Browsing Category

Odisha

ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଟକ : ଯେତେବେଳେ ଓଡ଼ିଶାରେ ଏବେ ମହାନଦୀ ହେଉଛି ହଟ୍‌ ଟପିକ୍‌ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ କ’ଣ କହିବେ ତାକୁ ନେଇ ଥିଲା ସମସ୍ତଙ୍କ ଅପେକ୍ଷା । ଆଉ ମହାନଦୀ କଥା ଉଠାଇ ମୋଦି କହିଥିଲେ…
Read More...

ଶନିବାର ଅପରାହ୍ନ ୩ ଟାରେ ପହଞ୍ଚିବେ ମୋଦି : ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ୍ ଡିଜି

ଭୁବନେଶ୍ବର : କାଲି କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପୁରା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ୍ ଡିଜି । ବିମାନବନ୍ଦର, ହେଲିପ୍ୟାଡ, ସଭାସ୍ଥଳଠାରୁ ଆରମ୍ଭ କରି କଟକ ଭୁବନେଶ୍ବର…
Read More...

ହାଲ ସୁନା ବେଡା ପରିସରେ ଆସମାକ ଓ ହାଲ ପକ୍ଷରୁ ଫିଟର ଲାବ ଉଦଘାଟିତ

ସୁନା ବେଡା : ହିନ୍ଦୁସ୍ଥାନ ଏରୋନେଟିକ ଲିମି଼ଟେଡ ହାଲ ସୁନା ବେଡା ପରିସରେ ଆସମାକ ଓ ହାଲ ପକ୍ଷରୁ ଏକ ଫିଟର ଲାବ ଉଦଘାଟିତ ହୋଇଯାଇଛି । ହାଲର ଇଡି ଦେବାଶିଷ ଦେବ,ବିଡିଓ ତ୍ରୀନାଥ ମାଝୀ ଓ ଆସମାକ୍ ପକ୍ଷରୁ ପିଆରଓ ଜଳଧ ଦାସ…
Read More...

ବିଜେଡିରେ ବଢିଲା ରଘୁଙ୍କ ଓଜନ : ଉଠାଜଳସେଚନ ନିଗମର ଅଧ୍ୟକ୍ଷ ସହ କ୍ୟାବିନେଟ ପ୍ୟାହା ଦେଲେ ନବୀନ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ପୁଣି ମନେ ପକାଇଛନ୍ତି ନବୀନ । ରଘୁଙ୍କୁ ବିଜେଡିରେ ପୁଣି ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଘୁନାଥ ମହାନ୍ତିଙ୍କୁ ଓଡିଶା ଉଠାଜଳସେଚନ ନିଗମର…
Read More...

୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ : ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା, ବାଲିଯାତ୍ରା ପଡିଆରେ ମକଡ୍ରିଲ୍

ଭୁବନେଶ୍ବର : ୨୬ ତାରିଖରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା କରାଯାଇଛି । ସେପଟେ  ତଳ ବାଲିଯାତ୍ରା ପଡିଆରେ ହୋଇଛି ମକଡ୍ରିଲ୍ । ଭୁବନେଶ୍ବର ଓ କଟକରେ…
Read More...

ରେକର୍ଡ ଭାଙ୍ଗୁଛି ତେଲ ଦର : ଭାଟ ଛାଡକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ

ଭୁବନେଶ୍ବର : ସବୁଦିନ ରେକର୍ଡ ଭାଙ୍ଗୁଛି ତେଲ ଦର । ଲୋକେ ତ୍ରାହି ତ୍ରାହି ଡାକିଲେଣି, ହେଲେ ଟିକସକୁ ହିସାବ ଛିଣ୍ତୁନି। ରାଜ୍ୟ ସରକାର ଭାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି କି କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ଛାଡ…
Read More...

ଫୁଟବଲ୍ ଭଳି ଗଡ଼ାଇ ହାତୀ ଛାଡ଼ି ପଳାଇଲା, ବଞ୍ଚି ଗଲେରଘୁନାଥ

ଗଞ୍ଜାମ : ଗାଁ ଭିତରେ ପଶିଲେ ହାତୀ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ତେବେ ଗାଁ ପିଲାଏ ସେମାନଙ୍କୁ ରଗେଇ ଦେବାକୁ ଜଣଙ୍କୁ ଆକ୍ରମଣ କରିଛି ଗୋଟେ ହାତୀ । ଗ୍ରହ ତେଜ୍ ବା ହାତୀର ମୁଡ୍, ଦମେ ଫୁଟବଲ୍ ଭଳି ଗଡ଼ାଇବା ପରେ ହାତୀ…
Read More...

କୂଅରୁ ଉଦ୍ଧାର ହେଲେ ମା ଓ ୨ ଛୁଆ ଭାଲୁ

ନବରଙ୍ଗପୁର : ପାକଲା ଆମ୍ବ ଖାଇବାକୁ ତୋଟାକୁ ଆସିଥିଲେ । ଦୁଇ ଛୁଆଙ୍କୁ ଧରି ରାତିରେ ଆସିଥିଲା ମାଆ ଭାଲୁ । ହେଲେ ଆମ୍ବ ଖାଇଛନ୍ତି କି ନାହିଁ, କୂଅରେ ପଡ଼ିଗଲେ ମାଆ, ଛୁଆ ତିନିଟା ଯାକ । ସକାଳ ଯାଏଁ କୂଅ ଭିତରେ ବହେ…
Read More...

ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରେନ ଯାତ୍ରୀ

ଭୁବନେଶ୍ୱର : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରାୟ ଦୁଇ ହଜାର ଟ୍ରେନ ଯାତ୍ରୀ । ପୁରୀରୁ ଆସୁଥିବା ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର । ଲିଙ୍ଗରାଜ ଷ୍ଟେସନଠାରୁ ଦୁଇ କିଲୋମିଟର ଦୂରରେ…
Read More...

ଜୁନ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆସନ୍ତାଜୁନ୍ ୨୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ।୨୨ତାରିଖରୁ ପରୀକ୍ଷା ଆରମ୍ଭ ହୋଇ୨୯ତାରିଖରେ ଶେଷହେବ ।ପରୀକ୍ଷା ପାଇଁଗୁରୁବାରଠାରୁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହୋଇ…
Read More...

ତୈଳ ଦର ବୃଦ୍ଧି ପ୍ରତିବାଦ : ରାଜ୍ୟ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ…
Read More...

 ବିଶିଷ୍ଠ ଶିଳ୍ପପତି ବଂଶିଧର ପଣ୍ଡାଙ୍କ ପରୋଲୋକ

ଭୁବନେଶ୍ୱର  :  ଓଡିଆଶାର ବିଶିଷ୍ଠ ଶିଳ୍ପପତି ବଂଶିଧର ପଣ୍ଡାଙ୍କର ଦେହାନ୍ତ ହୋଇଯାଇଛି  । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା  । ମଙ୍ଗଳବାର ଭୁବନେଶ୍ୱର ବାସଭବନରେ ତାଙ୍କ ପରୋଲୋକ ହୋଇଯାଇଛି  । ଡକ୍ଟର ପଣ୍ଡାଙ୍କ…
Read More...

ଭୁବନେଶ୍ୱରରେ ନିର୍ମାଣଧୀନ କୃଷି ଭବନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର   :  ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ନିକଟରେ ନିର୍ମାଣଧୀନ ଥିବା କୃଷି ଭବନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ପାଇଁ ସେ ନିର୍ଦ୍ଦେଶ…
Read More...

ବିଜେଡି ସରକାରର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣରେ  ମନ୍ତ୍ରୀମାନଙ୍କୁ ଥ୍ରୀ-ଡି ଫଣ୍ଡା ପାଠ ପଢାଇଲେ ନବୀନ

ଭୁବନେଶ୍ବର  : ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ କଲା ରାଜ୍ୟର ବିଜେଡି ସରକାର । ବିଭାଗୱାରୀ ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ଯେଉଁଠି ସରକାର, ତାଙ୍କ ୧୮ ବର୍ଷର…
Read More...