Browsing Category

Odisha

୧୦ ଫୁଟର କୁମ୍ଭୀର ସହ ଅଣ୍ଡା ଠାବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ବିଜୟନଗର ନିକଟବର୍ତ୍ତିୀ ଅରଡ଼ ଗାଁର ଏକ ବାଉଁଶ ବୁଦାରୁ ରବିବାର ଏକ ୧୦ ଫୁଟର ମାଈ କୁମ୍ଭୀର ସହ ୫୦ଟି ଅଣ୍ଡା ଠାବ ହୋଇଛି। ସୂଚନା ଯୋଗ୍ୟ, ବାଉଁଶ କାଟିବାକୁ…
Read More...

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣା: ଗୁଜରାଟରୁ ଅଭିଯୁକ୍ତ ଗିରଫ

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁଜରାଟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ନବୀନଙ୍କ ଘୋଷଣାରୁ ଉଠାଦୋକାନୀ, ନଡିଆ ଓ କୁକୁଡ଼ା ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍‌ ମିଳିବ। ଏହି ଆଧାରରେ…
Read More...

ପୁଲିସ ଏନ୍‌କାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର କାଇପଦର ନିକଟ ଦଳତୋଳା ଜଙ୍ଗଲରେ ଶନିବାର ପୁଲିସର ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝୀ ଓ ଉମେଶ ସାହୁ ଗୁରୁତର ହୋଇଛନ୍ତି। ସେମାନଙ୍କ ନାମରେ ଖୋର୍ଦ୍ଧା, ବେଗୁନିଆ ଓ…
Read More...

ଜୁନ ତୃତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ମୌସୁମୀ

ଭୁବନେଶ୍ବର: ତାତିରେ ତ୍ରାହି ତ୍ରାହି ଡାକୁଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି ଆଣ୍ଡାମାନରୁ । କାରଣ ଆଣ୍ଡମାନକୁ ଛୁଇଁଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନରେ ଏହାର ପ୍ରଭାବ ଅନୁଭୁତ…
Read More...

ଆହୁରି ୪ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ତତଲା କଡେଇ ପାଲଟିଛି ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।…
Read More...

ନୂଆପଡା ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡା: ବନ୍ଧୁକ ଓ ଗୁଳି ସହ କ୍ୟାଡର ମାଓବାଦୀର ଆତ୍ମସମର୍ପଣ । ନୂଆପଡା ଏସପି ସ୍ମିତ ପି ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାମ ହେଉଛି ପର୍ଶୁରାମ ଧରୁଆ | ପର୍ଶୁରାମଙ୍କର ଉପରେ ୧ ଲକ୍ଷ ଟଙ୍କାର…
Read More...

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦଣ୍ଡ ବିଧାନ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା…
Read More...

ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ମାଓବାଦୀଙ୍କ ବୋମା ମାଡ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକର ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ବୋମା ମାଡ କରିଛନ୍ତି। ବୋମା ମାଡରେ ପଞ୍ଚାୟତ କାର୍ଯ୍ୟାଳୟଟି ନଷ୍ଟ ହୋଇଯାଇଥିବା…
Read More...

କେନ୍ଦୁଝରରେ ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାନପୁରର ସଞ୍ଜୁଲତା ରାଉତ ଓ ନୂଆରଗୋଡ଼ି ଗାଁର ଜଗନ୍ନାଥ ମଲ୍ଲିକ ।ସୋସ ଥାନା ହଦଗଡ଼…
Read More...

ଭୁବନେଶ୍ୱରର ଜିଜିପି କଲୋନୀରେ କାର୍ ପାର୍କିଂରେ ଅଗ୍ନିକାଣ୍ଡ : ଜଳିଗଲା ୨ଟି କାର୍ ଓ ୬ଟି ବାଇକ

ଭୁବନେଶ୍ୱର:ଭୁବନେଶ୍ୱରର ଜିଜିପି କଲୋନୀ ଜଗନ୍ନାଥ ନଗରର ଏକ ଆପାର୍ଟମେଂଟ କାର୍ ପାର୍କିଂରେ ନିଆଁ ଲାଗିବା ଫଳରେ ୨ଟି କାର୍ ଓ ୬ଟି ବାଇକ ଜଳିଗଲା । ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ…
Read More...

ବସ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର : ସୋର ଥାନା ଠାରୁ ପ୍ରାୟ ୫ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଦୁର୍ଘଟଣା ସତ୍ତ୍ବେ ସେଥିରେ ଥିବା ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…
Read More...

୬ ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ୍‌ ଟଙ୍କା ବଣ୍ଟା ଯାଇଛି: ସଂଜୟ ସିଂହ

ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ୬ଟି ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ ଟଙ୍କା ବିତରଣ କରାଯାଇଛି ବୋଲି ଶୁକ୍ରବାର ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ କହିଛନ୍ତି। ସେହିଭଳି ପ୍ରଭାବିତ ଅଂଚଳର ୯୪ ପ୍ରତିଶତ ଲୋକଙ୍କୁ ଚାଉଳ…
Read More...

ପୁରୀ ଜିଲ୍ଲାର କୌଣସି ସ୍ଥାନରେ ହଇଜାର ସୂଚନା ନାହିଁ:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ଦେଖା ଦେଇନାହିଁ । ଯେଉଁ କେତେକ ଝାଡାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଏଭଳି…
Read More...