Browsing Category

Politics

ଦେଶ ସେବାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ପ୍ରଣାମ: ମୋଦୀ

ସୁନ୍ଦରଗଡ଼: ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇଥିଲେ। ଦୀର୍ଘ ୨୮ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୦ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ୟ୍ୟାୟ ନିର୍ବାଚନରେ ୭,୨୩୩ ବୁଥରେ ୨୯,୭୨,୯୨୫ ପୁରୁଷ ଭୋଟର, ୩୦,୩୦,୨୨୨ ମହିଳା ଭୋଟର ଓ ୫୬୦ ତୃତୀୟ ଲିଙ୍ଗ…
Read More...

ବିଧାନସଭା ପାଇଁ ୪୯ ଓ ଲୋକସଭା ପାଇଁ ୫ ନାମାଙ୍କନ ଦାଖଲ

ଭୁବନେଶ୍ୱର: ଚତୁର୍ଥ ପର୍ୟ୍ୟାୟ ବିଧାନସଭା ଆସନ ନିମନ୍ତେ ଶୁକ୍ରବାର ୧୭ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଲୋକସଭା ଆସନ ପାଇଁ ଆଜି କେବଳ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଚତୁର୍ଥ ପର୍ୟ୍ୟାୟ…
Read More...

କନ୍ଧମାଳରେ ଆରମ୍ଭ ହୋଇଛି ରାଜନୀତି : ଆଜି ଆସୁଛନ୍ତି ଯୋଗୀ, ୯ରେ ରାହୁଲ ଓ ୧୧ରେ ନବୀନ

ଫୁଲବାଣୀ : କନ୍ଧମାଳରେ ଆରମ୍ଭ ହୋଇଛି ରାଜନୀତି ତାତି। ଆଉ ମାତ୍ର ୧୨ ଦିନ ପରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ପ୍ରମୁଖ…
Read More...

ଓଡ଼ିଶା ଗସ୍ତପୂର୍ବରୁ ଟୁଇଟ୍‌ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ…
Read More...

୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସୁରେନ୍ଦ୍ର ପରମାଣିକଙ୍କୁ ସୋର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେହିପରି ଚାନ୍ଦବାଲିରୁ ଦିଗମ୍ବର ଦାସଙ୍କ…
Read More...

ବିଜେପିରେ ଯୋଗଦେଲେ ପୂର୍ବତନ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ଦଳ ଛାଡ଼ିବା ପରେ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ…
Read More...

ନିର୍ବାଚନ ପାଇଁ ଫସଲ କାଟିବା ପରେ ଟ୍ରାକ୍ଟର ଚଳାଇଲେ ହେମାମାଳିନୀ

ମଥୁରା: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନେତାମାନେ ଜୋରସୋର ପ୍ରଚାର ଅଭିଯାନର ଆରମ୍ଭ କରି ଦେଇଛନ୍ତି। ଉତ୍ତରପ୍ରଦେଶର ମଥୁରା ଲୋକସଭା ସିଟ୍‌ରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀଙ୍କ କିଛିଦିନ ତଳେ…
Read More...

ବିଜେଡି ଇସ୍ତାହାରରେ ଚାଷୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର : ବିଜେଡି ଇସ୍ତାହାରରେ ଚାଷୀ କଲ୍ୟାଣକୁ ପ୍ରଥମ ସ୍ଥାନରେ ରଖାଯାଇଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ତିତିଲି, ହୁଡହୁଡ ବେଳେ ବିଜେପି ନେତାଙ୍କ ଦେଖା ନଥିଲା । କିନ୍ତୁ ଭୋଟ୍ ମାଗିବାକୁ…
Read More...

କଂଗ୍ରେସରେ ମିଶିବେ ଅଭିନେତା ରାଜପାଲ ଯାଦବ!

ନୂଆଦିଲ୍ଲୀ : ଖୁବଶୀଘ୍ର ଅଭିନେତା ରାଜପାଲ ଯାଦବ କଂଗ୍ରେସରେ ଯୋଗଦେବେ ଓ ଦିଲ୍ଲୀର କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଅଭିନେତା ରାଜପାଲ ଯାଦବ ଗୁରୁବାର ଦିଲ୍ଲୀ କଂଗ୍ରେସ ସଭାପତି ଶୀଲା…
Read More...

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଠିକ୍‌ ସେହପରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଯୋଗୀ ଆଦିତ୍ୟନାଥ…
Read More...

ଏଥର ନିର୍ବାଚନ ଲଢ଼ିବେ ନାହିଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ତଥା ବିଜେପିର ଇନ୍ଦୋର ସାଂସଦ ସୁମିତ୍ରା ମହାଜନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏକ ରିଲିଜ୍‌ରେ ମହାଜନ କହିଛନ୍ତି ଯେ ଦଳ ପକ୍ଷରୁ…
Read More...

ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲା ଜେଏମ୍‌ଏମ୍‌

ମୟୂରଭଞ୍ଜ: ଜେଏମ୍‌ଏମ୍‌ ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲାଛି। ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସବା ପ୍ରାର୍ଥୀ ହୋଇଥିବା ବେଳେ ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ…
Read More...

୯ରେ ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଏପ୍ରିଲ ୯ରେ ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଗପହଣ୍ଡିରେ ଆୟୋଜିତ ସମାବେଶରେ ରାହୁଲ ଗାନ୍ଧୀ ଯୋଗ ଦେବେ । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା…
Read More...