Browsing Category

Odisha

ଡିଜିପିଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ : ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଡିଜି ସଞ୍ଜୀବ ପଣ୍ଡା

ପୁରୀ : ପୁଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଗୁରୁବାର ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅୟୋଜିତ ପ୍ରସ୍ତୁତି ବୈଠକରେ ରଥାଯାତ୍ରା…
Read More...

କ୍ୟାପିଟାଲ ହସ୍ପିଟାଲ ଭିତରେ ନାଗ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନର୍ସିଂହୋମର ଦୁଇ ନମ୍ବର କ୍ୟାବିନରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ସାଢେ ୩ ଫୁଟ୍ ହେବ। କ୍ୟାବିନ୍ ଭିତରେ ସାପଟି ଗୁଡେଇ ହୋଇ ରହିଥିଲା। ସାପଟିକୁ ଦେଖି…
Read More...

କୁମ୍ଭୀର ଦେହରେ ଲାଗିବ ଆଣ୍ଟିନା

ଭୁବନେଶ୍ୱର: ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର? କୁଆଡ଼େ ଯାଉଛନ୍ତି? କେଉଁଠି କରୁଛନ୍ତି ଚଳପ୍ରଚଳ ? ସେମାନଙ୍କ ଗିତିବିଧି ବାବଦରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା…
Read More...

କାଳବୈଶାଖୀରେ ଶହେରୁ ଊର୍ଧ୍ବ ଘର ନଷ୍ଟ

କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଆଜି କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସହ ବର୍ଷା ହେବାରୁ ଆଟିଗାଁ ଓ ଗୋଟିବେଡା ଗ୍ରାମର ବହୁ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି…
Read More...

ଆଜିଠାରୁ +୨ ନାମଲେଖା ଆବେଦନ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର ଓ…
Read More...

ଭୁବନେଶ୍ୱର-ଝାରସୁଗୁଡା ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡା: କିଛି ଦିନର ପ୍ରତୀକ୍ଷା ପରେ ଶେଷରେ ଭୁବନେଶ୍ୱରରୁ ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି | ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଝାରସୁଗୁଡ଼ାରେ…
Read More...

ଆଜିଠୁ ଝାରସୁଗୁଡାରୁ ଭୁବନେଶ୍ୱର ଏବଂ ରାୟପୁରକୁ ଉଡିବ ବିମାନ

ଝାରସୁଗୁଡା: ଏଣିକି ଝାରସୁଗୁଡାରୁ ସିଧାସଳଖ ଭାବେ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ଉଡିବ ବିମାନ । ଝାରସୁଗୁଡାବାସୀଙ୍କ ଆଶା ପୂରଣ ହେବ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଆଜି ଝାରସୁଗୁଡା ବିମାନ ବନ୍ଦରରୁ…
Read More...

ଆଜି ‘ଇଦ୍ ଉଲ୍ ଫିତର’

ଭୁବନେଶ୍ବର : ମୁସଲମାନ ସମ୍ପ୍ରଦାୟର ପବିତ୍ର ‘ଇଦ୍’ ବୁଧବାର ସାରା ରାଜ୍ୟରେ ପାଳନ ହେଉଛି। ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି। ମସଜିଦ୍‌ରେ ସମୂହ ନମାଜ ପାଠ ପାଇଁ ଭିଡ ଜମିଛି। ମସଜିଦକୁ ରଙ୍ଗୀନ ଆଲୋକମାଳରେ ସଜା…
Read More...

ବିଶ୍ୱ ପରିବେଶ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ବାୟୁ ପ୍ରଦୂଷଣ ଆମର ଶରୀର ଓ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ ଏହି ବାର୍ତ୍ତା ଦେଇ ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ | ଗଛ…
Read More...

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ପ୍ରତି ମାସ ୭ ତାରିଖ ଆଗରୁ ବିଭାଗୀୟ ରିପୋର୍ଟ ଦିଅ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଦଳ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଓ ପ୍ରସ୍ତାବକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ତାହା ପୁରଣ କରିବାକୁ କି ପଦକ୍ଷେପ ନେଇଛ ୭ ତାରିଖ ଭିତରେ ରିପୋର୍ଟ ଦିଅ । ସରକାର ଓ…
Read More...

ବଜେଟ୍‌ ପାଇଁ ଜନତାଙ୍କ ମତ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ଲୋକଙ୍କ ମତାମତ ଲୋଡ଼ିଛନ୍ତି ସରକାର । ବଜେଟ୍‌ରେ କ’ଣ ବ୍ୟବସ୍ଥା…
Read More...

ଡିସେମ୍ବର ସୁଦ୍ଧା ୮ଲକ୍ଷ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ – ମନ୍ତ୍ରୀ ପ୍ରତାପ ଜେନା

୧୧୪ ପୌରାଚଂଳର ପାନୀୟଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷାଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉଦ୍ଧ୍ୱ ର୍ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୭୦ ଲକ୍ଷରୁ…
Read More...

ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ

ସମ୍ବଲପୁର: ସମ୍ବଲପୁର ଯୁଯୁମରା ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି ।  ତାଙ୍କ ନାଁ ବୁଟା ସିଂହ ।ଆଜି ବୁଟା ସିଂହଙ୍କ ସର୍ଭିସ୍‌ ବନ୍ଧୁକରୁ…
Read More...

ପୁଣି ଥରେ ରାଜ୍ୟ ସରକାରଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ମଙ୍ଗଳବାର ଆୟୁଷ୍ମାନ ଭାରତର ସିଇଓ ମୁଖ୍ୟ ଶାସନ ସଚିବଙ୍କ ସହ ଏ ବାବଦରେ…
Read More...