
ଆଜି ୫ଘଣ୍ଟା ଦର୍ଶନ ବନ୍ଦ: ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି
ପୁରୀ : ସ୍ନାନଯାତ୍ରା ପ୍ରସ୍ତୁତି ପାଇଁ ରବିବାର ଶ୍ରୀଜୀଉଙ୍କ ଦର୍ଶନ ପ୍ରାୟ ୫ଘଣ୍ଟା ବନ୍ଦ ରହିବ। ଏହି ସମୟରେ ଦଇତାପତି ସେବକ ଶ୍ରୀଜୀଉଙ୍କୁ ସେନାପଟା ଲାଗି କରିବେ। ସକାଳ ୫ଟା ୩୦ରୁ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ନୀତି!-->…
Read More...
Read More...
ନିତି ଆୟୋଗ ବୈଠକ : ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି କଲେ ନବୀନ
ଭୁବନେଶ୍ୱର: ଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି ଦୋହରାଇଛନ୍ତି । ଏହାସହ ଦେଶରେ ଏକକାଳୀନ ନିର୍ବାଚନ, ମହିଳା!-->…
Read More...
Read More...
୨ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇପଡିଥିବା ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ।!-->…
Read More...
Read More...
ଘର ଉପରକୁ ମାଡି ଗଲା ଟ୍ରକ : ଗୋଟିଏ ପରିବାରର ୩ ମୃତ
ଜୟପୁର: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏକ ଘର ଉପରେ ବାଲି ବୋଝେଇ ଟ୍ରକ୍ ମାଡ଼ି ଯିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ!-->…
Read More...
Read More...
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟ ଘାଟ
ଓଡିଶାବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବା ନେଇ ହେଲା ଆଲୋଚନା-ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀ/ଭୁବନେଶ୍ୱର : ଆଗାମୀ ଦିନରେ ଓଡିଶାର ବିକାଶ ତଥା ସାଢେ ୪ କୋଟି!-->!-->!-->…
Read More...
Read More...
ବିଳମ୍ବରେ ଓଡିଶା ଆସିବ ମୌସୁମୀ
ଭୁବନେଶ୍ୱର:ଦେଶର ବିଭିନ୍ନ ସ୍ଥାନରେ ବିଳମ୍ବରେ ପହଁଚିବ ମୌସୁମୀ । ଓଡିଶାରେ ମଧ୍ୟ ମୌସୁମୀର ପ୍ରଭାବ ବିଳମ୍ବରେ ଦେଖିବାକୁ ମିଳିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ପାଣିପାଗ ବିଭାଗର ସୂଚନାନୁସାରେ,!-->!-->!-->…
Read More...
Read More...
ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ରଜ ଉପଲକ୍ଷେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜଣାଇଛନ୍ତି।ସେ ଟୁଇଟ୍ କରିଛନ୍ତି: ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ!-->!-->!-->…
Read More...
Read More...
ଓଡ଼ିଶାରେ ପ୍ରତିଷ୍ଠା ହେବ ସଂସ୍କୃତ ଗାଁ !
ନୂଆଦିଲ୍ଲୀ: ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାରଙ୍କ ଯୋଜନା | କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କିଛି ଏଭଳି ସୂଚନା ଦେଇଛନ୍ତି | ଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ!-->…
Read More...
Read More...
ଆଜି ପହିଲି ରଜ
ଭୁବନେଶ୍ଵର : ବରଷକେ ଥରେ ଆସଛି ରଜ….। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ କୃଷି ଭିତ୍ତିକ ପର୍ବ ’ରଜ ପର୍ବ’ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ରଜ ପର୍ବର ପ୍ରଥମ ଦିନ ପହିଲି ରଜ । ମିଥୁନ!-->…
Read More...
Read More...
