Browsing Category

Odisha

କାଲିଠୁ ବର୍ଷିବ,୨୮ ଯାଏ ଉପକୂଳ ଓଡିଶା,ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଛେଚିବ

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଅଞ୍ଛଳରେ ଳଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହେବ । ଆସନ୍ତା କାଲି ଠାରୁ ଉପକୂଳ ଓଡିଶା,ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା…
Read More...

ଛାତ ଉପରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ,ଇଦ୍‍ ପାଳନ ଲାଗି ଦାଦାଙ୍କ ଘରକୁ ଆସିଥିଲେ

ମେରଟ : ଇଦ୍‍ ପାଳନ ଲାଗି କେତେ ଖୁସିରେ ଦାଦା ଘରକୁ ବୁଲି ବାକୁ ଆସିଥିଲେ ୮ ବର୍ଷର ନାବାଳିକା । ହେଲେ ତାଙ୍କର ସେଇ ଖୁସି ରହିଲା ନାହିଁ । ଘର ପାଖର ଜଣେ ଯବକ ଜୋର ଜବରଦସ୍ତ ଟେକିନେଇ ଦୁଷ୍କର୍ମ କଲା । ତାହା ପୁଣି ମସଜିଦର…
Read More...

ବାଜପେୟୀଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ପୋଖରୀପୁଟ ଓଭର ବ୍ରିଜରେ କରେଣ୍ଟ ଲାଗି ଯୁବକ ମୃତ,୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ପୋଖରୀପୁଟରେ ଆଜି ( ଗୁରୁବାର ) ଉଦଘାଟିତ ହୋଇଥିବା ଓଭରବ୍ରିଜରେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ନାଁ ସୀମାଞ୍ଚଳ ପଣ୍ଡା ତାଙ୍କ ଘର ବ୍ରହ୍ମପୁର । ସେ ସୁନ୍ଦରପଦାରେ ରହୁଥିଲେ ।…
Read More...

ଜିଲ୍ଲାପଳଙ୍କ ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପଳଙ୍କ ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ । ଢେଙ୍କାନାଳରେ ଟ୍ରାଫିକ ସମସ୍ୟା ଓ ରୋଗ ସେବା ବିପର୍ଯ୍ୟସ୍ତକୁ ବିରୋଧ କରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅଣ୍ଡା ମାଡ କରାଯାଇଛି । ଜିଲ୍ଲାରେ…
Read More...

ଓଡ଼ିଶାରେ ବାଜପେୟୀଙ୍କ ଅସ୍ଥି , ମହୋଦଧୀରେ ବିସର୍ଜନ ହେବ

ଭୁବନେଶ୍ବର : ଓଡିଶା ଆସିଲା ଅଟଳଜୀଙ୍କ ଅସ୍ଥି କଳସ । ଦିଲ୍ଲୀରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା ସାମିଲ ହୋଇ ଗ୍ରହଣ କରିଛନ୍ତି ଅସ୍ଥି କଳସ । ଆଜି ରାତିରେ ଏହି କଳସ ପାର୍ଟି ଅଫିସରେ ରହିବା ପରେ କାଲି…
Read More...

ଅଟଳଜୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବିଜେପି ରାଜ୍ୟ ସଭାପତି, ୨୩ରେ ମହୋଦଧିରେ ହେବ ବିସର୍ଜନ,୨୪ରେ ସାର୍ବଜନୀନ ପ୍ରାର୍ଥନା…

ଭୁବନେଶ୍ୱର : ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ ଦିଲ୍ଲୀରେ ଗ୍ରହଣ କରିଛନ୍ତି ବିଜପେି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ…
Read More...

ବର୍ଷା ଓ ବାତ୍ୟା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟବ୍ୟାପୀ ବର୍ଷା ଓ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାରାଦୀପ ବନ୍ଦର ସାମୁଦ୍ରିକ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାରାଦୀପ ବନ୍ଦର ସାମୁଦ୍ରିକ ବିଭାଗ ପକ୍ଷରୁ…
Read More...

ସାରା ରତି ଉଜାଗରରେ ଧାରଣା ଦେଲେ ଶିକ୍ଷକ

ଭୁବନେଶ୍ୱର : ନୋସନାଲ ଜିଆଇଏ ବ୍ୟବସ୍ଥା ଲାଗୁ କରିବା ସମେତ ୭ ଦଫା ଦାବି ପୂରଣ ପାଇଁ ମିଳିତମଞ୍ଚ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି । ଆଜିକୁ ୫ ଦିନ ହେବ ଗାନ୍ଧୀମାର୍ଗରେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅହୋରାତ୍ର…
Read More...

୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ  ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା ବେଳେ ଆଜି ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା…
Read More...

ଜୀବନ୍ତ ଜଳିଗଲେ ଭାଇ ଭଉଣୀ

ବୋରିଗୁମ୍ମା : କୋରାପୁଟ ବୋରିଗୁମ୍ମା ଵ୍ଳକ ଅନ୍ତର୍ଗତ ତାରାଗାଁରେ  ଅଘଟଣ। ଘରେ ନିଆଁ ଲାଗିଯିଵାରୁ ଜୀବନ୍ତ ଜଳିଗଲେ ଭାଇ ଭଉଣୀ।୬ ଵର୍ଷର କୁନି ଝିଅର ମୄତ୍ୟୁ ହୋଇଥିବା ଵେଳେ ଜୀବନ ମରଣ ସହ ସଂଘର୍ଷ କରୁଛି ୭ ମାସର କୁନି…
Read More...

ସାବାସ ଆଶା ଦିଦି : ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜିଛି ଡଙ୍ଗା ,ସାହାସର ସହ ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ତେଲକୋଇ : ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜିଛି ଡଙ୍ଗା। ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଲୋକେ ଡଙ୍ଗାର ସାହାର୍ଯ୍ୟ ନେଇଛନ୍ତି । ଆଉ ବିପଦ ସଂଙ୍କୁଳ ଅବସ୍ଥାରେ ଗର୍ଭବତୀଙ୍କୁ ନଦୀ ପାର କରାଉଛନ୍ତି । ସାହସର ସହ ଏହି…
Read More...

୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର   : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…
Read More...

ଭଉଣୀକୁ ବଞ୍ଚାଇବାକୁ ନଦୀକୁ ଡେଇଁଲେ ଭାଇ, ଭଉଣୀକୁ ଉଦ୍ଧାର କଲେ ଗାଁ ଲୋକେ  ଭାସି ଗଲେ ଭାଇ

ଭଦ୍ରକ: ଭଉଣୀକୁ ନଦୀରୁ ଭାସି ଯିବାରୁ ବଞ୍ଚେଇବାକୁ ଯାଇ ନଦୀରେ ଭାସିଗଲେ ଭାଇ । ଏମିତି ଘଟଣା ଘଟିଛି ଭଦ୍ରକ ତିହିଡିର ବଉଳ ପାଳ ଗାଁରେ ।ଭାଇ ଭଉଣୀ ଦୁହେଁ ବାଇକରେ ଯାଉଥିଲେ । ଆସବଧାନତା ବସତ ଭଉଣୀ ନଦୀକୁ ଖସିପଡିଲେ । ଆଉ…
Read More...