Browsing Category

Odisha

୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ଜିଲ୍ଲା ଝାରସୁଗୁଡା, ସମ୍ବଲପୁର,…
Read More...

ନିର୍ମାଣଧୀନ ସିଆପିଏଫ କ୍ୟାମ୍ପ ଉଡ଼ାଇଲେ ମାଓବାଦୀ

ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁରରେ ବିସ୍ଫୋରଣ କରି ରବିବାର ନିର୍ମାଣଧୀନ ସିଆପିଏଫ କ୍ୟାମ୍ପକୁ ମାଓବାଦୀ ମାନେ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏଥିରେ ସିଆରପିଏଫ କ୍ୟାମ୍ପ ଧ୍ୱଂସ ହୋଇଥିବା ସହ ମୃତାହତର କୌଣସି…
Read More...

ବିଦ୍ୟୁତ ପାଇଁ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଛଡ଼ ଫନିର ତାଣ୍ଡବକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟା ଦୂର ନହେବାରୁ ଜଗତସିଂହପୁରର ଜନ୍ଦରପୁର-ମାଛଗାଁ ଡ଼ିହସାହିରେ କାଦୁଅପଡ଼ା ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡ଼ିଛି।…
Read More...

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପକ୍ଷରୁ ରିଲିଫ ବଣ୍ଟନ

ପୁରୀ: ଫନି ରେ ପ୍ରଭାବିତ ପୁରୀ ଜିଲ୍ଳା ସଦର ବ୍ଲକର ଗଡ ମୁର୍ଗଶୀରା ପଂଚାୟତ ରେ ରିଲିଫ ପ୍ରଦାନ ପାଇଁ ପହଞ୍ଚିଛନ୍ତି ବିଜେଡିର ବରିଷ୍ଠ ନେତା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି। ନିଜ ସହଯୋଗୀ ଙ୍କ ସହ ୩୦ ଜଣିଆ ଟିମ ଗଡ…
Read More...

ଫନି ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝଡ(ବାତ୍ୟା) ଫନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୋଟ୍‌ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା…
Read More...

ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ପ୍ରମୁଖ ଭୂମିକା ରହିବ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ…
Read More...

ବାତ୍ୟା ପରବର୍ତ୍ତୀ ଥଇଥାନ ସକାଶେ ପାଣ୍ଠି ସଂଗ୍ରହ ପାଇଁ ୱେବ ପୋର୍ଟାଲ୍‌ର ଉନ୍ମୋଚନ କଲେ ନବୀନ

ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜନସାଧରଣଙ୍କ ଦ୍ୱାରା ପାଣ୍ଠି ପ୍ରଦାନ ପାଇଁ ଏକ େଓ୍ଵବ୍‌ ପୋର୍ଟାଲ୍‌ ବାହାର କରିଛନ୍ତି। rebuild.odisha.gov.in ୱେବ…
Read More...

ମାଟି ଅତଡା ଖସି ୩ ମୃତ, ୨ଗୁରୁତର

କୋରାପୁଟ : ମାଟି ଅତଡା ଖସି ୩ ମୃତ ଓ ୨ ଗୁରୁତର । କୋରାପୁଟ ପଟାଙ୍ଗୀର କରଞ୍ଜିଗୁଡ଼ା ପାହାଡ଼ରୁ ମାଟି ଅତଡ଼ା ଖସି ଦୁଇ ମହିଳାଙ୍କ ସମେତ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ…
Read More...

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବାଲେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର  ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି  । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଥିବା ସୂଚନା ମିଳିଛି ।ବାଲେଶ୍ୱରର…
Read More...

ମହାନଦୀ ଜଳ ବିବାଦ ମାମଲା: ଜୁଲାଇ ୧୩ ତାରିଖ ଯାଏଁ ଶୁଣାଣି ଘୁଞ୍ଚାଇଲେ ଟ୍ରିବ୍ୟୁନାଲ୍‌

ନୂଆଦିଲ୍ଲୀ: ମହାନଦୀ ଜଳ ସମ୍ବନ୍ଧରେ ଓଡ଼ିଶା ଓ ଛତିଗଡ଼ ଚାଲିଥିବା ବିବାଦ ମାମଲାର ଶୁଣାଣି ତାରିଖକୁ ଜୁଲାଇ ୧୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି ଟ୍ରିବ୍ୟୁନାଲ୍‌।ବୈଠକ ବସାଇ ଆପୋସ ସମାଧାନ ଲାଗି ଦୁଇ ରାଜ୍ୟକୁ ଅଦାଲତ…
Read More...

କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ…
Read More...

ଶ୍ରୀମନ୍ଦିର ମରାମତି ପାଇଁ ଆଇଓସିଏଲ ଦେଲା ୫କୋଟି ସହାୟତା

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ‘ଫନି’ଜନିତ କ୍ଷୟକ୍ଷତି ପୁନରୁଦ୍ଧାର ପାଇଁ ଭାରତୀୟ ତୈଳ ନିଗମ(ଆଇଓସିଏଲ)ପକ୍ଷରୁ ୫କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ନିଗମର ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ ଗୁରୁବାର…
Read More...

ସାତକୋଶିଆ ଅଭୟାରଣ୍ୟରୁ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଂଜ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଙ୍ଗଲ ନିକଟରେ ହାତୀର ଗଳିତ ମୃତଦେହ…
Read More...

ପୁଣି ଥରେ ଚାଲିଲା ମେମୁ ଟ୍ରେନ୍‌

ଭୁବନେଶ୍ୱର: ବାତ୍ୟା ଯୋଗୁଁ ବାତିଲ ଥିବା ପୁରୀ-ଅନୁଗୁଳ ଏବଂ ପୁରୀ-ତାଳଚେର ମେମୁ ଟ୍ରେନ୍‌ ଶୁକ୍ରବାର ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍‌ ଚାଲିବା ଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ…
Read More...