Browsing Category

Odisha

ନଇଆଳି ମେଣ୍ଢା ମୃତ୍ୟ ଘଟଣା : ଧରା ପଡୁନି ଅଜଣା ଜନ୍ତୁ ଶିମିଳି ପାଳରୁ ଆସିଲେ ସ୍ୱତନ୍ତ୍ର ଟିମ, ବୁଲିଲା ଡ୍ରୋନ୍,…

ଭୁବନେଶ୍ୱର: ନିଆଳି ମେଣ୍ଢା ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦାହଟୁନି। ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ଟିମ୍ ନିଆଳିରେ ପହଞ୍ଚିଛି। ବାରିପଦା ଡିଏଫ୍ଓ ସଂଜୟ ସ୍ୱାଇଁଙ୍କ ନେତୃତ୍ୱରେ…
Read More...

ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁ ଆତଙ୍କ ଟାର୍ଗେଟରେ ଛେଳି

ଭୁୁବନେଶ୍ୱର: ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁର ଆତଙ୍କ ଦେଖା ଦେଇଛି । ହେଲେ ଏଠାରେ ମେଣ୍ଢା ନୁହେଁ ଜନ୍ତୁର ଟାର୍ଗେଟରେ ରହିଛି ଛେଳି । ଛେଳିକୁ ମାରି ଅନ୍ତବୁଜୁଲା କାଢି ପକାଇଛି ଅଜଣା ଜନ୍ତୁ । ନୂଆପଡ଼ା ବ୍ଲକ୍ ଜୁନାନୀ…
Read More...

ସଧାବାଲିରେ ମହିଳାଙ୍କୁ ଅସଦାଚରଣ; ପୁରୀ ଏସପିଙ୍କ ଅପସାରଣ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ପୁରୀ ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ବେଳେ ମହିଲାଙ୍କୁ ପୋଲିସ ଅସଦାଚରଣ ଘଟଣାରେ କଡା ଆଭିମୁଖ୍ୟ ରଖିଛି ବିଜେପି । ଦୋଷୀ ପୋଲିସଙ୍କ ବିରୋଧରେ ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ପୁରୀ ଏସପିଙ୍କୁ ଅପସାରଣ…
Read More...

ବାହୁଡିଲେ ମହା ବାହୁ:ସିଂଘଦ୍ୱାର ଆଗରେ ତିନିରଥ,ମଙ୍ଗଳବାର ସୁନାବେଶ

ପୁରୀ:ମାଉସି ଘରୁ ଲିଳାଖେଳା ସାରି ବାହୁଢିଲେ ମହାବାହୁ । ୯ ଦିନର ଯାତ୍ରାସାରି ଆଜି ମହାବାହୁ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହାରି ସକ୍ଟଦ୍ଭଦ୍ୱାର ନିକଟରେ ପହଁଚିଛନ୍ତି । ତିନି ରଥ ଚଢି ଗୁଣ୍ଡିଚା ମନ୍ଦିରରୁ ବାହାରିଥିଲେ…
Read More...

ରାଜ୍ୟ ହାତୀ ଗଣନା ରିପୋର୍ଟ : ବଢିଛନ୍ତି ୨୨,ମରିଛନ୍ତି ୨୭

ଭୁବନେଶ୍ବର: ରାଜ୍ୟରେ ବଢ଼ିଛି ହାତୀ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଏବର୍ଷ ୨୨ ଟି ହାତୀ ବଢ଼ିଥିବା ଗଣନାରୁ ଜଣାପଡିଛି । ଏବେ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି । ସେଥିରେ ୩୪୪ଟି ଦନ୍ତା, ୧ ହଜାର ୯୨ ମାଈ, ୫୦୨ଟି ଛୁଆ ଓ…
Read More...

ପିସି ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ବର: ପିସି କାରବାର ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପିସି ନେଉଥିବା ଅଧିକାରୀଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କର। ଏପରିକି ରାଜନେତାଙ୍କ ବିରୋଧରେ ଅଭିଯୋଗ ଆସିଲେ ବି…
Read More...

ମେଣ୍ଢା ମୃତ୍ୟୁ ଘଟଣା: କ୍ଷତିପୁରଣ ଦେବ। କୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର: ନିଆଳି ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ଆଜି ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦୁଛି । ଅଜଣା ଯନ୍ତୁର ଆକ୍ରମଣରେ ମରୁଥିବା ମେଣ୍ଢାର…
Read More...

ରାଜ୍ୟ ହାତୀ ଗଣନା ରିପୋର୍ଟ : ବଢିଛନ୍ତି ୨୨,ମରିଛନ୍ତି ୨୭

ଭୁବନେଶ୍ବର: ରାଜ୍ୟରେ ବଢ଼ିଛି ହାତୀ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଏବର୍ଷ ୨୨ ଟି ହାତୀ ବଢ଼ିଥିବା ଗଣନାରୁ ଜଣାପଡିଛି । ଏବେ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି । ସେଥିରେ ୩୪୪ଟି ଦନ୍ତା, ୧ ହଜାର ୯୨ ମାଈ, ୫୦୨ଟି ଛୁଆ ଓ…
Read More...

ସଡକ ଦୁର୍ଘଟଣା: ଢେଙ୍କାନାଳ ଜୀବନଖୋଲରେ ବୋଲରୋକୁ ଧକ୍କା ଦେଲା ଟ୍ରକ ୨ମୃତ,୭ ଗୁରୁତ୍ବର

ଢେଙ୍କାନାଳ: ସାଙ୍ଗ ବାହାଘର ସାରି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଯାଇଛି । ମୋଟଙ୍ଗା ଥାନା ଅନ୍ତର୍ଗତ ଜୀବନଖୋଲ ଛକ ନିକଟରେ ଏକ ବୋଲରୋକୁ ଆଜି ଭୋର ପ୍ରାୟ ସାଢେ ୫ଟାରେ ଏକ ଟ୍ରକ ଧକ୍କା ଦେଇ ପଳାଇଯାଇଥିବା…
Read More...

ନିଆଳିରେ ଥମୁନି ଜନ୍ତୁ ଆତଙ୍କ: ପୁଣି ୩ ମେଣ୍ଢାଙ୍କ କଲିଜା ନେଲା

ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା…
Read More...

ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ବାତିଲ

ଭୁବନେଶ୍ବର: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଯାତ୍ରୀମାନେ ବିମାନରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି। ଭୁବନେଶ୍ୱର…
Read More...

ଆଜି ବାହୁଡା: ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି,,୨ଟାରେ ରଥଟଣା

ପୁରୀ:ଆସନ୍ତାକାଲି (ସୋମାବାର) (ବାହୁଡ଼ା ଯାତ୍ରା। ଏହା ପୂର୍ବରୁ ସାଂଧ୍ୟ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଆସନ୍ତାକାଲି ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି। ସୁରକ୍ଷା ପାଇଁ ଆଜି ୩୦ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା ହୋଇଥିବା…
Read More...

ବାହୁଡା ପ୍ରସ୍ତୁତି : ଗୁଣ୍ଡିଚା ମନ୍ଦିରରେ ରବିବାର ସଂଧ୍ୟା ୭ରୁ ଦର୍ଶନ ବନ୍ଦ

ପୁରୀ: ସୋମବାର ବାହୁଡାଯାତ୍ରା । ଏଥିଲାଗି ଆରମ୍ବ ହୋଇଛି ପ୍ରସ୍ତୁତି । ସେଥିଲାଗି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କିଛିଟା କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା କାଲି ସଂଧ୍ୟା ୭ଟା ଯାଏ…
Read More...

ନାକଚଣା ଦୁଆରେ ତିନି ରଥ,୩ରେ ବାହୁଡା ଯାତ୍ରା

ପୁରୀ: ଦକ୍ଷିଣମୋଡ଼ ନେଇ ନାକଚଣା ଦୁଆରେ ଆଜି ଲାଗିଛି ନନ୍ଧିଘୋଷ । ଗତ କାଲି ଠାରୁ ଦର୍ପଦଳନ ଓ ତାଳଧ୍ୱଜ ରଥ ଦକ୍ଷିଣମୋଡ ନେଇ ନାକଚଣା ଦୁଆରେ ଲାଗିଥିଲା । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି…
Read More...