Browsing Category

Odisha

ଦେଖିବ ଆସ ସୁନ୍ଦରୀ ଖୋଜୁଛି ମଣିଷ ମାଂସ

ଅନୁଗୋଳ : ସୁନ୍ଦରୀ ପାଇଁ ଥିଲା ରାଣୀ ପରି ଆଦର । ହେଲେ ସୁନ୍ଦରୀ ଏମିତି ହେବ, ମଣିଷ ମାରିବ ତାହା କେହି କେବେ ଭାବି ନଥିଲେ । ହେଲେ ଏବେ ସୁନ୍ଦରୀ ପାଟିରେ ଲାଗିଛି ମଣିଷ ରକ୍ତ କଞ୍ଚା ମାଂସ ଖୋଜୁଛି ସୁନ୍ଦରୀ । ଏହାକୁ ନେଇ…
Read More...

ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ , ୫ ଆହତ

ରାୟଗଡ଼ା :  ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାରୁବାଇ ଗାଁର ଆଶ୍ରମ ବିଦ୍ୟାଳୟରେ ଅଘଟଣ । ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ , ୫ ଆହତ ।  ଡାକ୍ତରଖାନା ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମୀରାବାଲି ଗାଁର…
Read More...

ଦାବି ପୁରଣ ଲାଗି ୩ ମାସ ସମୟ ମାଗିଲେ ସରକାର,ଶୁଣିଲେନି ଶିକ୍ଷକ,ସମୁହ ଇସ୍ତଫା ଧମକ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ୩୧୪ଟି ବ୍ଲକ ସମେତ ବିଧାନସଭା ସମ୍ମୁଖରେ ଚାଲିଥିବା ଗଣଧାରଣାକୁ ୨୮ଦିନ ପୂରି ଯାଇଛି । ତେବେ ବାଚସ୍ପତି ଏବଂ ବିରୋଧିଦଳଙ୍କ ଚାପରେ ପ୍ରଥମ ଥର ପାଇଁ…
Read More...

ମୁଖା ପିନ୍ଧା ଲୁଟେରା ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗୀର  : ବଲାଙ୍ଗୀରେ ଏକ ବଡ ଧରଣର ଲୁଟ ହୋଇଛି । ବ୍ୟାଙ୍କ କର୍ମଚାରୀ ଟଙ୍କା ନେଇ ଯାଉଥିବାବେଲେ ଲୁଟେରା ମୁଖାପିନ୍ଧି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ୧୯ ଲକ୍ଷ । ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡା ବ୍ୟାଙ୍କୁ ଏକ…
Read More...

ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟପଟ ହେଉଥିଲେ ବାପା,ବଞ୍ଚାଇବାକୁ ଯାଇ ପୋଷଣାହାରୀ ପୁଅର ବି ଗଲା ଜୀବନ

ଭଞ୍ଜନଗର: ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟ ପଟ ହେଉଥିଲେ ବାପା । ଆଉ ବାପାକୁ ବଞ୍ଚାଇବାକୁ ଯାଇ ତାରରେ ଝୁଲି ପଡିଲେ ପୁଅ । ବାସ ବଦ୍ୟୁତ ଆଘାତରେ ଉଭୟ ବାପ- ପୁଅଙ୍କ ମୃତ୍ୟୁ ହେଲା । ଏମିତି ଦୁଖଦ ଘଟଣା ଘଟିଛି ଗଞ୍ଜାମ…
Read More...

ରକ୍ତମୁଖା ଭାଲୁ ଗାଁରେ ପସି ୮ ଜଣଙ୍କୁ କଲା ଘାଇଲା,ଗାଁରେ ଭାଳେଣି

ନୂଆପଡା : ନୂଆପଡାରେ ଭାଲୁ ଆତଙ୍କ । ଏକ ଗାଁରେ ପଶି ଆତଙ୍କ  ଚଳାଇଛି ଭାଲୁ । ରକ୍ତମୁଖା ଭାଲୁ ଏମିତି ମାତିଛି ଯେ ତାର ଆକ୍ରଣରେ ୮ ଜଣ ଲୋକ ଘାଇଲା ହୋଇ ଚାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣଆ ଘଟିଛି   ନୂଆପଡା…
Read More...

ପୁଣି ୨୪ ଘଣ୍ଟା ବର୍ଷା ଛେଚିବ !

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବ । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ…
Read More...

କାଲି ପ୍ରବଳ ବର୍ଷିବ : ସବୁ ଅଙ୍ଗନୱାଡି ଓ ସ୍କଲ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଲି ପ୍ରବଳ ବର୍ଷା ସମ୍ଭାବନା । ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର…
Read More...

ଆହୁରି ୨ ଦିନ ବର୍ଷିବ! ୧୮ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ…
Read More...

ରସିକିଆ ଜେଲର ବଦଳିଲେ,ଫେସ ବୁକ ଓ ମିସିଡ୍‍ କଲରୁ ପ୍ରେମ କରି ଦୁଇ ମହିଳାଙ୍କୁ ପ୍ରତାରଣା କରିବା ହୋଇଥିଲା ଅଭିଯୋଗ

ଭୁବନେଶ୍ୱର : ଭଦ୍ରକ ଜେଲର ରସିକିଆ ଜେଲରଙ୍କ ବଦଳି ହୋଇଛି । ଦୁଇ ଜଣ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରୋପରେ ବଦଳିଛନ୍ତି ରସିକିଆ ଜେଲର । ଡିଆଇଜି ପ୍ରିଜିନ୍ସ ଓ ଏସଏସସିଙ୍କ ମିଳିତ ତଦନ୍ତ ପରେ ତାଙ୍କୁ ମଦନପୁର ରାମପୁର ସବ…
Read More...

ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ – ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା' ଓଡିଶା ସରକାରଙ୍କ ନିଜସ୍ବ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯୟକ୍ରମ । ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ । କତେକ ଗଣମାଧ୍ୟମରେ ଧାରଣା ସୃଷ୍ଟି ହୋଇଛି ଯେ…
Read More...

ଗୁରୁଦିବସକୁ କଳା ଦିବସ ପାଳିଳେ ଶିକ୍ଷକ,ରାସ୍ତାରେ ଶୁଭିଲା ଗୁରୁବନ୍ଦନା

ଭୁବନେଶ୍ବର : ଆଜି ଗୁରୁ ଦିବସ, ହେଲେ ସ୍କୁଲରେ ତାଲା ପକାଇ ଶିକ୍ଷକ ପାଳିଲେ କଳା ଦିବସ । ପୂର୍ଣ୍ଣ ଅନୁଦାନ ଦାବିରେ ରାଜ୍ୟର ହଜାର ହଜାର ଶିକ୍ଷକ ୨୧ ଦିନ ହେଲା ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନେ କଳା ଦିବସ…
Read More...

କୂଅରେ ପଡିଗଲା ନାବାଳକ ସାଙ୍ଗ, ଉଦ୍ଧାର ପାଇଁ ଡେଇଁପଡି ସାଙ୍ଗ ବି ଦେଲା ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବଡ଼କୁମୁଲି ଗାଁ ରେ ଘଟିଛି ଅଘଟଣ । ଗାଁ ର ଦୁଇ ନାବାଳକ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ଆଜି ଗ୍ରାମର ଚାରି ଜଣ ନାବାଳକ ସ୍କୁଲ ସାରି ଏକ ଚାଷ ଉଦେଶ୍ୟରେ…
Read More...

ସ୍କୁଟିକୁ ଧକ୍କାଦେଲା କାର  ବାପ- ପୁଅ ସମେତ ତିନି ମୃତ

ଭୁବନେଶ୍ବର : କଟକ – ପାରାଦୀପ ରାସ୍ତାରେ ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଛି । ପଥୁରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଧକ୍କା ଦେଇଛି ଏକ କାର । ଏଥିରେ ଘଟଣା ସ୍ଥରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।…
Read More...