Browsing Category

Politics

ଚାଷୀ ପ୍ରସଙ୍ଗ ନେଇ ଦ୍ୱିତୀୟ ଦିନରେ ଚାଲି ପାରିଲାନି ବିଧାନସଭା

ଭୁବନେଶ୍ୱର : ଗତକାଲି ବିଧାନସଭାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ତାତି ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲି ପାରିନଥିଲା। ଆଜି ମଧ୍ୟ ଗୃହରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଚାଷୀ ପ୍ରସଙ୍ଗକୁ ନେଇ…
Read More...

ପରିବର୍ତ୍ତନ ସଂକଳ୍ପ ସମାବେଶରେ ବିଜେପି ଓବିଜେଡିକୁ ଟାର୍ଗେଟ କଲେ ରାହୁଲ

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର‌୍ୟ୍ୟକ୍ରମରେ ଯୋଗଦେଇ ରାହୁଲ ଭାରତୀୟ ଜନତା…
Read More...

ଜୟପୁରରେ୨ ହଜାର କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଜୟପୁର : କୋରାପୁଟ ଜୟପୁରରେ ଯୁବବାହିନୀର ଆଞ୍ଚଳିକ ସମାବେଶରେ ଯୁବକ ମାନଙ୍କୁ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଯୁବ ବାହିନୀ ପକ୍ଷରୁ ଆଞ୍ଚଳିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଉମରକୋଟରେ ବିଜେଡ଼ିର ବିକାଶ ସମାବେଶ : କେନ୍ଦ୍ର ଅନୁଦାନ ନଦେଲେ ବି ଜାରି ରହିବ ରାଜ୍ୟ ବିକାଶ- ନବୀନ

ଉମରକୋଟ : ରାଜ୍ୟର ବିକାଶକୁ କେହି ରୋକିପାରିବେନି । କେନ୍ଦ୍ରର ସହାୟତା ବିନା ବି ରାଜ୍ୟ ବିକାଶ ଜାରି କହିବ । ଏମିତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ନବରଙ୍ଗପୁରର ଉମରକୋଟ ବିକାଶ ସମାବେଶରେ କେନ୍ଦ୍ରକୁ ଟାର୍ଗେଟ…
Read More...

ଭାରତ କେ ମନ କି ବାତ ମୋଦି କେ ସାଥ୍ : ମତାମତ ପାଇଁ ଲାଗିବ ୭୫୦୦ ବାକ୍ସ

ଭାରତ କେ ମନ କି ବାତ ମୋଦି କେ ସାଥ୍ଭୁବନେଶ୍ୱର : ବିଜେପି ସରକାର ଅନେକ ଜନହିତକର ଯୋଜନା କରି ସାରା ଦେଶରେ ଲୋକପ୍ରିୟ ହୋଇପାରିଛିି । ସ୍ୱଚ୍ଛ ଭାରତ, ବେଟି ବଚାଓ ବେଟି ପଢାଓ , ଉଜ୍ଜଳା ଭଳି ଅନେକ ଐତିହାସିକ ଯୋଜନାର…
Read More...

୧୫ରେ ପୁଣି ଓଡିଶା ଆସିବେ ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ, ସମ୍ବଲପୁର ସମାବେଶରେ ଯୋଗଦେବେ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଓଡ଼ିଶା ଆସୁଛନ୍ତି । ଆସନ୍ତା ୧୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଶାହା ସମ୍ବଲପୁରଠାରେ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ,…
Read More...

କଲୋକତା ରାଜନୀତିର ଗରମ ହାୱାରେ ତାତୁଛି ଓଡିଶା ରାଜନୀତି, ଛକାପଞ୍ଝା ଆରମ୍ଭ

ଭୁବନେଶ୍ବର : ମମତା ଓ ସିବିଆଇ ହାଇଡ୍ରମାକୁ ନେଇ ଉଠୁଛି ପଡୁଛି ଦେଶ। ତାକୁ ନେଇ ଜାତୀୟ ରାଜନୀତି ଦୁଇ ଭାଗରେ ବିଭକ୍ତ ହେବାକୁ ବସିଲାଣି । ଏତିକି ବେଳେ ଓଡିଶାରେ ବି ରାଜନୀତି ପାଣି ଛିଟା ପଡ଼ିଛି। କଂଗ୍ରେସ ଖୋଲାଖୋଲିଭାବେ…
Read More...

ରାଜ୍ୟପାଳଙ୍କ ଅଭିଭାଷଣରେ ଅସନ୍ତୁଷ୍ଟ ବିରୋଧୀ : କଂଗ୍ରେସର କକ୍ଷ ତ୍ୟାଗ,ବିଜେପି କହିଲା ମିଛ କୁହାଇଛନ୍ତି ସରକାର

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । କଂଗ୍ରେସ ଅଯଥା ସରକାରଙ୍କ ଗୁଣଗାନ କରିବା ଅନୁଚିତ ବୋଲି କହି କକ୍ଷତ୍ୟାଗ କରିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଜଣେ ବ୍ୟକ୍ତି…
Read More...

ନିର୍ବାଚନ ରେଜଲ୍ଟ କହିବ କିଏ ପୋଡା ଟ୍ରାନ୍ସଫରମର- ନବୀନ

ଭୁବନେଶ୍ବର : ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଜଣାପଡିବ କିଏ ପୋଡା ଟ୍ରାନ୍ସଫର୍ମର । ନିର୍ବାଚନ ପରେ ଲୋକେ କାହାକୁ ଫିଙ୍ଗିଦେବେ ତାହା ମଧ୍ୟ ଜଣାପଡିବ । ପ୍ରକୃତରେ…
Read More...

ପଶ୍ଚିମବଙ୍ଗରେ ହେଲିକପଟର ଓହ୍ଲାଇ ଦେଲେନି ମମତା, ଟେଲିଫୋନରେ ରାଲିକୁ ସମ୍ବୋଧନ କଲେ ଆଦିତ୍ୟନାଥ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ରାଜନୀତି ଏବେ ଉଠୁଛି ପଡୁଛି। ମୁହାଁମୁହିଁ ହେବାରେ ଲାଗିଛନ୍ତି ବିଜେପି ଏବଂ ଟିଏମସି । ଆଜି ଯୋଗୀ ଆଦିତ୍ୟନାଥଙ୍କ ହେଲିକପଟର ଅବତରଣ ଉପରେ କଟକଣାକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା…
Read More...

ପୁରୀରେ ଗର୍ଜିଲେ ଅମିତ ଶାହ : ବିଜେଡି ସରକାରଙ୍କୁ ପୁଣି ପୋଡା ଟ୍ରାନ୍‌ସଫର୍ମର କହି ଉପାଡି ଫୋପାଡି ବାକୁ ଦେଲେ ଆହ୍ବାନ

ପୁରୀ : ପୁରୀ ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ବିଜେପି ସଭାପତି ଅମିତ ଶାହା ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହା ପୁଣି ପୋଡା…
Read More...

ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଚିଟ ଫଣ୍ତ…
Read More...

ହାତୀ ପିଠିରେ ବସିଲେ କୃଷ୍ଣଚନ୍ଦ୍ର ସଗରିଆ, ଆଗରୁ ଛାଡିଥିଲେ ହାତ

ଭୁବନେଶ୍ବର : BSPରେ ମିଶିଲେ ସଗରିଆ। ଆଜି ବହୁଜନ ସମାଜ ପାର୍ଟିରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବିଏସପିର ରାଜ୍ୟପ୍ରଭାରୀ ଧରମଜୀତ ସିଂଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସଗରିଆ । ଲୋୟର…
Read More...

ବିଜେଡିର ଜବାବ : ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ନିକଟରେ ବିଶ୍ୱସନୀୟତା ହରାଇସାରିଛନ୍ତି- ପ୍ରତାପ ଜେନା

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ସେ ଅଭ୍ୟାସଗତ ଭାବେ ଜଣେ ମିଛୁଆ…
Read More...