Browsing Category

Odisha

ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା: ୨୪ରୁ ଯାଞ୍ଚ ଆବେଦନ

କଟକ: ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିବାବେଳେ ଅନେକ ଛାତ୍ରୀଛାତ୍ର ଏଥିରେ ଅକୃତକାର୍ଯ୍ୟ ହୋଇଛନ୍ତି। ଏହି ଛାତ୍ରୀଛାତ୍ରଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଜୁନ ଶେଷ ସପ୍ତାହରେ ଏହି…
Read More...

ପ୍ରକାଶ ପାଇଲା ମାଟ୍ରିକ୍ ଫଳ: ୭୦.୭୮ % ଛାତ୍ରଛାତ୍ରୀ ପାସ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ…
Read More...

ଫନି ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି

ପୁରୀ: ଫନି ପୁରୀ ଜିଲ୍ଲାକୁ ଧ୍ୱଂସବିଧ୍ୱଂସ କରିଦେଇଛି । ପୁରୀର ମୃତକଙ୍କ ପରିବାର ପାଇଁ ଆଜି ରାଜ୍ୟସରକାରଙ୍କ ପକ୍ଷରୁ ତହସିଲଦାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।ଓଡ଼ିଶାରେ ଫନି ତାଣ୍ଡବ ରଚିଛି । ପୁରୀକୁ…
Read More...

ଆସନ୍ତାକାଲି ଖୋଲିବ ନନ୍ଦନକାନନ

ବାରଙ୍ଗ: ଫନି ବାତ୍ୟା ପ୍ରଭାବରେ ବନ୍ଦ ପଡ଼ିଥିବା ରାଜ୍ୟର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଆସନ୍ତାକାଲିଠାରୁ ଖୋଲିବ। ବାତ୍ୟା ‘ଫନି’ ପରେ ଏହା ବନ୍ଦ ହୋଇଯାଇଥିଲା। ବୈଷୟିକ କମିଟିର ପରିଦର୍ଶନ ପରେ ନନ୍ଦନକାନନ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସୋମବାର ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ମଙ୍ଗଳବାର ସକାଳ ୯ଟାରେ…
Read More...

ରାଜଧାନୀରୁ ୨ଟି ଅଫୁଟା ବୋମା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଅପରାଧୀଙ୍କ ପେଣ୍ଠସ୍ଥଳ  ସାଜିଛି । ୟୁନିଟ ୯ ଅଂଚଳରେ ଆଜି ଦୁଇଟି ଅଫୁଟା ବୋମା ଉଦ୍ଧାର କରାଯାଇଛି ।ଭୁବନେଶ୍ୱରରେ ଆଜି ଦୁଇଟି ଅଫୁଟା ବୋମା ଜବତ କରାଯାଇଛି । ୟୁନିଟ ୯ ଅଂଚଳର ଗୋଟିଏ…
Read More...

ଆସନ୍ତା ୨୨ ତାରିଖ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ବଢୁଛି ତାପମାତ୍ରା । ୨୨ ତାରିଖ ଯାଏ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ୨ ଦିନ ହିଟୱେଭ ଜାରି କରାଯାଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ତାତି ଜାରି ରହିବ । ଅଧିକାଂଶ…
Read More...

ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ

କଟକ : ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ତାରିଖ ଘୋଷଣା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନଆରା ବେଗମ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ମାଟ୍ରିକ ଫଳ ପ୍ରକାଶ ପାଇଁ ସମସ୍ତ ପ୍ରସ୍ତୁତି ସରିଛି…
Read More...

ବେଲପାହାଡରେ ଭାଲୁ ଆକ୍ରମଣ: ଦୁଇ ଗୁରୁତର

ଝାରସୁଗୁଡା : ଝାରସୁଗୁଡା ଜିଲା ବେଲପାହାଡ ପୌରାଞ୍ଚଳ ଅଧିନସ୍ଥ ଜୁନାଡିହି କଲେଜ ପଡାରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୋମବାର ଭୋର ୪.୩୦ମିନିଟରେ ଜୁନାଡିହିର ଅନିତା ମେହେର (୩୭) ଓ ଝିଅ ରଶ୍ମୀ ମେହେର (୧୬)…
Read More...

ଆସନ୍ତାକାଲି ପ୍ରକାଶ ପାଇବନି ମାଟ୍ରିକ ପରୀକ୍ଷା ଫଳ : ବୋର୍ଡ ସଭାପତି

ଭୁବନେଶ୍ୱର: ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ । ଫଳ ପ୍ରକାଶ ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନାହିଁ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି।…
Read More...

ଶ୍ରୀମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରବିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି।ମନ୍ଦିର ବେଢ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେ କହିଲେ କି, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଯୋଗୁଁ…
Read More...

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ୱର: ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୨୦୧୯ର ଛାତ୍ରଛାତ୍ରୀ ନିଜନିଜ ମାଟ୍ରିକ ପରୀକ୍ଷା ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ ୨୦…
Read More...

ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଆମ ସହ ସମ୍ପର୍କ କାଟିଛି ଦୂତି: ଦୂତିଙ୍କ ମା’

ଭୁବନେଶ୍ୱର: ରବିବାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ପରେ ଏହାକୁ ନେଇ ତାଙ୍କ ମା ମୁହଁ ଖୋଲିଛନ୍ତି । ଦୂତିଙ୍କ ମା’ କହିଛନ୍ତି ଯେ ଦୂତି ଯାହାକୁ ବାହା ହେବାକୁ ଚାହୁଛି ସେ ତାଙ୍କର ନାତୁଣୀ ଆଉ…
Read More...

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଧାବିକା ଦୂତୀ

ଭୁବନେଶ୍ୱର: ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଭାରତର ଦ୍ରୁତତ୍ତମ ଧାବିକା ଦୂତୀ ଚାନ୍ଦ କହିଛନ୍ତି। ତାଙ୍କର ଘନିଷ୍ଠ ବାନ୍ଧବୀ ସେ ଝିଅଟି ହେଉଛି ତାଙ୍କ ଜନ୍ମିତ ସହର ଚକ ଗୋପାଳପୁରର। ଅକାରଣରେ ଧ୍ୟାନର କେନ୍ଦ୍ରବିନ୍ଦୁ…
Read More...