Browsing Category

Politics

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଲେ ନଳିନୀ । ଗତ ୨୮ ତାରିଖରେ…
Read More...

ବିଜେପିର ଉପସଭାପତି, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ବୈଜୟନ୍ତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ  ଦଳ ପକ୍ଷରୁ ସାଂଗଠନିକ  ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ  ଦଳର ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ…
Read More...

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ଫେକ୍ : ପିସିସି

ଭୁବନେଶ୍ୱର: ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ସମ୍ପୂର୍ଣ୍ଣ ମିଥ୍ୟା । ଏଭଳି କିଛି ପାର୍ଥୀ ତାଲିକା ଅଫିସିଆଲ ଜାରି ହୋଇନାହିଁ । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁନାହିଁ । ପିସିସି…
Read More...

କଂଗ୍ରେସର ଲୋକସଭା ଓ ବିଧାନସଭା ଚୁଡାନ୍ତ ସାମ୍ଭବ୍ୟ ପ୍ରାର୍ଥୀ ତାଲିକା ଗଲା ଦିଲ୍ଲୀ

ରାହୁଲଙ୍କ ମୋହର ପରେ ହେବ ଘୋଷଣାଭୁବନେଶ୍ବର : କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା । ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ ।…
Read More...

୧୦ରୁ ଆରମ୍ଭ ହେବ ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୧୦ରୁ ବିଜେପି ପକ୍ଷରୁ ଆରମ୍ଭ ହେବ ବିଜୟ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ । ସାରା ଓଡିଶାରେ ୫ ହଜାରରୁ ଅଧିକ ସଭା ହେବ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ଅବଗତ କରାଯିବ ।…
Read More...

ବିଜେଡି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଆରମ୍ଭ କଲେ ନବୀନ

ଭୁବନେଶ୍ବର : ଆରମ୍ଭ ହେଲା ଇସ୍ତାହାର ରାଜନୀତି ପର୍ବ । ଲୋକଙ୍କ ମନର କଥାକୁ ଇସ୍ତାହାରରେ ଯୋଡିବାକୁ ସବୁଦଳ ପ୍ରତିଯୋଗିତାରେ ମାତିଲେଣି । ବିଜେପି ଓ କଂଗ୍ରେସ ପରେ ବିଜେଡି ଏଭଳି କାର୍ଯ୍ୟକ୍ରମରେ…
Read More...

ରାଜ୍ୟରେ ସରକାରକୁ ଆସିଲେ ପ୍ରତି ପରିବାରକୁ ମ୍ୟାରେଜ୍‌ କିଟ୍‌ ଦେବ କଂଗ୍ରେସ

ପିସିସିର ଘୋଷଣାଭୁବନେଶ୍ବର  : ମୁଣ୍ଡ ଉପରେ ନିର୍ବାଚନ ।  କଣ ମନଲୋଭା ପ୍ରତିଶୃତି ନେଇ ଲୋକଙ୍କ ପାଖକୁ ଯିବେ ଦଳ ତା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ନିର୍ବାଚନ ଜିତିଲେ କଂଗ୍ରେସ ପ୍ରତି ପରିବାରକୁ ମ୍ୟାରେଜ୍‌…
Read More...

ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ବାତିଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ବାତିଲ ହୋଇ ଯାଇଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ବରଗଡ଼ ଗସ୍ତରେ ଆସିବାର ଥିଲା। ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ…
Read More...

ଏମିତି ଟାଣୁଆ ନେତା : ବିଜେପିରେ ମିଶିବାକୁ ଜୟଙ୍କୁ ଲାଗିଲା ୨୨ ବର୍ଷ !

ଦିଲ୍ଲୀ  : ବିଜେପି ଆଦର୍ଶରେ ଅନୁପ୍ରାଣୀତ ହେଉଥିଲି । ଦଳରେ ମିଶିବାକୁ ୨୨ ବର୍ଷ ଧରି ଅପେକ୍ଷା କରିଥିଲି । ଏବେ ୨୨ ବର୍ଷପରେ ଦଳରେ ମିଶିଲି । ବିଜେପିରେ ମିଶିବା ପରେ ଏମିତି କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।…
Read More...

ପଦ୍ମ ଧରିଲେ ବୈଜୟନ୍ତ ପଣ୍ଡା,ଦିଲ୍ଲୀରେ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ଶେଷରେ ପଦ୍ମ ପୋଖରୀକୁ ଲମ୍ଫ ଦେଲେ ବୈଜୟନ୍ତ ପଣ୍ଡା । ଦିଲ୍ଲିରେ ବିଜେପି  କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍ରାକ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ…
Read More...

ମହାରାଷ୍ଟ୍ରରେ ଏକାଠି ଲଢ଼ିବେ ବିଜେପି-ଶିବସେନା 

ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୫ଟି- ଶିବସେନା ୨୩ଟି ଆସନରେ ଲଢ଼ିବମୁମ୍ବାଇ: ଦୀର୍ଘ ୩ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ସମାଲୋଚନା କରୁଥିବା ଶିବସେନା ଶେଷରେ ଏନ୍‌ଡିଏ ସହ ମିଶି…
Read More...

ଓଡିଶାରେ ବିକାଶକୁ ଗତି ଦେବାପାଇଁ ଦରକାର ମୋଦିଙ୍କ ଡବଲ ଇଂଜିନ୍: ଧର୍ମେନ୍ଦ୍ର

ଅନୁଗୁଳ : ଦଲାଲିଙ୍କ ପକେଟକୁ ପଇସା ଯିବା ଓଡିଆ ଲୋକଙ୍କ ସ୍ୱାର୍ଥ ନୁହେଁ । ଗରିବ ଓଡିଆ ଲୋକମାନଙ୍କ ପାଖକୁ ସିଧାସଳଖ ପଇସା ଯିବ । ଓଡିଶାରେ ସରକାର ବଦଳିବା ଦରକାର । ଓଡିଶାର ବିକାଶ ଲାଇନଚ୍ୟୁତ ହୋଇଛି । ଏହାକୁ ଗତି…
Read More...

ଓଡିଶାର ବିକାଶ ନରେନ୍ଦ୍ର ମୋଦି କରିବେ-ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକର ରାଣୀତାଲ୍ରେ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସ୧ିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀଭୁବନେଶ୍ୱର: ଓଡିଶା ବିକାଶରେ ବାଧକ ସାଜିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାବୁ ରୋଡ କରେଇଦେବେ ନାହିଁ,…
Read More...

କଂଗ୍ରସେ ସ୍କିନିଂ କମିଟି କସରତ : ୨୫ ସୁଦ୍ଧା ସରିବ ପିସିସି ପ୍ରାର୍ଥୀ ଚୟନ

୨୨ରୁ ସୁଦ୍ଧା ଶେଷ ହେବ ଆବେଦନ ଓ ପ୍ରାର୍ଥୀ ଚୟନର ସବୁ ପ୍ରକ୍ରିୟାଭୁବନେଶ୍ବର : କଂଗ୍ରେସର ପ୍ରାର୍ଥୀ ଚୟନ ଲାଗି ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ସରିଲା । ଏଆଇସିସି ସ୍କ୍ରିନିଂ କମିଟିରେ ପ୍ରାର୍ଥୀ ଚୟନ ଲାଗି…
Read More...