Browsing Category

Odisha

ଜେଇଙ୍କୁ ବିଧାୟକ ଉଠବସ କରିବା ଘଟଣାରେ ଆସିଲା ତଦନ୍ତ ରିପୋର୍ଟ : ବିଧାୟକ ଦୋଷୀ- ଜିଲ୍ଲାପାଳ

ବଲାଙ୍ଗୀର : ଜେଇଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଠ ବସ କରିବା ଘଟଣାରେ ସତ୍ୟତା ରହିଛି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ସୁପରାରିସ କରାଯିବ । ଜେଇଙ୍କୁ ଉଠ ବସ କରିବା ଘଟଣାରେ ତଦନ୍ତ…
Read More...

ପାଚେରି ଖସି ମୃତ୍ୟୁ ଘଟଣା:ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ସହାୟତା ରାଶି

ଢେଙ୍କାନାଳ: ଢ଼େଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡି ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ସହାୟତା…
Read More...

ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା

ଭୁବନେଶ୍ୱର : ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ…
Read More...

ହାଟ ବସିଥିବାବେଳେ ରାଇସ୍‌ ମିଲ କାନ୍ଥ ଭୁଶୁଡ଼ିଲା: ୪ ମୃତ, ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଅଳସୁଆ ହାଟରୋଡ୍‌ଠାରେ ରବିବାର ସକାଳେ ଏକ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ…
Read More...

କେବଳ ଗୋଟିଏ ଚ୍ୟାନେଲରେ ଦେଖିପାରିବେ ରଥଯାତ୍ରା ସିଧାପ୍ରସାରଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି। ସେଥିପାଇଁ କିଏ ଶ୍ରୀକ୍ଷେତ୍ର ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଏବେଠୁ ପ୍ରସ୍ତୁତି କଲେଣି ତ ଆଉ କିଏ ଟିଭିରେ ସିଧାପ୍ରସାରଣରେ ମହାପ୍ରଭୁଙ୍କ ଚକାନୟନ…
Read More...

ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର: ମୋରମ ଖାଦାନ ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଗାଁରେ ପହଞ୍ଚି ମାଟି ତଳୁ ୩ ଜଣଙ୍କ…
Read More...

ଓଡିଶା ହେବ ଷ୍ଟିଲ ହବ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ଓଡିଶା ହେବ ଷ୍ଟିଲ ହବ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଷ୍ଟିଲ୍ ଉତ୍ପାଦନର ପ୍ରମୁଖ କେନ୍ଦ୍ର ପାଲଟିବ । ଭାରତବର୍ଷରେ ଷ୍ଟିଲ୍ କ୍ଷେତ୍ରରେ ୬ ରୁ ୮ ପ୍ରତିଶତ ଗ୍ରୋଥ୍ ରେଟ ଥିବାବେଳେ ଏଥିରେ …
Read More...

ସବୁ ବିଶ୍ବବିଦ୍ୟାଳୟ ହେବ ଡିଜିଟାଲ

ଭୁବନେଶ୍ବର : ଓଡ଼ିଶାରେ ଥିବା ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟରେ ଏକକ ଭାବେ ଡିଜିଟାଲ୍‌ କରାଯିବ। ଛାତ୍ରଛାତ୍ରୀ ନାମଲେଖା, ଦେୟପୈଠ ଓ ଚାକିରି ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ପାଇପାରିବେ। ଏଥିପାଇଁ ପ୍ରାୟ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ…
Read More...

୯ରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ

ଭୁବନେଶ୍ବର : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜୁନ ୧୧ତାରିଖରେ ଶ୍ରୀ ପଟ୍ଟନାୟକ…
Read More...

ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆବଶ୍ୟକ ରଥ ଦଉଡି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ୧୨ଗୋଟି ଟଣା ଦଉଡି ଏବଂ ୩ଟି ଘେର ଦଉଡି ଯୋଗାଇ ଦିଆଯାଇଛି।…
Read More...

ରାଜ୍ୟରେ ବର୍ଷା ସମ୍ଭାବନା: ଆସନ୍ତା ୩ ଦିନ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିନକର ଦରମା ଦେଲେ ରାଜ୍ୟପାଳ ଓ ରାଜଭବନର କର୍ମଚାରୀ

ଭୁବନେଶ୍ୱର: ଫନି ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ରାଜଭବନର ୧୨୨ ଜଣ କର୍ମଚାରୀ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଆଜି ଏ ବାବଦକୁ ଏକ…
Read More...

ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ…
Read More...