Browsing Category

Odisha

ଭୁବନେଶ୍ୱର ପଟିଆରେ ଲିଙ୍ଗରାଜ ବିସ୍କୁଟ କାରଖାନାରେ ନିଆଁ, ପୋଡିଗଲା ଟନ ଟନ ବିସ୍କୁଟ

ଭୁବନେଶ୍ବର:ନିଆଁରେ ଜଳିଗଲା ଭୁବନେଶ୍ୱର ପଟିଆରେ ଥିବା ଲିଙ୍ଗରାଜ ବିସ୍କୁଟ କାରଖାନା । କୋଟିଏରୁ ଅଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି । ଗତକାଲି ରାତିରୁ ନିଆଁ ଲାଗିଥିଲେ ବି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ…
Read More...

ହଳଦୀ ଗାଁରେ ପୁଣି ମାତିଛି ବାଘ : ଆଈ-ନାତୁଣୀଙ୍କୁ ମାରିଲା ଝାମ୍ପ

ନୂଆପଡ଼ା : ନୂଆପଡ଼ା ଖରିଆର ରୋଡ ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଆଈ-ନାତୁଣୀ ଘରେ ଶୋଇଥିବା ବେଳେ ବାଘ ଆକ୍ରମଣ କରିଥିଲା । ଉଭୟଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।…
Read More...

ନିଆଳି ପରେ ଭଞ୍ଜନଗର ଅଜଣା ଜନ୍ତୁ ଆତଙ୍କ:୧୦ ମେଣ୍ଢାଙ୍କୁ ମାରିଲା

ଭଞ୍ଜନଗର: କଟକ ନିଆଳି ପରେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ ଲାଗି ରହିଛି ଅଜଣା ଜନ୍ତୁ ଆତଙ୍କ। ଏଠାରେ ବି ଟାର୍ଗେଟରେ ରହିଛନ୍ତି ମେଣ୍ଢା।ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ କୁପାଟି ଗାଁରେ ୧୦ଟି ମେଣ୍ଢାଙ୍କ…
Read More...

ଏସିଆନ ଆଥେଲେଟିକ ଚାମ୍ପିୟାନସିପ : ସଫଳ ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସରିଛି ୨୨ ତମ ଏସିଆନ ଆଥେଲେଟିକ ଚାମ୍ପିୟାନସିପ । ଏଥିରେ ଭାରତୀୟ ଖେଳାଳି ମୋଟ ୨୯ଟି ପଦକ ସହ ଶୀର୍ଷରେ ରହି ଚୀନକୁ ପଛରେ ପକାଇଦେଇଛନ୍ତି । ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ…
Read More...

ଡ୍ୟୁଟି ସମୟରେ ନର୍ସିଂହୋମରେ ଚିକିତ୍ସା: ରେଡିଓଲୋଜିଷ୍ଟଟ୍ଙ୍କୁ ଷ୍ଟିଙ୍ଗରେ ଧରିଲେ ନିର୍ଦେଶକ

ବୁର୍ଲା : ବୁର୍ଲା ବଡ ଡାକ୍ତରଖାନାରେ ଚାକିରୀ ହେଲେ ଡ୍ୟୁଟି ଚାଲିଛି ଘରୋଇ ନର୍ସିଂ ହୋମରେ । ଏମିତ ଜଣେ ଠକ ରେଡିଓଲୋଜିଷ୍ଟ ଧରା ପଡିଛନ୍ତି କ୍ୟାମେରାରେ । ସବୁଠୁ ବଡ କଥା ଏହି ଡାକ୍ତରଙ୍କୁ ରେଡ୍ ହାଣ୍ଡେଡ୍ ଧରିଛନ୍ତି ନିଜେ…
Read More...

ଶ୍ରାବଣ ସୋମବାର ଲାଗି ଶୈବ ପୀଠରେ ସ୍ୱତନ୍ତ୍ର ବ୍ୟବସ୍ଥା, ସେ।ମବାର ରାତି ୩ଟା ୩୦ରୁ ଖୋଲିବ ଲିଙ୍ଗରାଜଙ୍କ ପହୁଡ

ଭୁବନେଶ୍ୱର:ଶ୍ରାବଣ ଆରମ୍ଭ ହୋଇଛି । ଏଥିସହ ଚଳ ଚଞ୍ଚଳ ହୋଇ ଉଠିଛି ଶୈବ ପୀଠ । ଶ୍ରାବଣ ସୋମବାରରେ ଜଳ ଲାଗି କରିବାକୁ କାଉଡିଆ ମାନେ ବି ବାହାରିଛନ୍ତି । ଏଥିଲାଗି ରାଜ୍ୟର ପ୍ରମୁଖ ଶୈବାଳୟ ଗୁଡିକରେ ସ୍ୱତନ୍ତ୍ର…
Read More...

ନିଆଳି ଅଜଣା ଜନ୍ତୁ ଧରାନେଇ ବିଶେଂଗ୍ୟଙ୍କ ମତ , ଇଏ ମାଇ ବୁଲିଆ ମେଣ୍ଡା ମାରିପାରିବନି

ଭୁବନେଶ୍ବର: ନିଆଳି ମେଣ୍ଡା ମାରୁଥିବା ଅଜଣା ଜନ୍ତୁ ଧରାପଡିବା ଆଉ ଏକ ନୂଆ ମୋଡ ନେଇଛି । ଧରାପଡିଥିବା ଜନ୍ତୁକୁ ଜନ୍ତାରେ ଭୁବନେଶ୍ବରର ନନ୍ଦନକାନକୁ ଅଣାଯାଇଛି । ପ୍ରକୃତରେ ଏ ଜନ୍ତୁ କିଏ ସେନେଇ ତାର ଲୋମ ପରୀକ୍ଷା କରିବାକୁ…
Read More...

ସିମ୍ବକ୍ସ ଫେକ୍ ଆଇଏସଡି କଲ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର:ବ୍ରହ୍ମପୁରରୁ ଫେକ୍ ଆଇଏସଡି କଲ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ସିମ୍ବକ୍ସ ଲଗାଇ ଆଇଏସଡି କଲ ଟ୍ରାଫିକିଂ କରୁଥିବା ଏକ ଗୋଷ୍ଠୀକୁ ଧରାଯିବା ପରେ ଏନେଇ ତନାଘନା ଜୋର ଧରିଛି। ଏହି ଗୋଷ୍ଠୀର ଦେଶ ବିଦେଶର…
Read More...

ଟମୋଟ ଦର ୮୦ ପଇସାରୁ ୮୦ ଟଙ୍କା :ଦର ନିୟନ୍ତ୍ରଣକୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର:କେତେବେଳେ ଅଭାବି ବିକ୍ରି ତ ପୁଣି କେତେବେଳେ ଚଢାଦର । ୮୦ ପଇସା କିଲୋରୁ ଟମାଟୋ ଦର ୮୦ ଟଙ୍କାରେ ପହିଁଚିଛି । ଏହାକୁ ନେଇ ଏବେ ଖାଉଟିଙ୍କ ଭିତରେ ଅସନ୍ତୋଷ । ହେଲେ ସରକାରଙ୍କ ଦୁଇ ବିଭାଗ ଦୋଷ ଲଦୁଛନ୍ତି। ଦର…
Read More...

ଧରା ପଡିଲା ନିଆଳିର କଲିଜା ଖିଆ ଜନ୍ତୁ ,ପାରିଲାନି ବନ ବିଭାଗ, ଗୋଟିଏ ଧରିଲେ ଗାଁ ଲୋକେ ଖସିଗଲେ ୪

ନିଆଳି: ନିଆଳିରେ ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁ ଧରାପଡିଛି । ମେଣ୍ଢା ମାରି ଆତଙ୍କ ମଚାଇଥିବା ଅଜଣା ଜନ୍ତୁର ପାଦ ଚିହ୍ନ ସହ ଧରାପଡିଥିବା ଜନ୍ତୁର ପାଦଚିହ୍ନ ମିଶୁଛି।ହେଲେ ଏହି ଜନ୍ତୁ କଣ ତାହା ଜଣା ପଡିନି । ଡିହସିଠାଳ…
Read More...

ସରିଲା ଅଧର ପଣା ନୀତି

ପୁରୀ: ରଥ ଉପରେ ଶ୍ରୀଜିୟୁ ମାନଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଛି । ପ୍ରଥମେ ବଡ଼ ଠାକୁର ବଳଦେବ ଓ ପରେ ମା’ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ହୋଇଥିଲା। ତା’ପରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ଏହି ନୀତି…
Read More...

ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡି ଗିରଫ

କୋରାପୁଟ: ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡିକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଫେବ୍ରୁଆରିରେ କୋରାପୁଟ ଜିଲ୍ଲାର ସୁଙ୍କିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇ ୮ପୁଲିସ କର୍ମଚାରୀଙ୍କ ଜୀବନ ନେଇଥିବା ଘଟଣାରେ ସଂପୃକ୍ତ…
Read More...

୯ ବର୍ଷ ପରେ ପୁଣି ଜନ ଦରବାରେ ଉଭାହେବେ ନବୀନ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଦରବାର ଚମକିବ । ଦରବାରେ ନିଜେ ଉଭାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୈକିରେ ବସି ଲୋକଙ୍କ ଅଭିଯୋଗ ଶୁଣିବେ । ରାୟ ଦେବେ ସମସ୍ୟା ସୁଧୁରିବ । ୯ ବର୍ଷ ପରେ ପୁଣି ଥରେ…
Read More...

ସୁନାବେଶରେ ଶ୍ରୀ ବିଗ୍ରହ,ରଥରେ ରାଜରାଜେଶ୍ୱ ବେଶରେ ଦର୍ଶନକଲେ ଲକ୍ଷ ଲକ୍ଷ ଭକ୍ତ

ପୁରୀ: ସୁନାବେଶରେ ଝଟକିଲେ ତିନି ଠାକୁର । ରଥରେ ରାଜରାଜେଶ୍ୱ ବେଶରେ ଦର୍ଶନ ଦେଲେ କାଳିଆ ଠାକୁର । ଆଜି ବଡ ଏକାଦଶୀରେ ତିନି ଠାକୁରଙ୍କୁ ଦର୍ଶନକଲେ ଲକ୍ଷାଧିକ ଭକ୍ତ । ମହଣ ମହଣ ସୁନାରେ ଛାଇ ହୋଇଥିଲେ ଦାରୁ ଦେବତା ।…
Read More...