Browsing Category

Odisha

୨୩ରେ ଖୋଲିବ ଇଭିଏମ, ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ

ବଢୁଛି ନେତାଙ୍କ ଛାତି ଧଡ ଧଡ , କିଏ ହାରିବ କିଏ ଜିତିବଭୁବନେଶ୍ବର : ମେ ୨୩ରେ ଭୋଟ ଗଣତି ପାଇଁ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ…
Read More...

ମାଲକାନଗିରିରେ ଆଇଡି ବିସ୍ଫୋରଣ: ଜଣେ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ସପ୍ତଧାରା ନଦୀ ନିକଟରେ ସୋମବାର ଆଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସୋମବାରରେ ମାଲକାନଗିରି ଜୟପରର ମାଲକାନଗିରି ମୁଖ୍ୟ…
Read More...

ଜୁନ ୧୦ରେ ଓଡିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ସଂସ୍ଥା ଆକଳନ କରିଛି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦…
Read More...

ମୋଦୀଙ୍କୁ ଚିଠି ଲେଖି ସହାୟତା ମାଗିଲେ ନବୀନ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଠି ଲେଖି ଫନି ସାମୁଦ୍ରିକ ଝଡ଼ ପରେ କେନ୍ଦ୍ର ଯୋଗାଇ ଦେଇଥିବା ସହାୟତା ଲାଗି ଧନ୍ୟବାଦ ଜଣାଇଛନ୍ତି। ନବୀନ ନିଜ ଚିଠିରେ ଓଡ଼ିଶାର…
Read More...

ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳ ସ୍ୱଭାବିକ

ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ୱଭାବିକ କରାଯାଇଛି। ସମସ୍ତ ଏକ୍ସପ୍ରେସ, ମେମୁ, ପାସେଞ୍ଜର ଟ୍ରେନ ଚଳାଚଳ ସୋମବାର ସ୍ୱଭାବିକ ହୋଇଛି। ସୂଚନାଯୋଗ୍ୟ,…
Read More...

ରାସ୍ତାତଳକୁ ଖସିଗଲା ଟ୍ରକ୍‌: ୫ ଗୋରୁ ମୃତ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ଏହି ଘଟଣା ଘଟିଛି। ଟ୍ରକ୍‌ଟି…
Read More...

‘ଫନି’ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମର ବୈଠକ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ସମୀକ୍ଷା ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ…
Read More...

୧ ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା ପିଏସୟୁ ସିଏସଆଇଆର ଫଣ୍ଡରୁ ଯୋଗାଇ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ…
Read More...

ରିଲିଫ୍‍ ପାଣ୍ଠିକୁ ୨ମାସର ଦରମା ଦେଲେ ବଦ୍ରି ପାତ୍ର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୨ ମାସର ଦରମା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ…
Read More...

ଫନିରେ ଭାଙ୍ଗିଥିବା ଘର ବଦଳରେ ମିଳିବ ପକ୍କା ଘର

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ନଷ୍ଟ ହୋଇଥିବା ଘର ପାଇଁ ପକ୍କା ଘର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯେଉଁ ଲୋକଙ୍କର ଘର ଅତି ପ୍ରଭାବିତ ହୋଇଥିବ କି ନଷ୍ଟ ହୋଇଥିବ…
Read More...

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯିବେ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବାତ୍ୟା ପରବର୍ତୀ ଅବସ୍ଥାରେ ସ୍ୱାସ୍ଥ୍ୟସେବା କିଭଳି ଚାଲିଛି ତାହାର ତଦାରଖ ଲାଗି ଆସନ୍ତା କାଲି (୧୩ ତାରିଖ) ବିଭାଗର ଶାସନ ସଚିବଙ୍କ ଠାରୁ ଅନ୍ୟ ଆଇଏଏସ୍ ଓ ଓଏଏସ୍…
Read More...

ବାତ୍ୟା କ୍ଷତିଗ୍ରସ୍ତ ଏସଏନସିୟୁ ସାତ ଦିନରେ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ନବଜାତ ଶିଶୁଙ୍କ ଚିକିତ୍ସାପାଇଁ ଅତ୍ୟନ୍ତ ଜରୁରୀ ଥିବା କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁଟି ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସପ୍ତାହକ ମଧ୍ୟରେ ଡାକକ୍ତରଖାନା କର୍ତୃପକ୍ଷ ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି…
Read More...

ପୁରୀରେ ବୁଲୁଛି ଭ୍ରାମ୍ୟମାଣ ମୋବାଇଲ୍ ଟାୱାର

ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ,…
Read More...

ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଆନନ୍ଦପୁର : ଓଲିଉଡ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ସଲୀଲ ମିତ୍ର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ତାଙ୍କର ଗୋଟିଏ ଗୋଡ଼…
Read More...