Browsing Category

Odisha

ବାତ୍ୟା ଫନୀର ୧୨ ଦିନ ପରେ ପୁରୀକୁ ଆସିଲା ବିଦ୍ୟୁତ

ପୁରୀ: ପ୍ରଳୟଙ୍କରୀ ବାତ୍ୟା ଫନି ପୁରୀ ସହର ସହ ପୁରୀ ଜିଲ୍ଲା , ଖୋର୍ଦ୍ଧା , ରାଜଧାନୀ ଭୁବନେଶ୍ୱର , କଟକ ଓ ଜଗତସିଂହପୁରରେ ବିଦ୍ୟୁତ ସରୋବରାହର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ଭ୍ରଷ୍ଟ କରି ଦେଇଥିଲା । କଟକ ଓ…
Read More...

କୁଳଢିଆ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ୩ ଫେରାର: ୧୦ କେଜି ହରିଣମାଂସ ଓ ମୁଣ୍ଡ ଜବତ

ନୀଳଗିରି: ବୁଧବାର ପାହାନ୍ତାରେ କୁଳଢିଆ ଅଭୟାରଣ୍ୟରୁ ୮ ଜଣ ଶିକାରୀଙ୍କ ଠାରୁ ୧୦ କିଲୋରୁ ଊର୍ଦ୍ଧ୍ୱ ହରିଣ ମାଂସ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।ସମ୍ପୃକ୍ତ ଶିକାରୀମାନେ ହରିଣ ଶିକାର କରି ଫେରୁଥିବା କଥା…
Read More...

୯ଟି ଗାଡି ପୋଡି ଦେଲେ ମାଓବାଦୀ

କଳାହାଣ୍ଡି : କଳାହାଣ୍ଡିରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ୯ଟି ଗାଡି ପୋଡି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୩୦ ରୁ ୪୦ ସଶସ୍ତ୍ର ମାଓବାଦୀ ନୂଆମୁଣ୍ଡା ଠିକା କ୍ୟାମ୍ପକୁ ଆସି ଏପରି କାଣ୍ଡ…
Read More...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍‍ ସେବା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ବିଧ୍ୱସ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍‍ ସେବା । ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକ୍ଷମ କରିଛନ୍ତି…
Read More...

ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସୂଚନା ପାଇଲାମାତ୍ରେ ତୁରନ୍ତ ପଦକ୍ଷେପ ନେବାକୁ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଯେକୌଣସି ଖବରକୁ ଗୁରୁତ୍ୱ ଦେବା ସହିତ ସେ ଦିଗରେ ତକ୍ରାଳ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ…
Read More...

ଜୁନ ୪ରେ କେରଳ ଛୁଇଁବ ମୈାସୁମୀ: ଦୁଇ ସପ୍ତାହ ପରେ ଓଡ଼ିଶା ଆଗମନ

ଭୁବନେଶ୍ୱର: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ପ୍ରବଳ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରିଲାଣି । ଜୁନ ୪ରେ ମୈାସୁମୀ କେରଳ ଛୁଇଁବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି…
Read More...

ମଇ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦିକା ଜାହାନାରା ବେଗମଙ୍କ ସୂଚନା ଅନୁଯାୟୀ ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା…
Read More...

ବିଜୁଳି ପାଇଁ ବାଣୀବିହାରରେ ଉତ୍ତେଜନା

ଭୁବନେଶ୍ୱର : ବାଣୀବିହାରରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଫନିକୁ ୧୧ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ଆସିପାରିନାହିଁ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଏ ନେଇ…
Read More...

ବିଜେଡିରୁ ବରି ବ୍ଲକ୍ ସଭାପତି ନିଲମ୍ବିତ

ଯାଜପୁର:ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ୍ ବିଜେଡି ସଭାପତି ସେକ୍ ସଫିକଉଦ୍ଦିନ୍ (ଟାଲି)ଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିରୁ ନିଲମ୍ବିତ କରିଥିବା ଜଣାଯାଇଛି। ତାଙ୍କ ବିରୋଧରେ ଗତ…
Read More...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ବର : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ସିଆଇଡି ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ…
Read More...

ଆଜିଠାରୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି ।ହେଲେ ଏବେ ମେସିନ୍ ଟିକେଟ ଜରିଆରେ ନୁହେଁ ବରଂ ମାନୁଆଲ୍ ଟିକେଟରେ ମନ୍ଦିର ଭିତରକୁ…
Read More...

ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତି ପରକ୍ଷିଲେ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରକ୍ଷିଛନ୍ତି ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା । ଗାଁରେ ଥିବା ଆଶା…
Read More...

ରିଲିଫ୍‍ ପାଣ୍ଠିକୁ ୨ମାସର ଦରମା ଦେଲେ ବାଚସ୍ପତି ପ୍ରଦୀପ କୁମାର ଅମାତ

ଭୁବନେଶ୍ୱର: ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୨ ମାସର ଦରମା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫୋନୀ ବାତ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ…
Read More...

ଫନି ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ‘ଫନି’ ହେତୁ କ୍ଷୟକ୍ଷତି ହୋଇଥିବା ଜିଲ୍ଳାଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ସଂନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଆଜି  ଏହି ଟିମ୍‌ ବାତ୍ୟାରେ ବିଶେଷ ଭାବେ…
Read More...