Browsing Category
Odisha
ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସର ବଗିରେ ଅଗ୍ନିକାଣ୍ଡ
ରାଉରକେଲା : ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ସୋମବାର ଅଗ୍ନିକାଣ୍ଡ ହୋଇଛି। ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ଗୋଟିଏ ବଗିରେ ନିଆଁ ଲାଗିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ!-->…
Read More...
Read More...
+୨ ପାଠପଢା ଜୁଲାଇରୁ ଆରମ୍ଭ
ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଛି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ!-->…
Read More...
Read More...
ଡୁଙ୍ଗୁରିପାଲିରେ ଛେଳି ମଡ଼କ, ୧୩ ମୃତ
ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିବାନନ୍ଦ ପଡ଼ାର ସୁନ୍ଦର ଦଣ୍ଡସେନାଙ୍କ ୧୩ଟି ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ରବିବାର ଗାଁକୁ ଆସିଥିଲେ। ସୋମବାର ଇଂଜେକ୍ସନ!-->…
Read More...
Read More...
ବସ ଓଲଟି ୧୫ ତୀର୍ଥଯାତ୍ରୀ ଆହତ
ସୋର : ବାଲେଶ୍ବର ଜିଲାର ୧୬ ନଂ ଜାତୀୟ ରାଜପଥରେ ଏକ ବସ ଓଲଟିଲା ୧୫ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଏହାସହ ବସରେ ଥିବା ଅନ୍ୟ ୪୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରପାଇ ସୋର ପୁଲିସ ଉଦ୍ଧାର କରି ଆହତ ଯାତ୍ରୀଙ୍କୁ!-->…
Read More...
Read More...
ରାଜ୍ୟ ସଂଗ୍ରହାଳୟରେ ରହିବ ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ବ୍ୟବହୃତ ସାମଗ୍ରୀ
ଭୁବନେଶ୍ୱର: ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ!-->…
Read More...
Read More...
ଜୁନ ୧ରୁ ଝାରସୁଗୁଡ଼ାରୁ ପୁଣି ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ
ଭୁବନେଶ୍ବର : ଜୁନ ୧ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ପୁଣି ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ । ଏନେଇ ନିର୍ଦ୍ଦେଶକ ଏସକେ ଚୌହାନ ସୂଚନା ଦେଇଛନ୍ତି । ତିନୋଟି ଯୋଜନାରେ ଆଲିଆନ୍ସ ଏୟାର ବିମାନ ଉଡାଣ ଭରିବ ।!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରସ୍ଥିତ ବାସଭବନରେ ଆଜି ୮୫ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ରାମହରି ମିଶ୍ର। ରାଜ୍ୟ ତଥା ଜାତୀୟ ସ୍ତରର ବହୁ!-->…
Read More...
Read More...
ଓଡ଼ିଶା ଅଣାଯିବ କଳ୍ପନାଙ୍କ ମୃତଦେହ
ଭୁବନେଶ୍ବର : ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଓଡ଼ିଶାକୁ ଅଣାଯିବ। ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ!-->…
Read More...
Read More...
ଦୁଇ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା
ବାରିପଦା: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ଉନ୍ମତ କାଣ୍ଡ | ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛି ବାରିପଦା ସଦରଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମର ଶ୍ୟାମ ମାରାଣ୍ଡି |ବାରିପଦାର ତାଡ଼କିଶୋଳ ଗାଁର!-->!-->!-->…
Read More...
Read More...
ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇ ଜୀବନ ହାରିଲେ ଛାତ୍ର
ଜଳେଶ୍ୱର:ଜଳେଶ୍ୱର/ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେନି ବୋଲି ଜଣେ ଦଶମ ଶ୍ରେଣୀ ଛାତ୍ର ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ବସ୍ତା ଅଂଚଳରେ ଏଭଳି!-->!-->!-->…
Read More...
Read More...
ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା କଣ୍ଟ୍ରୋଲ୍ ରୁମ୍ ନମ୍ବର
କଟକ : ମଙ୍ଗଳବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ପାସ୍ ହାର ୭୦.୭୮% ରହିଛି। ଏହାସହ ୮୨ଟି ବିଦ୍ୟାଳୟରେ ପରୀକ୍ଷା ଫଳ ଶୂନ ହୋଇଛି।ତେବେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ!-->…
Read More...
Read More...
୮୨ଟି ବିଦ୍ୟାଳୟରେ ରେଜଲଟ୍ ଶୂନ: ଗଣଶିକ୍ଷା ସଚିବ
କଟକ : ଚଳିତ ବର୍ଷର ମାଟ୍ରିକ ପାସ୍ ହାର ରହିଛି ୭୦.୭୮%। ଗ୍ରେଡ A1ରେ ୧୧୮୧, A2ରେ ୯୯୩୮ ଓ B1ରେ୨୪୯୯୧ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେହିପରି ଗ୍ରେଡ B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ!-->!-->!-->…
Read More...
Read More...
ଖୋଲିଲା ନନ୍ଦନକାନନ
ଭୁବନେଶ୍ୱର : ବାତ୍ୟାର ଦୀର୍ଘ ୧୯ ଦିନ ପରେ ଆଜି ଖୋଲିଛି ନନ୍ଦନକାନନ । କେବଳ ସେତିକି ନୁହେଁ ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ମଧ୍ୟ ଆଜିଠାରୁ ଖୋଲା ରହିବ ।ବାତ୍ୟା ଫନି ପରେ ସବୁ କିଛି ଏକପ୍ରକାରର ଅସ୍ତବ୍ୟସ୍ତ!-->!-->!-->…
Read More...
Read More...
ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶପାଇବା ପରେ ଟ୍ଵିଟର୍ରେ!-->…
Read More...
Read More...
