Browsing Category

Politics

ବିଜେଡିର ତିନି ନୂତନ ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ମାନ୍ୟବର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି।ବିଜୟ ନାୟକ…
Read More...

୪ଟି ସଭା ସହ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା…
Read More...

ଆଜି ନୂଆଦିଲ୍ଲୀ ଠାରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣ ୪: ୩୦ରେ ବିଜୁ ଜନତା ଦଳର ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପସ୍ଥାପନ କରିବା ନିମନ୍ତେ ଭେଟିବେ।ବିଜୁ ଜନତା ଦଳର…
Read More...

ଏପ୍ରିଲ ୭ରେ ପ୍ରକାଶ କରିପାରେ ବିଜେପି ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ: ଏପ୍ରିଲ୍‌ ୭ ତାରିଖ, ରବିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ।ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଅଧ୍ୟକ୍ଷ ଅମିତ ଶାହା,…
Read More...

ଭୁବନେଶ୍ବରର ତିନି ଆସନ ପାଇଁ ୪୫ ପ୍ରାର୍ଥୀ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏଥିରେ ଭୁବନେଶ୍ବରର ତିନିଟି ଆସନରୁ ୪୫ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ…
Read More...

ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର: ପୁଣି ଜଣେ ବିଜେଡିର ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଆଜି କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେଡିର ବରିଷ୍ଠ…
Read More...

ପଦ୍ମ ଧରିଲେ ବିଭୁପ୍ରସାଦ

ଭୁବନେଶ୍ୱର : ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଥିବା ନେତା ବିଭୁପ୍ରସାଦ ତରାଇ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଭୁପ୍ରସାଦ ଯୋଗ ଦେଇଛନ୍ତି।…
Read More...

୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଏହିପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖ ଦିନ ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୫ଟି ଆସନରେ…
Read More...

ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

କେନ୍ଦୁଝର : ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳ ୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ସହିତ ୨ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ଫକୀର ମୋହନ…
Read More...

୨ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ୨ଟି ବିଧାନସଭା ଆସନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ଖୋର୍ଦ୍ଧାରୁ ସ୍ବାଗତିକା ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରତାପ ଜେନା

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ହେଉଛି ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି । ଏହି ନିର୍ବାଚନ ମଣ୍ଡଳିରେ ବିଜେଡି ପକ୍ଷରୁ ପୁଣି ନିର୍ବାଚନ ମଇଦାନକୁ ରାଜ୍ୟସଭା ସାଂସଦ…
Read More...

ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ହେଲେ ଅଙ୍ଗନବାଡୀ କର୍ମୀଙ୍କ ଦରମା ୧୫ ହଜାର ଟଙ୍କା ହେବ- କେନ୍ଦ୍ରମନ୍ତ୍ରୀ…

ରାଜ୍ୟ ସରକାର ବଦଳି ବିଜେପି ସରକାର ଆସିଲେ କେହିବି ଜଣେ ଗରିବ ରହିବେନିଉମରକୋଟ : ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଗରିବଙ୍କ ଦୁଖ ଦୂର ହେବ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ଆଗାମୀ ୫…
Read More...

୭ରେ ପୁଣି ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଅମିତ ଶାହ ଏପ୍ରିଲ ୭ ତାରିଖରେ ଓଡ଼ିଶା ଆସିବେ ବୋଲି ରାଜ୍ୟ ସଂପାଦକ ଯତୀନ ମହାନ୍ତି ସୂଚନା…
Read More...

୨୮ ବର୍ଷ ପରେ ସୋନପୁରକୁ ଆସିବେ ପ୍ରଧାନମନ୍ତ୍ରୀ

ସୋନପୁର : ୨୮ ବର୍ଷ ତଳେ ସୋନପୁରକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ଏହା ପରେ ଆସନ୍ତା ୬ ତାରିଖ ଦିନ ଜିଲ୍ଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ସୁନ୍ଦରଗଡରେ ଦଳୀୟ ସଭା ସାରି…
Read More...