Browsing Category

Odisha

୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢିଲା ତିତ୍ ଲି ମୃତକଙ୍କ ପାଇଁ ଅନୁକମ୍ପା ସହାୟତା ରାଶି

ଭୁବନେଶ୍ବର  :  ତିତଲି ପ୍ରଭାବରେ ଛାରଖାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ…
Read More...

ପୁଣି କ୍ଷମା ମାଗିଲେ ଅଭିଜିତ, ୨୩ରେ ବିଧାନସଭା ଗୃହ କମିଟି ଆଗରେ ହେବେ ହାଜର

ଭୁବନେଶ୍ବର  : ଅକ୍ଟୋବର ୨୩ରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର ମିତ୍ର । ୨୨ରେ ଓଡ଼ିଶା ଆସିବି, ୨୩ରେ ଗୃହ କମିଟି ଆଗରେ ହାଜର ହେବି ବୋଲି ଅଭିଜିତ୍ ଏକ ସାକ୍ଷାତକାରରେ କହିଛନ୍ତି । ଓଡ଼ିଶା ସଂସ୍କୃତି…
Read More...

ତିତିଲି ଠୁ ଆଉ ଏକ ପ୍ରୟଳଙ୍କାରୀ ସାମୁଦ୍ରିକ ଝଡ ମାଡି ଆସୁଛି ଜାଣନ୍ତୁ ଖବର ଉପରେ କଣ କହୁଛନ୍ତି ଏସଆରସି

ଭୁବନେଶ୍ୱର : ବାତ୍ୟା ତିତିଲିର ତାଣ୍ଡବର କ୍ଷତ ଶୁଖିନି । ଲୋକେ ଏବେ ବି ଦୁର୍ଦଶାରେ ଅଛନ୍ତି । ବାତ୍ୟା ଓ ପରବର୍ତୀ ବନ୍ୟା ଉଜାଡି ଦେଇଛି ଲୋକଙ୍କ ଧନ ଜୀବନ । ରିଲିଫ ଓ ଧଇଥାନ କାମରେ ଲାଗିଛନ୍ତି ସରକାର । ଏବେ ବି ଅନେକ ଲୋକ…
Read More...

ଗଜପତିରେ ପ୍ରଭାବିତ ପରିବାରକୁ ଦୁଇମାସର ଚାଉଳ ୧ହଜାର ଟଙ୍କା ସହାୟତା ରାଶିଦେବାକୁ ନିର୍ଦେଶ

ଭୁବନେଶ୍ବର : ଯେତିକି ଅନୁମାନ କରାଯାଉଥିଲା ତିତଲି କ୍ଷୟକ୍ଷତି ତାଠାରୁ କେତେଗୁଣା ଅଧିକା।  ସରାକରଙ୍କ ଟେନସନ ବଢ଼ାଉଛି ଗଜପତି । ବଢ଼ୁଛି ମୃତ୍ୟୁ ସଂଖ୍ୟା। ୪୧ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ କହିବା…
Read More...

ନୂତନ ରେକର୍ଡ : ପାରାଦୀପ ବନ୍ଦରରେ ୨୪ ଘଣ୍ଟାରେ ଲାଗିଲା ୨୭ ଜାହାଜ

ପାରାଦୀପ : ୨୭ଟି ଜାହାଜରୁ ପଣ୍ୟ ଖଲାସ ଓ ବୋଝେଇ କରାଯିବା ଫଳରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି । ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜାହାଜରୁ ପଣ୍ୟ ଖଲାସ୍ ଓ ବୋଝେଇ କରି ହୋଇଥିବା ରେକର୍ଡ ଆଜି ଭଙ୍ଗ ହୋଇଛି । ୧୦୦ ମିଲୟନ…
Read More...

ବଣେଇ ଜାମଢ଼ିରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ୧୧ ଶ୍ରମିକ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଣେଇ ଉପଖଣ୍ଡ ଜାମଢ଼ିହିରୁ କୁଞ୍ଚପାଣିକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏନ୍ବିସିସି ସଂସ୍ଥା ଦ୍ୱାରା ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୧୧ ଜଣ ଶ୍ରମିକ ଆହତ…
Read More...

ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ସହାୟତା

ଭୁବନେଶ୍ୱର : ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳବ । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…
Read More...

“ମି ଠୁ” ଜରିଆରେ ମୁହଁ ଖୋଲିଲେ ସୋନା ମହାପାତ୍ର, ଫଶିଲେ କୈଲାସ କୈର ଓ ଅନ୍ନୁ ମଲିକ

ମୁମ୍ବାଇ : ବଲିଉଡରେ କିଛିଦିନ ହେବ ଯୌନ ନିର୍ଯ୍ୟାତନାକୁ ନେଇ ଝଡ ଲାଗିରହିଥିବାର ଦେଖିବାକୁ ମିଳୁଛି । ସତରେ ଏହି ଝଡକୁ ଦେଖି ଅନୁମାନ କରିହେଉଛି ବଲିଉଡରେ ଯେପରି କାହାର ନଜର ଲାଗି ରହିଛି । “ମି ଠୁ” ଅଭିଯାନକୁ ନେଇ ସାରା…
Read More...

କାହ୍ନା ପ୍ରେମରେ ଉବୁଟୁବୁ ସୁନ୍ଦରୀ

ଅନଗୁଳ : ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନେଇ ପୁଣି ଚର୍ଚ୍ଚା । ଏଥର ଚର୍ଚ୍ଚା ସୁନ୍ଦରୀର ହିଂସ୍ର ଅବତାରକୁ ନେଇ ନୁହେଁ, ବରଂ କାହ୍ନା ସହ ପ୍ରେମକୁ ନେଇ । ଆଠମଲ୍ଲିକ ଛାଡି ସୁନ୍ଦରୀ ଏବେ ସାତକୋଶିଆର କୋର୍ ଏରିଆରେ ।…
Read More...

୯ରେ ଲଘୁଚାପ, ୧୧ରୁ ୧୩ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ମଙ୍ଗଳବାର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୧ରୁ ୧୩ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ପ୍ରକାଶ…
Read More...

୬ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି, ଦେଖନ୍ତୁ ଭିଡିଓ କେମିତି ଆସୁଛି ବର୍ଷା

ଭୁବନେଶ୍ୱର : ଅସନ୍ତା ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ ଓଡିଶାରେ ଏହି ବର୍ଷା ହୋଇପାରେ । ଦକ୍ଷିଣ- ପଶ୍ଚିମ ମୈସୁମୀବାୟୁର ପ୍ରଭାବରେ ଏହି ବର୍ଷା…
Read More...

ନିଷ୍ଠୁର ସ୍ୱାମୀ : ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

ଯାଜପୁର : ଯାଜପୁରରୋଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣଆ ଘଟିଛି । ଚଳନ୍ତା ଟ୍ରେନରୁ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଲି ଦେଇଛି । ରବିବାର ସଂଧ୍ୟାରେ ଘଟିଛି ଏହି ଘଟଣା । ଟ୍ରେନରୁ ପଡି ମହିଳା ଗୁରୁତ୍ୱର ହୋଇଥିବାରୁ ତାଙ୍କୁ…
Read More...

ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୫ ପ୍ରଶାସନିକ ଅଧିକାରୀ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ…
Read More...

ଟିକା ଦେବାକୁ କହି ମେଡିକାଲରୁ ଶିଶୁ ଚୋରୀ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଗୋଟିଏ ୨ ଦିନର ଶିଶୁକନ୍ୟାକୁ ଜଣେ ଯୁବତୀ ଟିକା ଦେବା ବାହାନାରେ ନେଇ ଚମ୍ପଟ ମାରିଛି । ପରିବାର ଲୋକେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।…
Read More...