Browsing Category
Odisha
ଆଜି ପଥର ବ୍ଲାଷ୍ଟିଂ କରାଯାଇ ଉଦ୍ଧାର କରାଯିବ ୨ଜେସିବି ଅପରେଟରଙ୍କୁ
ଜୟପୁର ରାଣୀଗଡ ପଥର କ୍ଵାରିରେ ଫସି ରହିଥିବା ୨ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଆଜି ପଥର ବ୍ଲାଷ୍ଟିଂ ହେବ । ଏଥିପାଇଁ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ । ଉଦ୍ଧାର ପାଇଁ ରାଞ୍ଚିରୁ ସେନା ଆସିଥିଲେ…
Read More...
Read More...
ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ରାଜଧାନୀରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଚନ୍ଦ୍ରଶେଖରପୁରର ପ୍ରତିମା ଦାସ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରତିମା । ୨ ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…
Read More...
Read More...
୯ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ
ଭୁବନେଶ୍ବର : ଆସନ୍ତା ୯ ତାରିଖରେ ଆସିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ୮ ତାରିଖ…
Read More...
Read More...
ନୂଆପଡା ହଳଦୀ ଗାଁରେ ପୁଣି ବାଘ ଆତଙ୍କ : ଶାରଦା ମନ୍ଦିରକୁ ବାଘ ଆସିବାକୁ ନେଇ ଚର୍ଚ୍ଚା
ନୂଆପଡା : ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ଗାଁ ନିକଟରେ ବୁଲୁଛନ୍ତି ବାଘ । କିଛି ଦିନ ତଳେ ଦୁଇଟି ବାଘକୁ ଏଠାରୁ ଧରା ଯାଇଥିବା ବେଳେ ପୁଣି ଗୋଟିଏ ବାଘ ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି । ତେବେ ବାଘଟି ଗାଁ…
Read More...
Read More...
ଗୁମା ପାହଡ ଧସିବା ଟ୍ରାଜେଡି : ସେନା ପରେ ବାୟୁ ସେନାକୁ ଭରସା, ୬ ଦିନ ପରେ ବି ପଥର ତଳୁ ଉଦ୍ଧାର ହୋଇପାରୁ ନାହାନ୍ତି…
ଜୟପୁର : ସେନା ଆସିଲା, ତଥାପି ବାୟୁ ସେନାକୁ ଅପେକ୍ଷା । ଲଗାତାର ୬ ଦିନ ଧରି ଅକ୍ଳାନ୍ତ ପରିଶ୍ରମ ପରେ ସପ୍ତମ ଦିନରେ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ଦିଲ୍ଲୀରୁ ବାୟୁସେନାର ଟେକ୍ନିକାଲ୍ ଟିମ୍ ଆସିବା ପରେ…
Read More...
Read More...
ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
କଟକ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ରତ୍ନଭଣ୍ଡାର…
Read More...
Read More...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା : ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...
Read More...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ଓ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । । ଦ୍ୱିତୀୟ ଭେ।ଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ…
Read More...
Read More...
ଦ୍ୱିତୀୟ ଦିନରେ ନୂଆପଡା ବନ୍ଦ ପାଳନ
ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ନୂଆପଡା ବନ୍ଦ ପାଳନ କରଯାଇଛି । ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି । କୁରୁମପୁରୀଠାରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ନୂଆପଡାରେ ବନ୍ଦ ଯେ।ଗୁଁ ଲୋକେ ପ୍ରଭାବିତ…
Read More...
Read More...
ଏଣିକି କପି ବନ୍ଦ : ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି
ଭୁବନେଶ୍ୱର : ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଣିକି ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତି ନିଆଯାଇଛି। ୨୦୧୮-୧୯…
Read More...
Read More...
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ବାଟ ଖୋଜୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର
ଭୁବନେଶ୍ବର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ଖସିବା ପାଇଁ ବାଟ ଖୋଜୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର । ସବୁ ଠିକ୍ ଠାକ୍ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି । ହେଲେ ଲୋକେ ଆଉ ବିଶ୍ବାସ କରିବା …
Read More...
Read More...
ପୁଣି ବିଧାନପରିଷଦ ଥୋପ : ବିଧାନ ପରିଷଦ ଗଠନ ଅନୁଧ୍ୟାନ ପାଇଁ ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ କମିଟି
ଭୁବନେଶ୍ବର : ତିନି ବର୍ଷ ପରେ ପୁଣି ଉଠିଲା ବିଧାନପରିଷଦ ପ୍ରସଙ୍ଗ । ବିଧାନ ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ ପାଇଁ ଏସଂପର୍କୀତ କମିଟି ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ । ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ରେ…
Read More...
Read More...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି । ଚାବି ହଜିଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବିକୁ ନେଇ ରାଜନୀତି ଜୋର ଧରିବା ବେଳେ ଦଇତାପତି…
Read More...
Read More...
ମହାନଦୀ ମହାସଂଗ୍ରାମର ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ହେବ: ବିଜେଡି
ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ଚାଲିଛି ଓ ଚାଲିବ । ଆଗକୁ ଏହାର ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରାଯିବ । ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର,…
Read More...
Read More...
