Browsing Category

Politics

ଖଣ୍ଡପଡା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ସୌମ୍ୟରଞ୍ଜନ

ଖଣ୍ଡପଡା: ନୟାଗଡର ଖଣ୍ଡପଡାରୁ ଆଜି ବିଧାନସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।  ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ । ତେବେ ଚଳିତ…
Read More...

କେରଳର ଓ୍ଵାୟାନାଡ଼ା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ

ଓ୍ଵାୟାନାଡ଼ା: ଗୁରୁବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ଓ୍ଵାୟାନାଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ସେ ତାଙ୍କର ପାରମ୍ପରିକ ଦୁର୍ଗ…
Read More...

ଯୋଗ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପ୍ରଶାସନିକ ସେବାରେ ମିଳିବ ସୁଯୋଗ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନୀ ଇସ୍ତାହାର ଘୋଷଣା କରିବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ସେ ଟ୍ୱିଟ ବାର୍ତ୍ତାରେ ଘୋଷଣା…
Read More...

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ଗୁରୁବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ। ଏହି ପର୍ଯ୍ୟାୟରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୫ଟି ଆସନ ପାଇଁ ଏପ୍ରିଲ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। …
Read More...

ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ: ପ୍ରଥମ ଦିନରେ ବର୍ଷିଲେ

ବ୍ରହ୍ମପୁର :ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଆସନ୍ତା ୧୧ ଏପ୍ରିଲରେ ହେବାକୁ ଥିବା ବେଳେ ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା…
Read More...

ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ:  ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ତୃତୀୟ ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ…
Read More...

ଓଡ଼ିଶାର ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ବାରିପଦା: ଓଡ଼ିଶାର ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନ ପାଇଁ ଜେଏମ୍‌ଏମ୍‌ ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କେନ୍ଦ୍ରୀ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ୍‌ ବିଜ୍ଞପ୍ତି…
Read More...

ଘୋଷଣା ହେଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ବିଜେପି ବୁଧବାରଦିନ ନିଜର ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୋନିଆ ଗାନ୍ଧି ଲଢୁଥିବା ରାଏ ବରେଲୀ ଆସନ ପାଇଁ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଛିଡା କରିଛି । ସେହିପରି ଭୋଜପୁରୀ ସୁପରଷ୍ଟାର ଦିନେଶ…
Read More...

ସିଲିଗୁଡ଼ିରେ ମୋଦୀ: ପଶ୍ଚିମବଙ୍ଗର ବିକାଶରେ ମମତା ‘ସ୍ପିଡ୍‌-ବ୍ରେକର’

ସିଲିଗୁଡ଼ି: ଏନଡିଏ ସରକାର ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟବାସୀଙ୍କୁ ଏହାର ଫାଇଦାରୁ ବଞ୍ଚିତ କରିଛନ୍ତି। ଫଳରେ ରାଜ୍ୟର ୭୦ ଲକ୍ଷ ଗରିବ…
Read More...

କଂଗ୍ରେସର ୨ଲୋକସଭା ଓ ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ଦୁଇ ଲୋକସଭା ଓ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଲାଗି ରାଜ୍ୟର ପୂର୍ବତନ…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ଭର୍ତ୍ତୃହରି ମହତାବ

କଟକ:ଭର୍ତ୍ତୃହରି ମହତାବ ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ତଥା ‘ସମ୍ପାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତଥା ବରିଷ୍ଠ…
Read More...

ବିଜେଡିର ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବିଜୁ ଜନତାଦଳ ପକ୍ଷରୁ ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଢ଼େଙ୍କାନାଳ ଲୋକସଭା ଆସନ ପାଇଁ ବିଧାୟକ ମହେଶ ସାହୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ କେନ୍ଦୁଝର ଲୋକସଭାରୁ …
Read More...

ନିର୍ବାଚନୀ ଇସ୍ତହାର ‘ହମ୍‌ ନିଭାଏଙ୍ଗେ’ ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସ ନିର୍ବାଚନୀ ଇସ୍ତହାର ଜାରି କରିଛି । ଏହି ଇସ୍ତହାରରେ ଜନତାଙ୍କ ହିତ ପାଇଁ ୧୫ଟି ମୁଖ୍ୟ ପ୍ରତିଶ୍ରୁତି ରହିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର…
Read More...

ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ: କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଂଟି, ଋଣ ନସୁଝିଲେ ଚାଷୀଙ୍କୁ…

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନ ୨୦୧୯ରେ ସତ୍ତାକୁ ଆସିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୋଦି ସରକାର ଅର୍ଥାତ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ…
Read More...