Browsing Category

Odisha

ମହାନଦୀ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହଙ୍କ ବକ୍ତବ୍ୟ ନିନ୍ଦନୀୟ-କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହାନଦୀ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହଙ୍କ ବକ୍ତବ୍ୟ ନିନ୍ଦନୀୟ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନଦୀ…
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ମହାନଦୀ ଜଳ ବିବାଦ : ଛତିଶଗଡ ମୁଖ୍ୟମନ୍ତ୍ରୀ ରମ ସିଂହଙ୍କ ବିବାଦୀୟ ବୟାନକୁ ନେଇ ଓଡିଶାରେ ପ୍ରତିକ୍ରିୟା

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ତେଜିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଉପରେ ଓଡିଶାରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ରହିଛି,…
Read More...

ତେଲ ଦର ବୃଦ୍ଧି ପ୍ରତିବାଦ : ରାଜଭବନ ଆଗରେ ବିଜେଡିର ଧାରଣା, ଆହୁରି ୨ ଦିନ ପ୍ରତି ବ୍ଲକରେ ଆନ୍ଦୋଳନ

ଭୁବନେଶ୍ବର : ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ରାଜଭବନ ଆଗରେ ଧାରଣା ଦେଇଛି ଦଳ । ଉତ୍ପାଦ ଶୁଳ୍କ ଛାଡ଼ କରିବା ଦାବିରେ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି । ତେବେ ପେଟ୍ରୋଲ ଓ…
Read More...

କାଲି ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର :  ଆସନ୍ତାକାଲି ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍ । ରାଜଭାବନରେ ହାଇକୋର୍ଟର ମୁଖ୍ୟ ଡିଚାରପତି ଜଷ୍ଟିସ୍ ବିନୀତ ଶରଣ ତାଙ୍କୁ ଶପଥ ପାଠ କରାଇବେ । ଓଡ଼ିଶା ଦାୟିତ୍ବରେ ଥିବା ବିହାର ରାଜ୍ୟପାଳ…
Read More...

ରାଜ୍ୟରେ ଗଡିଲା ପରୀ ଏକ୍ସପ୍ରେସ : ଶିଶୁ ଯୌନ ନିର୍ଯାତନା ସମ୍ପର୍କରେ କରିବ ସଚେତନ

ଭୁବନେଶ୍ବର : ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ବ । ଆସ ଆମେ ଏକାଠି ହେବା, ଶିଶୁ ନିର୍ଯାତନା ବନ୍ଦ କରିବା । ଏହି ଲକ୍ଷ୍ୟ ନେଇ ରାଜ୍ୟରେ ଗଡିଲା ପରୀ ଏକ୍ସପ୍ରେସ । ଭୁବନେଶ୍ବରରେ ପରୀ ଏକ୍ସପ୍ରେସର ଶୁଭ ଉଦଘାଟନ କରିଛନ୍ତି…
Read More...

ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ପରେ ହଟିଲେ ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର : ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ବିଜୁ ପଟ୍ଟନାୟକ ବୈଷୟିକ ବିଦ୍ୟାଳୟ(ବିପିୟୁଟି) ଭିସି ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଉତ୍ତରାଞ୍ଚଳ ଆରଡିସି ଡି.ଭି ସ୍ୱାମୀ…
Read More...

ଜନକଲ୍ୟାଣ ସମାବେଶ ଫଲୋଅପ : ମୋଦିଙ୍କ ଗସ୍ତ ୧୨୦ ମିଶନ ସଫଳତାକୁ ରାସ୍ତା ଦେଖାଇବ-ବିଜେପି,ପ୍ରଭାବ ପଡିବନି -ବିରୋଧୀ

ଭୁବନେଶ୍ବର : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରୁ କେତେ ଫାଇଦା ପାଇବ ବିଜେପି । ରାଜ୍ୟରାଜନିତୀରେ ଏହାର ପ୍ରଭାବ କେତେ ପଡିବ ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା । ୨୦୧୯ ବିଜେପିର ୧୨୦ ମିଶନକୁ  ମୋଦିଙ୍କ ଜନ…
Read More...

ଛିଡୁନି ମହାନଦୀ ମହା ଦ୍ୱନ୍ଦ : ମୋଦିଙ୍କ ମନ୍ତବ୍ୟକୁ ନେଇ ପୁଣି ବିଜେଡି ବିଜେପି ମୁହାଁ ମୁହିଁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ବର୍ଷ ସରକାରର ହିସାବ ଦେଇ ଚାଲିଗଲେ, ହେଲେ ମହାନଦୀ ହିସାବକୁ ଗଡବଡ କରିଦେଲେ । ଟ୍ରିବ୍ୟୁନାଲ ନେଇ ମୋଦି ଦେଇଥିବା ମନ୍ତବ୍ୟକୁ ଗଣ୍ଠି କରି ଏବେ ବିଜେଡି ମୋଦିଙ୍କୁ ଟାର୍ଗେଟ…
Read More...

ବଲାଙ୍ଗୀର ରେଲଓ୍ବେ ଷ୍ଟେସନ ଶୌଚାଳୟରୁ ଯାଆଁଳା ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ରେଲଓ୍ବେ ଷ୍ଟେସନର ଶୌଚାଳୟ ଭିତରୁ ଉଦ୍ଧାର ହୋଇଛନ୍ତି ଦୁଇ ଶିଶୁ କନ୍ୟା । ଯାଆଁଳା ଶିଶୁ କନ୍ୟାଙ୍କୁ ଛାଡି କୁଆଡେ ଚାଲି ଯାଇଛି ମାଆ । ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ରେଲୱେ ପୋଲିସ ଚାଇଲ୍ଡଲାଇନ…
Read More...

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର :  ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି । କେନ୍ଦ୍ର ସରକାର ତୈଳଦର ବୃଦ୍ଧି ରୋକିବାରେ ବିଫଳ ହୋଇଛି । ଅର୍ନ୍ତଜାତୀୟ ବଜାରରେ ଅସୋଧିତ ତୈଳ ଦର କମ ଥିଲେ ବି ପେଟ୍ରୋଲ ଓ ଡିଜେଲ ଦର…
Read More...

ଶିଶୁ ନିର୍ଯାତନା ,ବଢୁଥିବା ଦୁଷ୍କର୍ମ ଘଟଣାକୁ ରୋକିବା ପାଇଁ ରାଜ୍ୟବ୍ୟାପି ଗଡିବ ପରୀ ରଥ

ଭୁବନେଶ୍ୱର  : ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ବ। ଅାସ ଅାମେ ଏକାଠି ହେବା, ଶିଶୁ ନିର୍ଯାତନା ବନ୍ଦ କରିବା। ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ରୋକିବା ପାଇଁ ଓଡିଶା ପୋଲିସ ଏଭଳି କିଛି ସ୍ଲୋଗାନ ଦେଇ ଅାରମ୍ଭ…
Read More...

 ମନ୍ କି ବାତ୍ କାର୍ଯ୍ୟକ୍ରମରେ କଟକର ଚା’ବିକାଳି ପ୍ରକାଶ ରାଓଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କଟକ :  ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ମନର କଥାରେ କଟକର ଚା’ ବିକାଳି ପ୍ରକାଶ ରାଓଙ୍କ ବିଷୟରେ କହିଛନ୍ତି ମେ।ଦି । ଜଣେ ଚା’ ବିକାଳି ହେ।ଇ ବସ୍ତି ଶିଶୁଙ୍କ…
Read More...

୧୨ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ହଟିବ ବ୍ଲକ ଗ୍ରାଂଟ୍

ଭୁବନେଶ୍ୱର: ଶନିବାର ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ୍‌ ବୈଠକରେ…
Read More...